"ହାଡ଼ୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧୯ କ ଧାଡ଼ି:
}}
 
'''ହାଡ଼ୁ''' ଜଣେ ଓଡ଼ିଆ ଅଭିନେତା, ଯିଏକି ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ ଓ ମଞ୍ଚ ନାଟକରେ ଅଭିନୟ କରନ୍ତି । ସେ ମୁଖ୍ୟତଃ ହାସ୍ୟ କଳାକାର ଭାବରେ ଓଡ଼ିଶାରେ ଜଣାଶୁଣା । ତାଙ୍କର ପ୍ରକୃତ ନାମ ହେଉଛି '''ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ''' ।<ref>{{cite news |title=Remembering Odia comedians on World Laughter Day, who tickled our funny bones! {{!}} Sambad English |url=https://sambadenglish.com/remembering-odia-comedians-on-world-laughter-day-who-tickled-our-funny-bones/ |accessdate=21 September 2020 |work=Sambad English |publisher=sambadenglish.com |date=10 January 2018 |archiveurl=http://web.archive.org/web/20200921180242/https://sambadenglish.com/remembering-odia-comedians-on-world-laughter-day-who-tickled-our-funny-bones/ |archivedate=21 September 2020 |location=Bhubaneswar |language=English |url-status=live}}</ref> ସେ ୧୯୯୫ ମସିହାରେ ତୁ ମୋରି ପାଇଁ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ଏହାପରେ ସେ ଅନେକ ଓଡ଼ିଆ କଥାଚିତ୍ର, ଧାରାବାହିକ ଏବଂ ମଞ୍ଚ ଆଦିରେ ଅଭିନୟ କରିଛନ୍ତି ।
 
== ଅଭିନୟ ଜୀବନ ==
ହାଡ଼ୁ ମୁଖ୍ୟତଃ ତାଙ୍କ ବଡ଼ ପେଟ ଓ ନିଶ ରଖିବାର ଶୈଳୀ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ।<ref>{{cite news |last1=Upasana |first1=Adyaa |title=11 Famous Odia Comedians Who Have Been Our All Time Favourites! |url=https://www.mycitylinks.in/11-famous-odia-comedians-who-have-been-our-all-time-favourites |accessdate=21 September 2020 |work=Mycitylinks |date=22 November 2016 |archiveurl=http://web.archive.org/web/20200921180342/https://www.mycitylinks.in/11-famous-odia-comedians-who-have-been-our-all-time-favourites |archivedate=21 September 2020 |location=Bhubaneswar |language=English |url-status=live}}</ref>
 
ସେ ୧୯୯୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ହେଉଛି ମୋ ମନ ଖାଲି ତୋରି ପାଇଁ । ଗୌରୀ ଶଙ୍କର ଦାସଙ୍କ ନିର୍ଦ୍ଦେଶିତ ଏହି କଥାଚିତ୍ରଟିରେ ସେ ହାଡ଼ୁ ମାମୁଁ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ଅନେକ କଥାଚିତ୍ର
"https://or.wikipedia.org/wiki/ହାଡ଼ୁ"ରୁ ଅଣାଯାଇଅଛି