"ଖେଚେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{Odia cuisine}}" ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
{{Infobox Prepared Food
| name = ଖେଚେଡ଼ି
| image = [File:Khechedi Odia recipe.jpg|#file|250px]]
| caption = କାଦୁଆ ଖେଚେଡ଼ି
| alternate_name =
| country = [[ଭାରତୀୟ ଉପମହାଦେଶ]]
| region = [[ଓଡ଼ିଶା]], [[ବିହାର]], [[ଝାଡ଼ଖଣ୍ଡ]], [[ପଶ୍ଚିମ ବଙ୍ଗଳା]], [[ପଞ୍ଜାବ]]
| creator =
| course =
| served =
| main_ingredient = ଚାଉଳ, ଡାଲି, ମସଲା
| variations =
| calories =
| other =
}}
 
'''ଖେଚେଡ଼ି''' ଏକ ପାରମ୍ପାରିକ [[ଓଡ଼ିଆ ଖାଦ୍ୟ]], ତେବେ ଭାରତର ବାକି ଜାଗାରେ ମଧ୍ୟ ଏହା ଖିଆଯାଇଥାଏ । ତିଆରି କରିବାର ପ୍ରଣାଳୀ ଅଲଗା ଅଲଗା ଜାଗାରେ ଅଲଗା ପ୍ରକାର ହୋଇଥାଏ ଓ ନାଆଁ ମଧ୍ୟ ଅଲଗା ହୋଇଥାଏ । [[ଓଡ଼ିଶା]]ରେ ତିଆରି ଖେଚେଡ଼ି ଶୁଖିଲା ହୋଇଥାଏ ଓ ଏଥିରେ [[ଚିନି]]ର ବ୍ୟବହାର ହୋଇଥାଏ ।
 
==ଉପାଦାନ==
*[[ଚାଉଳ]]
*[[ପରିବା]]
*[[ଡାଲି]]
*[[ଚିନି]]
*[[ମସଲା]]
 
==ପ୍ରକାର==
*ପଞ୍ଚୁବର୍ଣ ଖେଚେଡ଼ି
: ନାନା ପ୍ରକାରର ପରିବାକୁ ଡାଲି ଓ ଚାଉଳ ସହ ମିଶାଇ ଏହା ତିଆରି କରାଯାଏ । ଏହା ଶୁଖିଲା ହୋଇଥାଏ । ପଞ୍ଚୁବର୍ଣ ଖେଚେଡ଼ି ପର୍ବ ପର୍ବାଣୀରେ ତିଆରି କରାଯାଇଥାଏ ।
*କାଦୁଆ ଖେଚେଡ଼ି
:ଏହା ସାଧାରଣତଃ ବହଳିଆ ହୋଇଥାଏ ।
 
==ପ୍ରଣାଳୀ==
ପରିବା (ବିନ, ଗାଜର, ବିଟ ଆଦି)କୁ ଧୋଇ ତେଲ/ଘିଅରେ ଭାଜି ଦିଆୟାଏ । ଚାଉଳକୁ ଧୋଇ ଘିଅ/ତେଲରେ ଭାଜି ପରିବା, ଘିଅରେ ମସଲା ଭାଜି ଡାଲି ସହ ମିଶାଇ ପାଣି ଦେଇ ସିଝାଇ ଦିଆଯାଏ ।
 
==ପରଷା==
ପଞ୍ଚୁବର୍ଣ ଖେଚେଡ଼ିକୁ [[ଘୁଗୁନି]], [[ଆଳୁଦମ]] ଓ ବାକି ଅନେକ ତରକାରି ସହ ପରଷାଯାଇପାରେ ।
 
{{Odia cuisine}}
[[ଓଡ଼ିଆ ରାନ୍ଧଣା]]
[[ଓଡ଼ିଆ ଖାଦ୍ୟ]]
 
[[en:Khichdi]]
[[bn:খিচুড়ি]]
[[bg:Кичри]]
[[es:Khichdi]]
[[gu:ખીચડી]]
[[hi:खिचड़ी]]
[[lt:Khičdi]]
[[ru:Кичари]]
"https://or.wikipedia.org/wiki/ଖେଚେଡ଼ି"ରୁ ଅଣାଯାଇଅଛି