"ସାଳନ୍ଦୀ ନଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେNo edit summary
୯୪ କ ଧାଡ଼ି:
}}
 
ସାଳନ୍ଦୀ ଉତ୍ତର ଓଡ଼ିଶାର ଏକ ନଦୀ । ଏହା [[ମୟୂରଭଞ୍ଜ ଜିଲ୍ଲା]]ରୁ ବାହାରି [[କେନ୍ଦୁଝର ଜିଲ୍ଲା|କେନ୍ଦୁଝର]], [[ଭଦ୍ରକ ଜିଲ୍ଲା]] ଦେଇ [[ବଙ୍ଗୋପସାଗର]]<nowiki/>ରେ ପଡ଼ିଛି । ଏହି ନଦୀ କୂଳରେ ଭଦ୍ରକ ସହର ଅବସ୍ଥିତ । ସାଳନ୍ଦୀ ନଦୀ ଉପରେ ନିର୍ମାଣ କରାଯାଇଥିବା ଡ୍ୟାମ୍‌କୁ ସାଳନ୍ଦୀ ଡ୍ୟାମ୍ ବା ହଦଗଡ଼ ଡ୍ୟାମ୍ ବୋଲି କୁହାଯାଏ । ସାଳନ୍ଦୀ ନଦୀରେ ଅଧିକ କୁମ୍ଭୀର ବାସ କରନ୍ତି ।<ref>{{cite web |title=Hadgarh PA :: Odisha Wildlife Organisation |url=https://www.wildlife.odisha.gov.in/WebPortal/PA_Hadgarh.aspx |website=www.wildlife.odisha.gov.in |publisher=Odisha Wildfile Organizatin |accessdate=21 September 2020}}</ref>
 
==ଆଧାର==
{{ଆଧାର}}