"ସାଳନ୍ଦୀ ନଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଉଇକିଲିଙ୍କ ଯୋଡ଼ାଗଲା
ଟିକେNo edit summary
୯୪ କ ଧାଡ଼ି:
}}
 
'''ସାଳନ୍ଦୀ ନଦୀ''' ଉତ୍ତର ଓଡ଼ିଶାର ଏକ ନଦୀ । ଏହା [[ମୟୂରଭଞ୍ଜ ଜିଲ୍ଲା]]ରୁ ବାହାରି [[କେନ୍ଦୁଝର ଜିଲ୍ଲା|କେନ୍ଦୁଝର]], [[ଭଦ୍ରକ ଜିଲ୍ଲା]] ଦେଇ [[ବଙ୍ଗୋପସାଗର]]<nowiki/>ରେ ପଡ଼ିଛି । ଏହି ନଦୀ କୂଳରେ ଭଦ୍ରକ ସହର ଅବସ୍ଥିତ ।<ref>{{cite web |title=Bhadrak Wildlife Division :: Odisha Wildlife Organisation |url=https://www.wildlife.odisha.gov.in/WebPortal/WL_Bhadrak.aspx |website=www.wildlife.odisha.gov.in |publisher=Odisha Wildfile Organizatin |accessdate=21 September 2020}}</ref> ସାଳନ୍ଦୀ ନଦୀ ଉପରେ ନିର୍ମାଣ କରାଯାଇଥିବା ଡ୍ୟାମ୍‌କୁ ସାଳନ୍ଦୀ ଡ୍ୟାମ୍ ବା ହଦଗଡ଼ ଡ୍ୟାମ୍ ବୋଲି କୁହାଯାଏ । ସାଳନ୍ଦୀ ନଦୀରେ ଅଧିକ କୁମ୍ଭୀର ବାସ କରନ୍ତି ।<ref>{{cite web |title=Hadgarh PA :: Odisha Wildlife Organisation |url=https://www.wildlife.odisha.gov.in/WebPortal/PA_Hadgarh.aspx |website=www.wildlife.odisha.gov.in |publisher=Odisha Wildfile Organizatin |accessdate=21 September 2020}}</ref>
 
== ଉତ୍ପତ୍ତି ==
ସାଳନ୍ଦୀ ନଦୀ ମୟୂରଭଞ୍ଜ ଜିଲ୍ଲାର [[ମେଘସନୀ ପର୍ବତ]]<nowiki/>ରୁ ଉତ୍ପତ୍ତିଲାଭ କରିଛି । ଏକ କମ୍ବଦନ୍ତୀ ଅନୁସାରେ ଦେବୀଙ୍କ କୃପାରୁ ଏହି ପର୍ବତରୁ ଝରୁଥିବା କ୍ଷୀର ମୟୂରଭଞ୍ଜର ଶାଳବଣ ଦେଇ ପ୍ରବାହିତ ହୋଇଥିଲା, ଯାହା ଫଳରେ ଏହାର ନାମକରଣ ସାଳନ୍ଦୀ ହୋଇଥିଲା ।<ref name=":0ସାଳନ୍ଦୀ">{{cite journal |title=Bhadrakali : A Complete Study |journal=Orissa Review |date=1 September 2009 |page=128 |url=http://magazines.odisha.gov.in/Orissareview/2009/September/engpdf/126-131.pdf |accessdate=21 September 2020}}</ref>
 
== କିମ୍ବଦନ୍ତୀ ==
ଭଦ୍ରକର [[ଆହାରପଦା]]<nowiki/>ସ୍ଥିତ [[ଭଦ୍ରକାଳୀ ମନ୍ଦିର]] ଉପରେ ଯେତେବେଳେ ମୁସଲମାନ ଶାସକଙ୍କ ଦ୍ୱାରା ଆକ୍ରମଣ କରାଯାଇ ନଷ୍ଟ କରିଦିଆଯାଇଥିଲା, ସେତେବେଳେ ମାଆ [[ଭଦ୍ରକାଳୀ]] ସାଳନ୍ଦୀ ନଦୀରେ ଅବସ୍ଥାନ କରିଥିଲେ । ମା' ଭଦ୍ରକାଳୀ ବାସ କରୁଥିବା ଏହି ସ୍ଥାନଟି [[ଭଦ୍ରକାଳୀ ଗଣ୍ଡ]] ଭାବରେ ଖ୍ୟାତ ।<ref name=":0ସାଳନ୍ଦୀ" />
 
==ଆଧାର==