"ଧରଣୀଧର ଜେନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୫ କ ଧାଡ଼ି:
}}
 
'''ଧରଣୀଧର ଜେନା''' ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ଭାରତର ସଂସଦର ତଳ ସଦନ [[ଲୋକ ସଭା]]<nowiki/>କୁ ୧୯୬୭ ମସିହାରେ [[ଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ<ref>{{cite book |last1=ନାୟକ |first1=ଉଦ୍ଧବ ଚରଣ |title=ଓଡ଼ିଶା ରାଜନୀତିର ଇତିହାସ |publisher=ଆମ ଓଡ଼ିଶା |location=ଭୁବନେଶ୍ୱର |page=୧୭୬ |edition=ଜାନୁଆରୀ ୨୦୧୪ |url=https://or.wikisource.org/s/5fz}}</ref> ସ୍ୱତନ୍ତ୍ର ପାର୍ଟିର ପ୍ରତିନିଧି ଭାବରେ ନିର୍ବାଚିତ ହୋଇଥିଲେ ।<ref name="Sabha2003">{{Cite book|url=https://books.google.com/books?id=ZLZVAAAAYAAJ|title=Indian Parliamentary Companion: Who's who of Members of Lok Sabha|last=India. Parliament. Lok Sabha|publisher=Lok Sabha Secretariat|year=2003|page=206|access-date=29 December 2018}}</ref><ref name="(Firm)1970">{{Cite book|url=https://books.google.com/books?id=LkQjAQAAMAAJ|title=The Times of India Directory and Year Book Including Who's who|last=Times of India (Firm)|publisher=Bennett, Coleman & Company|year=1970|page=357|access-date=29 December 2018}}</ref><ref>{{Cite book|url=https://books.google.com/books?id=_rMZAAAAYAAJ|title=Reference India|publisher=Tradesman & Men India.|year=1969|page=84|access-date=29 December 2018}}</ref><ref>{{Cite book|url=https://books.google.com/books?id=MXlDAAAAYAAJ|title=Hindustan Year-book and Who's who|publisher=M. C. Sarkar.|year=1967|page=95|access-date=29 December 2018}}</ref>
 
== ରାଜନୈତିକ ଜୀବନ ==
ଧରଣୀଧର ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ସାଧାରଣ ନିର୍ବାଚନରେ ସେ ସ୍ୱତନ୍ତ୍ର ପାର୍ଟିର ପ୍ରାର୍ଥୀ ଭାବରେ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ [[୪ର୍ଥ ଲୋକ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref>{{cite book|url=https://or.wikisource.org/s/5fz|title=ଓଡ଼ିଶା ରାଜନୀତିର ଇତିହାସ|last1=ନାୟକ|first1=ଉଦ୍ଧବ ଚରଣ|publisher=ଆମ ଓଡ଼ିଶା|edition=ଜାନୁଆରୀ ୨୦୧୪|location=ଭୁବନେଶ୍ୱର|page=୧୭୬}}</ref> ଏହି ଲୋକ ସଭାରେ ସେ ୧୯୬୭ ମସିହାରୁ ୧୯୭୧ ମସିହଯାଏଁ କାର୍ଯ୍ୟ କରିଥିଲେ ।
 
== ଆଧାର ==