"ହାଡ଼ୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଆଧାର ଯୋଡ଼ାଗଲା
୧୯ କ ଧାଡ଼ି:
}}
 
'''ହାଡ଼ୁ''' ଜଣେ ଓଡ଼ିଆ ଅଭିନେତା, ଯିଏକି ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ ଓ ମଞ୍ଚ ନାଟକରେ ଅଭିନୟ କରନ୍ତି । ସେ ମୁଖ୍ୟତଃ ହାସ୍ୟ କଳାକାର ଭାବରେ ଓଡ଼ିଶାରେ ଜଣାଶୁଣା । ତାଙ୍କର ପ୍ରକୃତ ନାମ ହେଉଛି '''ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ''' ।<ref>{{cite news |title=Remembering Odia comedians on World Laughter Day, who tickled our funny bones! {{!}} Sambad English |url=https://sambadenglish.com/remembering-odia-comedians-on-world-laughter-day-who-tickled-our-funny-bones/ |accessdate=21 September 2020 |work=Sambad English |publisher=sambadenglish.com |date=10 January 2018 |archiveurl=http://web.archive.org/web/20200921180242/https://sambadenglish.com/remembering-odia-comedians-on-world-laughter-day-who-tickled-our-funny-bones/ |archivedate=21 September 2020 |location=Bhubaneswar |language=English}}</ref> ସେ ୧୯୯୫ ମସିହାରେ ତୁ ମୋରି ପାଇଁ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ଏହାପରେ ସେ ଅନେକ ଓଡ଼ିଆ କଥାଚିତ୍ର, ଧାରାବାହିକ ଏବଂ ମଞ୍ଚ ଆଦିରେ ଅଭିନୟ କରିଛନ୍ତି ।
 
== ଅଭିନୟ ଜୀବନ ==
"https://or.wikipedia.org/wiki/ହାଡ଼ୁ"ରୁ ଅଣାଯାଇଅଛି