"ପ୍ରତାପ କେଶରୀ ଦେଓ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୨୫ କ ଧାଡ଼ି:
}}
 
'''ପ୍ରତାପ କେଶରୀ ଦେଓ''' (୫ ଅକ୍ଟୋବର ୧୯୧୯ - ୮ ଅକ୍ଟୋବର ୨୦୦୧) ଜଣେ ଭାରତୀୟ ରାଜନେତା ଥିଲେ । ସେ [[ଭାରତର ସଂସଦ]]<nowiki>ର</nowiki> ତଳ ସଦନ [[ଲୋକ ସଭା]]<nowiki>କୁ</nowiki> [[କଳାହାଣ୍ଡି (ଲୋକ ସଭା ନିର୍ବାଚନ ମଣ୍ଡଳୀ)|କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ</nowiki> ଲଗାତାର ୫ଥର ନିର୍ବାଚିତ ହୋଇଥିଲେ ।<ref>{{cite web | url=http://164.100.47.194/loksabha/writereaddata/biodata_1_12/1156.htm | title=Biographical Sketch Member of Parliament | publisher=Lok Sabha | accessdate=20 October 2017}}</ref><ref name="Patnaik1996">{{cite book|author=Prasanta Patnaik|title=Lok Sabha Polls in Orissa, 1952-1991|url=https://books.google.com/books?id=usyNAAAAMAAJ|accessdate=20 October 2017|year=1996|publisher=Kalinga Communications (Publication Division)|page=183}}</ref><ref name="Privileges1967">{{cite book|author=India. Parliament. Lok Sabha. Committee of Privileges|title=Report|url=https://books.google.com/books?id=C28KAAAAIAAJ|accessdate=20 October 2017|year=1967|publisher=Lok Sabha Secretariat.|page=15}}</ref> ସେ ଓଡ଼ିଶା ବିଧାନ ସଭାକୁ ଦୁଇଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।<ref name="Pradeep Maharathy">{{cite web|url=http://odishaassembly.nic.in/image.aspx?img=442|title=Late Pratap Keshari Deo (Bhawanipatna)|last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=27 September 2020}}</ref>
 
== ଜନ୍ମ, ପରିବାର ଓ ଶିକ୍ଷା ==
ପ୍ରତାପ କେଶରୀ ଦେଓ ୧୯୧୯ ମସିହାର ଅକ୍ଟୋବର ମାସ ୫ ତାରିଖରେ ଜନ୍ମଗ୍ରହଣ କଳାହାଣ୍ଡି ଜିଲ୍ଲାରେ କରିଥିଲେ । ସେ କଳାହାଣ୍ଡି ରାଜ୍ୟର ଶେଷ ରାଜା ଥିଲେ ।
 
== ରାଜନୈତିକ ଜୀବନ ==
ପ୍ରତାପ କେଶରୀ ୧୯୫୨ ମସିହାରୁ ୧୯୫୬ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ବିରୋଧୀ ଦଳର ଉପନେତା ଭାବରେ କାର୍ଯ୍ୟ କରୁଥିଲେ ।<ref>{{Cite web|title=Members Bioprofile|url=http://loksabhaph.nic.in/writereaddata/biodata_1_12/1156.htm|website=loksabhaph.nic.in|access-date=2020-05-12}}</ref> ୧୯୫୭ ମସିହାରୁ ୧୯୮୦ ମସିହାଯାଏଁ ସେ ଲୋକ ସଭାକୁ ଲଗାତାର ୫ ଥର ନିର୍ବାଚିତ ହୋଇଥିଲେ ।<ref name="Pradeep Maharathy" />
 
==ଆଧାର==