"ବଳଭଦ୍ର ମାଝୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୨୧ କ ଧାଡ଼ି:
 
'''ବଳଭଦ୍ର ମାଝୀ''' (୯ ଫେବୃଆରୀ ୧୯୬୧) ଜଣେ ଭାରତୀୟ ରାଜନୀତିଜ୍ଞ । ସେ [[୨୦୧୪ ଭାରତୀୟ ସାଧାରଣ ନିର୍ବାଚନ]]<nowiki/>ରେ [[ନବରଙ୍ଗପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ପ୍ରତିଦ୍ୱନ୍ଦିତା କରିଥିଲେ ଏବଂ [[୧୬ଶ ଲୋକ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref>{{Cite web|url=http://eciresults.nic.in/statewiseS18.htm?st=S18|title=h Trends|publisher=Election Commission of India|access-date=18 May 2014}}</ref> ସେ [[ବିଜୁ ଜନତା ଦଳ]]<nowiki/>ର ପ୍ରତିନିଧି ଭାବରେ [[ଲୋକ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ । ସେ ମାର୍ଚ୍ଚ ୨୦୧୯ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।
 
== ଜନ୍ମ, ପରିବା ଓ ଶିକ୍ଷା ==
ବଳଭଦ୍ର ମାଝୀ ୧୯୬୧ ମସିହାର ଫେବୃଆରୀ ମାସ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ଅମିତ୍ରା ମାଝୀ । ସେ [[ରାଉରକେଲା]] ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନରୁ ସଭିଲ୍ ଇଞ୍ଜିନିୟରିଂ କରିବାପରେ ୨୦୧୪ ମସିହାଯାଏଁ ଭାରତୀୟ ରେଳ ବିଭାଗରେ ଚାକିରୀ କରୁଥିଲେ ।
 
== ରାଜନୈତିକ ଜୀବନ ==
ବଳଭଦ୍ର ଚାକିରୀରୁ ଇସ୍ତଫା ଦେଇ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଏବଂ ୨୦୧୪ ଭାରତୀୟ ସାଧାରଣ ନିର୍ବାଚରେ ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଏହି ଲୋକ ସଭାରେ କାର୍ଯ୍ୟ କରିଥିଲେ ।
 
== ଆଧାର ==