"କୁଲଡିହା ବନ୍ୟଜନ୍ତୁ ସଂରକ୍ଷଣାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
Removing Kuladiha_Wildlife_sanctuary_Baleswar1.JPG, it has been deleted from Commons by JGHowes because: per [[:c:Commons:Deletion requests/File:Kuladiha Wildlife sanctuary Baleswar
୨୫ କ ଧାଡ଼ି:
 
ଏହା ପାଖରେ ଥିବା ''ନାତୋ'' ଓ ''ଶୁଖୁଆପାଟ'' ପାହାଡ଼ [[ଶିମିଳିପାଳ ଜାତୀୟ ଉଦ୍ୟାନ]] ସହ ମିଶି ଯାଇଛି । ଏହା [[ଓଡ଼ିଶା]]ର ଏକ ପ୍ରମୁଖ ବନଜନ୍ତୁ ସଂରକ୍ଷାଳୟ । ଏହାର ସମୁଦାୟ ୨୭୨.୭୫ ବର୍ଗ କି.ମି. ଜାଗାରେ ପରିମୀତ ।
[[ଫାଇଲ:Kuladiha Wildlife sanctuary Baleswar1.JPG ଫା|thumb|କୁଲଡିହା ବନ୍ୟଜନ୍ତୁ ସଂରକ୍ଷଣାଳୟର ପ୍ରବେଶ ପଥ]]
== ଗମନାଗମନ ==
ଏହା [[ବାଲେଶ୍ୱର]] ସହର ଠାରୁ ୪୦ କି.ମି. ଦୂର ଓ [[ବାରିପଦା]] ଠାରୁ ୬୧ କି.ମି. ଦୂରରେ ଅବସ୍ଥିତ । ଏଠାରେ ପର୍ଯ୍ୟଟକଙ୍କ ରହିବା ନିମନ୍ତେ ଦୁଇଟି ଡାକବଙ୍ଗଳା ରହିଅଛି ଯାହା [[ଓଡ଼ିଶା ଜଙ୍ଗଲ ବିଭାଗ]]ର ଅନୁମତି ନେଇ ରହିବା ପାଇଁ ବ୍ୟବହାର କରାଯାଇପାରେ । ନିକଟତମ ସହର [[ନୀଳଗିରି]] ୨୦ କି.ମି. ଦୂରରେ ଅବସ୍ଥିତ ଓ ସଡ଼କ ପଥରେ ଏହା ସହ ସଂଯୁକ୍ତ । ନିକଟତମ ରେଳଷ୍ଟେସନ [[ନୀଳଗିରି ରୋଡ଼ ରେଳ ଷ୍ଟେସନ]] (୨୮.୫ କି.ମି.)।