"ଜଗନ୍ନାଥ ପ୍ରସାଦ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୪୪ କ ଧାଡ଼ି:
==ସାହିତ୍ୟରଚନା==
===ପ୍ରାକ ରଚନା===
କିଶୋର କାଳରେ ଜଗନ୍ନାଥ ଲେଖାଲେଖି ଆରମ୍ଭ କରିଥିଲେ । ୧୯୫୧ରେ ସେ "ସ୍ତବକ" ନାମରେ ଏକ କବିତା ସଙ୍କଳନ ପ୍ରକାଶ କରିଥିଲେ । [[ଓଡ଼ିଆ ଭାଷା|ଓଡ଼ିଆ]] ପତ୍ରିକା [[ଡଗର (ପତ୍ରିକା)]], [[ଝଙ୍କାର (ପତ୍ରିକା)]], [[ଆସନ୍ତାକାଲି (ପତ୍ରିକା)]] ଆଦିରେ ତାଙ୍କର ଲେଖା ନିୟମିତ ପ୍ରକାଶିତ ହେଉଥିଲା । ମନୋଜ ଦାସଙ୍କ ସହ ସେ ଛାତ୍ର ଫେଡେରେସନ ଅଫ ଇଣ୍ଡିଆର ଏକ ଜର୍ଣ୍ଣାଲ "ଆଗାମୀ" ର ସମ୍ପାଦନା କରୁଥିଲେ ।
 
<!--J.P. began writing poetry early in his teens. In 1951, he brought out a collection entitled Stabak. His poems began to appear regularly in the leading Oriya journals such as Dagara, Jhankara and Asantakali. Joining the Students' Federation of India (SFI) he co-edited a journal, Agami, with Manoj Das.-->