"ସାଳନ୍ଦୀ ନଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୯୭ କ ଧାଡ଼ି:
 
== ଉତ୍ପତ୍ତି ==
ସାଳନ୍ଦୀ ନଦୀ ମୟୂରଭଞ୍ଜ ଜିଲ୍ଲାର [[ମେଘସନୀ ପର୍ବତ]]<nowiki/>ରୁ ଉତ୍ପତ୍ତିଲାଭ କରିଛି । ଏକ କମ୍ବଦନ୍ତୀ ଅନୁସାରେ ଦେବୀଙ୍କ କୃପାରୁ ଏହି ପର୍ବତରୁ ଝରୁଥିବା କ୍ଷୀର ମୟୂରଭଞ୍ଜର ଶାଳବଣ ଦେଇ ପ୍ରବାହିତ ହୋଇଥିଲା, ଯାହା ଫଳରେ ଏହାର ନାମକରଣ ସାଳନ୍ଦୀ ହୋଇଥିଲା ।<ref name=":0">{{cite journal |title=Bhadrakali : A Complete Study |journal=Orissa Review |date=1 September 2009 |page=128 |url=http://magazines.odisha.gov.in/Orissareview/2009/September/engpdf/126-131.pdf |accessdate=21 September 2020}}</ref>
 
== କିମ୍ବଦନ୍ତୀ ==
ଭଦ୍ରକର ଅହାରପଦାସ୍ଥିତ ଭଦ୍ରକାଳୀ ମନ୍ଦିର ଉପରେ ଯେତେବେଳେ ମୁସଲମାନ ଶାସକଙ୍କ ଦ୍ୱାରା ଆକ୍ରମଣ କରାଯାଇ ନଷ୍ଟ କରିଦିଆଯାଇଥିଲା, ସେତେବେଳେ ମାଆ ଭଦ୍ରକାଳୀ ସାଳନ୍ଦୀ ନଦୀରେ ଅବସ୍ଥାନ କରିଥିଲେ । ମା' ଭଦ୍ରକାଳୀ ବାସ କରୁଥିବା ଏହି ସ୍ଥାନଟି [[ଭଦ୍ରକାଳୀ ଗଣ୍ଡ]] ଭାବରେ ଖ୍ୟାତ ।<ref name=":0" />
 
==ଆଧାର==