"କ୍ଷୀରଚୋରା ଗୋପୀନାଥ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୪୫ କ ଧାଡ଼ି:
 
== '''କିମ୍ବଦନ୍ତି କହେ''' ==
କୁହାଯାଏ ଥରେ ଜଣେ ଭକ୍ତ ରାଘବେନ୍ଦ୍ରମାଧବେନ୍ଦ୍ର ପୁରିପୁରୀ, ବୃନ୍ଦାବନର ତାଙ୍କର ସେବିତ ଠାକୁର ଶ୍ରୀ ଗୋପାଳଙ୍କ ପାଇଁ ଜଗନ୍ନାଥ ପୁରୀରୁ ମଲୟ ଚନ୍ଦନ ନେବା ଉଦେଶ୍ୟରେ ବୃନ୍ଦାବନରୁ ଚାଲି ଚାଲି ଆସି ରେମୁଣା ଗୋପୀନାଥ ମନ୍ଦିରରେ ବିଶ୍ରାମ କରିଥିଲେ । ଗୋପୀନାଥଙ୍କ ଠାରେ ଲାଗିଥିବା କ୍ଷୀରଭୋଗ(ଅମୃତକେଳି)କୁ ଦେଖି ଭୋଗ ପାଇବାର ଇଚ୍ଛା ହୋଇଥିଲା । କିନ୍ତୁ ସେ ଅଯାଚିତ ହୋଇଥିବାରୁ ମନର ଇଚ୍ଛା ପ୍ରକାଶ କଲେ ନହିଁ । ଶ୍ରୀ ଗୋପୀନାଥ ଭକ୍ତର ମନକଥା ଜାଣିପାରି ବାରଟି କ୍ଷୀରଭୋଗ ମଧ୍ୟରୁ ଗୋଟିଏ କ୍ଷୀରଭୋଗ ତାଙ୍କ ପିନ୍ଧିଥିବା ଧୋତିତଳେ ଲୁଚାଇ ରାଖୀ ପୂଜକ କୁ ଅର୍ଦ୍ଧରାତ୍ରିରେ ଉଠାଇ ଭକ୍ତ ମାଧବେନ୍ଦ୍ରଙ୍କୁ କ୍ଷୀରଭୋଗ ଦେଇଆସିବା ପାଇଁ ନିର୍ଦେଶ ଦେଲେ । ପୂଜକ ଉଠି ସ୍ନାନକରି ସତକୁ ସତ ଦେଖିଲେ ଗୋପୀନାଥଙ୍କ ଧୋତିତଳେ କ୍ଷୀରଭୋଗଟିଏ ଅଛି । ସେ ତୁରନ୍ତ ନେଇ ଅନତି ଦୂରରେ ବସି କୀର୍ତନ [[ପୁରୀ]]ର ରଥଯାତ୍ରା ଦେଖିବାକୁ ଆସିବା ବେଳେ ବାଟ ଚାଲିଚାଲି ଥକି ଯାଇଥିଲେ । ବାଟରେ କିଛି ନ ପାଇବାରୁ ଗଛ ମୂଳରେ ଶୋଇ ପଡ଼ିଥିଲେ ଖାଲିପେଟରେ । ଏହି ସମୟରେ ଗୋପୀନାଥ ନିଜ ପିନ୍ଧା କାନିରେ ତାଙ୍କ ପାଇଁ କ୍ଷୀରଠେକିଏ ଲୁଚାଇ ରଖିଥିଲେ ଆଉ ଉପାସିଆ ଭକ୍ତ ପାଇଁ ନେଇ ଯାଇଥିଲେ, ଭକ୍ତକୁ ସେବକ ବେଷରେ ଯାଇ କହିଲେ କ୍ଷୀର ପିଇ ଦେବାକୁ, ଏତେ ରାତିରେ ଭକ୍ତ ରାଘବେନ୍ଦ୍ର ପଚାରନ୍ତେ କିଏ ସେ ବୋଲି ପ୍ରଭୁ ଗୋପୀନାଥ ଉତ୍ତର ଦେଲେ ସେ ଠାକୁରଙ୍କ ସେବକ ଆଉ ଖୋଦ ଠାକୁର ତାଙ୍କୁ ପଠାଇଛନ୍ତି କ୍ଷୀର ଦେଇ । ଫେରିବା ବାଟରେ ପ୍ରଭୁ ଗୋପୀନାଥ ହାବୁଡ଼ି ପଡ଼ିଲେ ସୋଇଥିବା ବ୍ରାହ୍ମଣକୁ, କଥା ପ୍ରଘଟ ହେଲା ଚାରିଆଡ଼େ ଆଉ ସେଇ ଦିନ ଠାରୁ ନାଆଁ ରହିଲା କ୍ଷୀରଚୋରା ଗୋପୀନାଥ ।
 
== '''ବିଗ୍ରହ''' ==