"କ୍ଷୀରଚୋରା ଗୋପୀନାଥ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୪୪ କ ଧାଡ଼ି:
'''କ୍ଷୀରଚୋରା ଗୋପୀନାଥ ମନ୍ଦିର''' ରେମୁଣା ରେ ଅବସ୍ଥିତ । ଏହା [[ବାଲେଶ୍ଵର]]ଠାରୁ ୯ କିମି ପୂର୍ବରେ ହାଉଡ଼ା ଓ [[ଭୁବନେଶ୍ଵର]] ମଝିରେ ପଡ଼େ । [[ରେମୁଣା]] ନାଆଁଟି ରମଣୀୟ ଶବ୍ଦରୁ ଆସିଛି ଜାହାର ଅର୍ଥ ସୁନ୍ଦର । କ୍ଷୀରଚୋରା ଗୋପୀନାଥ ମନ୍ଦିର ଓଡ଼ିଶାର ହିନ୍ଦୁ ମନ୍ଦିର ମାନଙ୍କ ଭିତରେ ଏକ ଜଣାଶୁଣା ଏବଂ ପ୍ରସିଦ୍ଧ ଆନ୍ତର୍ଜାତୀୟ ମନ୍ଦିର । ଏହା ଗଙ୍ଗବଂଶର ରାଜା ଲାଙ୍ଗୁଳା ନରସିଂହଦେବଙ୍କ ଦ୍ଵାରା ତିଆରି କରାଯାଇଥିଲା ଯେକି ପ୍ରସିଦ୍ଧ [[କୋଣାର୍କ ମନ୍ଦିର]] ନିର୍ମାଣ କରିଥିଲେ । ବୃନ୍ଦାବନର ତିନି ଠାକୁର ଶ୍ରୀ ମଦନମୋହନ(ସମ୍ବନ୍ଧ ତତ୍ତ୍ଵ),ଶ୍ରୀ ଗୋବିନ୍ଦ(ଅବିଧେୟ ତତ୍ତ୍ଵ),ଶ୍ରୀ ଗୋପୀନାଥ(ପ୍ରୟୋଜନ ତତ୍ତ୍ଵ)ଭଳି ଏଠାରେ ଏହି ତିନି ଠାକୁର ବିରାଜିତ ହୋଇଥିବାରୁ ଏହାକୁ ପୂର୍ବ ଭାରତର ଗୁପ୍ତ ବୃନ୍ଦାବନ ଧାମ ମଧ୍ୟ କୁହାଯାଏ ରେମୁଣାର ଗଛଲତା ଭରା ଏକ ଶୀତଳ ପରିବେଶ ଭିତରେ ଗୋପୀନାଥ ପୂଜା ପାଇଥାନ୍ତି । ଏହି ମନ୍ଦିରକୁ ଅନେକ ଭକ୍ତଙ୍କ ସୁଅ ଛୁଟିଥାଏ ବର୍ଷ ସାରା ।
 
== '''କିମ୍ବଦନ୍ତି କହେ''' ==
କୁହାଯାଏ ଥରେ ଜଣେ ଭକ୍ତ ମାଧବେନ୍ଦ୍ର ପୁରୀ, ବୃନ୍ଦାବନର ତାଙ୍କର ସେବିତ ଠାକୁର ଶ୍ରୀ ଗୋପାଳଙ୍କ ପାଇଁ ଜଗନ୍ନାଥ ପୁରୀରୁ ମଲୟ ଚନ୍ଦନ ନେବା ଉଦେଶ୍ୟରେ ବୃନ୍ଦାବନରୁ ଚାଲି ଚାଲି ଆସି ରେମୁଣା ଗୋପୀନାଥ ମନ୍ଦିରରେ ବିଶ୍ରାମ କରିଥିଲେ । ଗୋପୀନାଥଙ୍କ ଠାରେ ଲାଗିଥିବା କ୍ଷୀରଭୋଗ(ଅମୃତକେଳି)କୁ ଦେଖି ଭୋଗ ପାଇବାର ଇଚ୍ଛା ହୋଇଥିଲା । କିନ୍ତୁ ସେ ଅଯାଚିତ ହୋଇଥିବାରୁ ମନର ଇଚ୍ଛା ପ୍ରକାଶ କଲେ ନହିଁ । ଶ୍ରୀ ଗୋପୀନାଥ ଭକ୍ତର ମନକଥା ଜାଣିପାରି ବାରଟି କ୍ଷୀରଭୋଗ ମଧ୍ୟରୁ ଗୋଟିଏ କ୍ଷୀରଭୋଗ ତାଙ୍କ ପିନ୍ଧିଥିବା ଧୋତିତଳେ ଲୁଚାଇ ରାଖୀ ପୂଜକ କୁ ଅର୍ଦ୍ଧରାତ୍ରିରେ ଉଠାଇ ଭକ୍ତ ମାଧବେନ୍ଦ୍ରଙ୍କୁ କ୍ଷୀରଭୋଗ ଦେଇଆସିବା ପାଇଁ ନିର୍ଦେଶ ଦେଲେ । ପୂଜକ ଉଠି ସ୍ନାନକରି ସତକୁ ସତ ଦେଖିଲେ ଗୋପୀନାଥଙ୍କ ଧୋତିତଳେ କ୍ଷୀରଭୋଗଟିଏ ଅଛି । ସେ ତୁରନ୍ତ ନେଇ ଅନତି ଦୂରରେ ବସି କୀର୍ତନ [[କରୁଥିବା ମାଧବେନ୍ଦ୍ରଙ୍କୁ ଦେଇଥିଲେ । ମାଧବେନ୍ଦ୍ର ପୁରୀ]]ର ରଥଯାତ୍ରାସେଇ ଦେଖିବାକୁକ୍ଷୀରଭୋଗ ଆସିବାପାଇ ବେଳେଆନନ୍ଦରେ ବାଟନୃତ୍ୟ ଚାଲିଚାଲିକରି ଥକିମୁର୍ଚ୍ଛିତ ଯାଇଥିଲେହୋଇପଡିଲେ, ପୁଣି ବାଟରେଉଠି କିଛିନିଜକୁ ଧିକାର ପାଇବାରୁକଲେକି ଗଛପ୍ରଭୁ ମୂଳରେଗୋପୀନାଥ ଶୋଇତାଙ୍କ ପଡ଼ିଥିଲେପାଇଁ ଖାଲିପେଟରେରାତ୍ରି ଅନିଦ୍ରା ରହି ଏତେ କଷ୍ଟ କାଲେଏହିତତ୍ପରେ ସମୟରେସେ ଗୋପୀନାଥପ୍ରତିଷ୍ଠା ନିଜଭୟରେ ପିନ୍ଧାସକାଳ କାନିରେହେବା ତାଙ୍କପୂର୍ବରୁ ପାଇଁରେମୁଣା କ୍ଷୀରଠେକିଏଛାଡି ଲୁଚାଇପୁରୀ ରଖିଥିଲେଅଭିମୁଖେ ଆଉପଳାଯନ ଉପାସିଆକଲେ। ଭକ୍ତସେହିଦିନଠାରୁ ପାଇଁଶ୍ରୀ ନେଇଗୋପୀନାଥ ଯାଇଥିଲେ,କ୍ଷୀରଚୋରା ଭକ୍ତକୁଗୋପୀନାଥ ସେବକନାମରେ ବେଷରେପ୍ରସିଦ୍ଧ ଯାଇହେଲେ କହିଲେ କ୍ଷୀରଭକ୍ତ ପିଇମାଧବେନ୍ଦ୍ର ଦେବାକୁ,ପୁରୀରୁ ଏତେମଲୟ ରାତିରେଚନ୍ଦନ ଆଣି ରେମୁଣା ଦେଇ ଫେରିବା ବାଟରେ ଏଠାକାର ଭକ୍ତ ରାଘବେନ୍ଦ୍ରମାନେ ପଚାରନ୍ତେଏଠାରେ କିଏରହିବା ପାଇଁ ଅନୁରୋଧ କଲେ । ସେ ବୋଲିଏଠାରେ ପ୍ରଭୁରହଣି ଗୋପୀନାଥସମୟରେ ତାଙ୍କ ବୃନ୍ଦାବନର ଠାକୁର ଶ୍ରୀ ଗୋପାଳ ଉତ୍ତରନିର୍ଦେଶ ଦେଲେ ସେଯେ ଠାକୁରଙ୍କ"ମୁଁ ସେବକଯିଏ ଆଉରେମୁଣାର ଖୋଦଗୋପୀନାଥ ଠାକୁରସିଏ ତାଙ୍କୁ ପଠାଇଛନ୍ତିତୁମେ କ୍ଷୀରଗୋପୀନାଥଙ୍କ ଦେଇଶ୍ରୀଅଙ୍ଗରେ ମାଲୟ ଚନ୍ଦନ ଲେପନ କରିଦେଲେ ମୁଁ ପାଇଯିବି"ଫେରିବାସେହିଦିନଠାରୁ ବାଟରେଅକ୍ଷୟ ପ୍ରଭୁତୃତୀୟା ଗୋପୀନାଥ ହାବୁଡ଼ିଚନ୍ଦନ ପଡ଼ିଲେପୂର୍ଣମୀରେ ସୋଇଥିବାଗୋପୀନାଥଙ୍କ ବ୍ରାହ୍ମଣକୁ,ସର୍ବାଙ୍ଗ କଥାଚନ୍ଦନ ପ୍ରଘଟବେଶ ହେଲାହୁଏ ଚାରିଆଡ଼େ ଆଉଏବଂ ସେଇଅକ୍ଷୟ ଦିନତୃତୀୟା ଠାରୁ ନାଆଁ୪୫ ରହିଲାଦିନଧରି କ୍ଷୀରଚୋରାଭକ୍ତଶ୍ରେଷ୍ଠ ଗୋପୀନାଥମାଧବେନ୍ଦ୍ର ପୁରୀ ଗୋସ୍ଵାମୀଙ୍କ ସ୍ମୃତି ଉଦେଶ୍ୟରେ ଚନ୍ଦନ ଲାଗି ହୁଏ । ତାଙ୍କୁ ଏହିଠାରେ ସ୍ଥୂଳ ସମାଧି ଦିଆଯାଇଛି ଓ ଏବେ ସେଠାରେ ତାଙ୍କର ସମାଧି ମନ୍ଦିର ମଧ୍ୟ ଅଛି
 
 
== '''ବିଗ୍ରହ''' ==
ଭଗବାନ ଗୋପୀନାଥଙ୍କ ଡାହାଣରେ ମଦନମୋହନ ଓ ବାମରେ ଗୋବିନ୍ଦ ଅଛନ୍ତି । ମଦନମୋହନ କୁହାଜାଏଓ ଗୋବିନ୍ଦଙ୍କୁ ଶ୍ରୀ ରାମରସିକାନନ୍ଦ ନିଜପ୍ରଭୁ ଧନୁରେ୩୫୦ ଗୋପୀନାଥବର୍ଷ ବିଗ୍ରହଟିତଳେ ତାଙ୍କର ଚିତ୍ରକୁଟରେଶିଷ୍ୟ ଗଢ଼ିଥିଲେତିହିଡି ସାମନ୍ତ ପ୍ରଥମେରାଜାଙ୍କ ସୀତାଦ୍ଵାରା ପୂଜାପ୍ରତିଷ୍ଠା କରୁଥିଲେ,କରାଇଥିଲେ ପରେ ବ୍ରହ୍ମାତା ପୂଜାପୂର୍ବରୁ କରୁଥିଲେକେବଳ ଶ୍ରୀ ଗୋପୀନାଥ ଥିଲେଗୋବିନ୍ଦଶ୍ରୀ ଆଉଗୋପୀନାଥ ମଦନମୋହନଙ୍କୁସ୍ଵୟଂଭୂ ୧୯୩୮ବିଗ୍ରହ ରେଅଟନ୍ତି, ବୃନ୍ଦାବନରୁଯାହାଙ୍କୁ ଅଣାଜାଇଥିଲାଲାଙ୍ଗୁଳା ନରସିଂହଦେବ ତୀର୍ଥଯାତ୍ରା ଯାଇଥିବା
ସମୟରେ ସ୍ଵପ୍ନାଦେଶ ପାଇ ଚିତ୍ରକୁଟ ପର୍ବତରୁ ପୁରୀ ନେଇଯାଉଥିବା ବେଳେ ପୁଣି ସ୍ଵପ୍ନାଦେଶ ପାଇ ରେମୁଣାରେ ପ୍ରତିଷ୍ଠା କଲେ । କୁହାଜାଏ ଯେ ଏହି ଗୋପୀନାଥଙ୍କ ମୂର୍ତିଙ୍କୁ ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମଚନ୍ଦ୍ର ସିତା ଦେବୀଙ୍କ ଅନୁରୋଧରେ ନିଜ ଧନୁତୀରରେ ଚିତ୍ରକୁଟରେ ଗଢ଼ିଥିଲେ । ସିତା ଦେବୀଙ୍କ ସ୍ପର୍ଶରେ ଏହି ମୂର୍ତି ଜୀବନ୍ତ ହୋଇଯାଇଥିଲେ, ସେହିଦିନଠାରୁ ବ୍ରହ୍ମା ପୂଜା କରୁଥିଲେ ।
ଏହି ବିରାଟ ସ୍ଵୟଂଭୂ ମୂର୍ତିଙ୍କ ପାଦତଳେ ଚାରି ଶଖାଙ୍କ ସହିତ ଗୋଚାରଣ ଦୃଶ୍ୟ, ତାହାତଳେ ଅଷ୍ଟସଖୀ ସେବାରତ ଥିବାର ଦୃଶ୍ୟ ଅଛି । ତାଙ୍କ ମସ୍ତକରେ ଶେଷଦେବ ଅଛନ୍ତି, ତିନୋଟି ଜମ୍ବୂ ଫଳ ଅଛି, ମସ୍ତକର ଉପରି ଭାଗରେ ବାମ ଓ ଡାହାଣପାର୍ଶ୍ଵରେ ଚାଣୁର ଏବଂ ମୁଷ୍ଟିକ ସହିତ ଯୁଧ୍ୟ କରୁଥିବାର ଦୃଶ୍ୟ ଅଛି । ତାଙ୍କର ନଟବର ବେଶରେ ଛନ୍ଦା ଚରଣରେ ମୁରଲୀ ବଜାଉଥିବାର ମୂର୍ତିଙ୍କୁ ଯେକେହି ଦେଖିବ ସେ ତାର ନୟନ ସହଜରେ ଫେରାଇ ପାରିବ ନହିଁ ।
 
== '''ଭୋଗ''' ==
ଏଠାକାର କ୍ଷୀର ଭୋଗ ଭାରି ସୁଆଦିଆ ଓ ଅମୃତ କେଳି ନାଆଁରେ ଖ୍ୟାତ । କ୍ଷୀର, ଚିନି, ଖୁଆ ଓ ଗୁଜୁରାତି ଅଳେଇଚରେ ତିଆରି କରାଯାଏ କ୍ଷୀର ଭୋଗ । ଏହା ବାଦେ ସବୁଦିନ ଅବଢାଅନ୍ନ ପ୍ରସାଦ ମଧ୍ୟ ମିଳେ ।
 
== '''କିଣାକିଣି''' ==