"ଋଷିକୁଲ୍ୟା ନଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଧିକ ତଥ୍ୟ ଯୋଡ଼ାଗଲା
ଟିକେ ଇଂରାଜୀ ଉଇକିରେ ଥିବା ତଥ୍ୟକୁ ଅନୁବାଦ କରାଗଲା
୫୯ କ ଧାଡ଼ି:
 
'''ଋଷିକୁଲ୍ୟା ନଦୀ''' [[ଓଡ଼ିଶା|ଓଡ଼ିଶାର]] [[ଗଞ୍ଜାମ ଜିଲ୍ଲା|ଗଞ୍ଜାମ ଜିଲ୍ଲାରେ]] ପ୍ରବାହିତ ହେଉଥିବା ଏକ [[ନଦୀ]] । ଏହି ନଦୀଟି ଓଡ଼ିଶାର ବଡ଼ ନଦୀ ମାନଙ୍କ ମଧ୍ୟରୁ ଗୋଟିଏ, ଯାହାକି ଗଞ୍ଜାମ ଓ [[କନ୍ଧମାଳ ଜିଲ୍ଲା]]<nowiki/>ର ଅଧିକାଂଶ ଅଞ୍ଜଳରେ ପ୍ରବାହିତ ହେଉଛି । ଋଷିକୁଲ୍ୟା ନଦୀ ପୂର୍ବଘାଟ ଅଞ୍ଚଳର ଦାରିଙ୍ଗବାଡ଼ି ପାହାଡ଼ର ୧୦୦୦ ମିଟର ଉଚ୍ଚତାରୁ ଉତ୍ପନ୍ନ ହେଇଛି । ଏହା ଛତ୍ରପୁରର ପୁରୁଣା ବନ୍ଧ ନିକଟରେ [[ବଙ୍ଗୋପ ସାଗର]] ସହିତ ମିଶିଛି । ଏହାର ଉପନଦୀଗୁଡ଼ିକ ହେଉଛି ବାଘୁଆ, ଧାନେଇ, ବଡ଼ନଦୀ ଇତ୍ୟାଦି । ଏହି ନଦୀର କୌଣସି ମୁହାଣ ନାହିଁ ।
 
== ନଦୀ ପଥ ==
ଏହି ନଦୀଟି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରୁ ପ୍ରବାହିତ ହେଉଛି । ଗଞ୍ଜାମ ଜିଲ୍ଲାରେ ଏହା ସୋରଡ଼ା, ଧରାକୋଟ, ଆସିକା, ପୁରୁଷୋତ୍ତମ୍ପୁର, ତାରାତାରିଣୀ, ପ୍ରତାପପୁର, ଅଲ୍ଲାଦିଗମ୍, ବ୍ରହ୍ମପୁର, ଗଞ୍ଜାମ ଏବଂ ଛତ୍ରପୁର ଉପଖଣ୍ଡ ଦେଉ ପ୍ରବାହିତ ହେଉଛି । ଏହି ନଦୀର ଦୈର୍ଘ୍ୟ ପାଖାପାଖି ୧୬୫ କିଲୋମିଟର ଏବଂ ଏହା ୭୭୦୦ ବର୍ଗ କିଲୋମିଟର ଅଞ୍ଚଳରେ ପ୍ରବାହିତ ହେଉଛି ।
 
== ଆଧାର ==