"ହାଡ଼ୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ଅଧିକ ତଥ୍ୟ ଯୋଡ଼ାଗଲା
ଟିକେNo edit summary
ଟିକେ (ଅଧିକ ତଥ୍ୟ ଯୋଡ଼ାଗଲା)
}}
 
'''ହାଡ଼ୁ''' ଜଣେ ଓଡ଼ିଆ ଅଭିନେତା, ଯିଏକି ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ ଓ ମଞ୍ଚ ନାଟକରେ ଅଭିନୟ କରନ୍ତି । ସେ ମୁଖ୍ୟତଃ ହାସ୍ୟ କଳାକାର ଭାବରେ ଓଡ଼ିଶାରେ ଜଣାଶୁଣା । ତାଙ୍କର ପ୍ରକୃତ ନାମ ହେଉଛି '''ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ''' । ସେ ୧୯୯୫ ମସିହାରେ ତୁ ମୋରି ପାଇଁ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ଏହାପରେ ସେ ଅନେକ ଓଡ଼ିଆ କଥାଚିତ୍ର, ଧାରାବାହିକ ଏବଂ ମଞ୍ଚ ଆଦିରେ ଅଭିନୟ କରିଛନ୍ତି
 
== ଅଭିନୟ ଜୀବନ ==
 
=== ଅଭିନୀତ କଥାଚିତ୍ର ===
 
=== ଅଭିନୀତ ଧାରାବାହିକ ===
 
== ଆଧାର ==
୩୯,୪୮୬

ଗୋଟି ସମ୍ପାଦନା