"ହେମନ୍ତ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୩ କ ଧାଡ଼ି:
 
== ବୃତ୍ତିଗତ ଜୀବନ ==
ହେମନ୍ତଙ୍କ ଅଭିନୟ ଜୀବନ ରଙ୍ଗମଞ୍ଚରୁ ଆରମ୍ଭ ହୋଇଥିଲା । ଚଳଚ୍ଚିତ୍ର ଜଗତରେ ପାଦ ଦେବା ଆଗରୁ, ସେ [[ନୂଆ ଦିଲ୍ଲୀ]]ରେ [[ଆକାଶବାଣୀ (ରେଡ଼ିଓ ପ୍ରସାରଣ ସେବା)|ଆକାଶବାଣୀରେ]] ଓଡ଼ିଆ ସମ୍ବାଦ ପଢୁଥିଲେ । ୧୯୫୪ ମସିହାରେ ପ୍ରଥମେ ଗୌର ଘୋଷଙ୍କ [[ଭାଇ ଭାଇ]] ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରି ସେ ପ୍ରାୟ ୪୦ଟି [[ଓଡ଼ିଆ ଭାଷା|ଓଡ଼ିଆ]], [[ହିନ୍ଦୀ ଭାଷା|ହିନ୍ଦୀ]] ଓ ବଙ୍ଗଳା କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୯ରେ ମୁକ୍ତିଲାଭ କରିଥିବା [[ତୁମେ ହିଁ ସାଥୀ ମୋର]] ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା । [[ଅକ୍ଷୟ ମହାନ୍ତି]] ଓ [[ବିଜୟ ମିଶ୍ର]]ଙ୍କ ସହ ମିଶି ''ତ୍ରିମୂର୍ତ୍ତି'' ଛଦ୍ମ ନାମରେ ସେ [[ଯାଯାବର (୧୯୭୫ର ସିନେମା)|ଯାଯାବର]] ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଥିଲେ ।<ref>{{cite news |title=ଆଜି ଜନ୍ମଦିନ |url=https://sambadepaper.com/imageview_170281_2136590_4_71_18-09-2020_18_i_1_sf.html |accessdate=18 September 2020 |issue=ସମ୍ବାଦ ୧୮/୦୯/୨୦୨୦ ପୃଷ୍ଠା ୧୮ |publisher=ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି |archiveurl=https://web.archive.org/web/20200918094022/https://sambadepaper.com/imageview_170281_2136590_4_71_18-09-2020_18_i_1_sf.html |archivedate=18 September 2020|url-status=live}}</ref> [[ଫକିର ମୋହନ ସେନାପତି|ଫକୀର ମୋହନ]]ଙ୍କ ବହୁଚର୍ଚ୍ଚିତ ପେଟେଣ୍ଟ ମେଡ଼ିସିନକୁ ନେଇ ‘ସୁଲୋଚନା’ ନାମରେ କରୁଥିବା ଚଳଚ୍ଚିତ୍ରଟିକୁ ସମ୍ପୁର୍ଣ୍ଣ କରିବା ତାଙ୍କର ଶେଷ ଲକ୍ଷ ଥିଲା କିନ୍ତୁ ଅର୍ଥାଭାବରୁ ସେ ତାହା ସମ୍ପୂର୍ଣ୍ଣ କରି ପାରିନଥିଲେ ।<ref>{{cite web |url= http://articles.timesofindia.indiatimes.com/2010-04-27/bhubaneswar/28114252_1_oriya-banki-film |title=Actor Hemant Das breathes his last - Times Of India |first= |last= |work=indiatimes.com|quote=His last wish was to complete the movie Sulochana' based on Fakir Mohan Senapati's famous story Patent Medicine'. |accessdate=17 December 2012}}</ref>
 
୨୦୧୦ ମସିହା ଅପ୍ରେଲ ୨୭ ତାରିଖରେ ସେ ମୃତ୍ୟୁବରଣ କରିଥିଲେ ।<ref>{{cite web |url= http://movies.ndtv.com/Ndtv-Show-Special-Story.aspx?page=9&ID=107&StoryID=ENTEN20100139724& |title=Oriya film actor Hemanta Das dead |first= |last= |work=movies.ndtv.com |year=2010 |quote=Veteran actor Hemanta Das, popularly known as the Ashok Kumar of Oriya cinema, died Tuesday |accessdate=24 January 2013}}</ref>