"କପିଳା ବାତ୍ସାୟନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ | -> ।
୨୨ କ ଧାଡ଼ି:
 
== ପ୍ରାରମ୍ଭିକ ଜୀବନ ==
ତାଙ୍କ ପିତାଙ୍କ ନାମ ରାମ ଲାଲ ଏବଂ ମାତାଙ୍କ ନାମ ସତ୍ୟବତୀ ମଲିକ ଥିଲା । ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ।<ref name=rajya>{{cite web |title=Members Biodata|url=http://164.100.47.5:8080/members/website/Biodata.asp?no=1992 |publisher=Rajya Sabha |accessdate=8 July 2013}}</ref> ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।<ref name="narthaki">{{Cite web | title = Kapila Vatsyayan – Formative Influences|author=Uttara Asha Coorlawala | url = http://www.narthaki.com/info/intervw/intrvw24.html | publisher =narthaki | date = 12 January 2000 | accessdate = 8 July 2013 }}</ref> ଏହା ପରେ, ସେ ମିଗିଗାନ ବିଶ୍ୱବିଦ୍ୟାଳୟ, ଆନ୍ ଆର୍ବରରୁ ଶିକ୍ଷାର ସ୍ନାତକୋତ୍ତର ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ପିଏଚଡି କରିଥିଲେ । କବି ତଥା କଳା ସମାଲୋଚକ କେଶବ ମଲିକ ତାଙ୍କର ବଡବଡ଼ ଭାଇ ଥିଲେ ଏବଂ ସେ ବିଶିଷ୍ଟ ହିନ୍ଦୀ ଲେଖକ ସଚ୍ଚିଦାନନ୍ଦ ବାତ୍ସାୟନ 'ଅଜ୍ଞେୟ'ଙ୍କୁ (୧୯୧୧–୧୯୮୭) ବିବାହ କରିଥିଲେ । ସେମାନେ ୧୯୫୬ ମସିହାଇରେମସିହାରେ ବିବାହ କରିଥିଲେ ଏବଂ ୧୯୬୯ ମସିହାରେ ଅଲଗା ହୋଇଯାଇଥିଲେ ।
 
== ମୃତ୍ୟୁ ==
କପିଳା ବାତ୍ସାୟନ ୨୦୨୦ ମସିହା ସେପ୍ଟେମ୍ବର ୧୬ ତାରିଖରେ ୯୨ବର୍ଷ୯୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
 
== ବୃତ୍ତିଗତ ଜୀବନ ==
କପିଳା, ''ଦି ସ୍କୋୟାର୍ ଏବଂ ସର୍କଲ୍ ଅଫ୍ ଇଣ୍ଡିଆନ୍ ଆର୍ଟସ (୧୯୯୭)'', ''ଭାରତ: ଦ ନାଟ୍ୟ ଶାସ୍ତ୍ର (୧୯୯୬)'', ଏବଂ ''ମାତ୍ରଲକ୍ଷଣମ (୧୯୮୮)'' ସମେତ ଅନେକ ପୁସ୍ତକର ରଚୟିତା ।<ref name="bouton">Bouton, Marshall & Oldenburg, Philip, Eds. (2003). ''India Briefing: A Transformative Fifty Years'', p. 312. Delhi: Aakar Publications.</ref>
 
୧୯୮୭ ମସିହାରେ, ସେ [[ଦିଲ୍ଲୀ]]<nowiki/>ରେ ଅବସ୍ଥିତ ଭାରତର ପ୍ରମୁଖ କଳା ସଂଗଠନ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ସେଣ୍ଟର ଫର ଆର୍ଟଆର୍ଟର (ଇନ୍ଦିରା କଳାକେନ୍ଦ୍ର) ପ୍ରତିଷ୍ଠାତା ଟ୍ରଷ୍ଟି ତଥା ସଦସ୍ୟ ସଚିବ ଭାବରେ ଅବସ୍ଥାପିତ ହୋଇଥିଲେ ।<ref name="bouton">Bouton, Marshall & Oldenburg, Philip, Eds. (2003). ''India Briefing: A Transformative Fifty Years'', p. 312. Delhi: Aakar Publications.</ref> ଏହା ପରେ, ୧୯୯୩ ମସିହାରେ, ସେ ଏହାର ଏକାଡେମିକ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ ଓ ଏହି ପଦବୀରେ ସେ ୨୦୦୦ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୨୦୦୫ ମସିହାରେ, ସେ ପୁଣି ଏହି ଅନୁଷ୍ଠାନର ଅଧ୍ୟକ୍ଷା ଭାବରେ ନିଯୁକ୍ତି ପାଇଥିଲେ ।<ref name=today>{{Cite web | title = Congress appoints Kapila Vatsyayan as IGNCA chairperson, completes tit-for-tat with NDA | url = http://indiatoday.intoday.in/story/congress-appoints-kapila-vatsyayan-as-ignca-chairperson-completes-tit-for-tat-with-nda/1/192701.html | publisher = India Today | date = 31 October 2005| accessdate = 8 July 2013 }}</ref> ସେ ଶିକ୍ଷା ମନ୍ତ୍ରଣାଳୟରେ ଭାରତ ସରକାରଙ୍କ ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ଓ ଏହି ପଦବୀରେ ଥାଇ ସେ ବହୁ ସଂଖ୍ୟକ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପ୍ରତିଷ୍ଠା କରିବାରେ ସହାୟକ ହୋଇଥିଲେ । ସେ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଏସିଆ ପ୍ରକଳ୍ପର ଅଧ୍ୟକ୍ଷା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
 
୨୦୦୬ ମସିହାରେ କପିଳା [[ରାଜ୍ୟ ସଭା|ରାଜ୍ୟସଭାକୁ]] ମନୋନୀତ ହୋଇଥିଲେ ଓ ସେହି ବର୍ଷ ମାର୍ଚ୍ଚ ମାସରେ ସେଠାରୁ ଇସ୍ତଫା ଦେଇଥିଲେ ।<ref name="rediff06">{{Cite web |title = Vatsyayan resigns from RS | url = http://in.rediff.com/news/2006/mar/24profit7.htm | publisher = Rediff.com India News | date =24 March 2006 | accessdate = 8 July 2013 }}</ref> ୨୦୦୭ ମସିହା ଅପ୍ରେଲ ମାସରେ ସେ ପୁଣି ରାଜ୍ୟସଭାକୁ ମନୋନୀତ ହୋଇ, ଫେବୃଆରୀ ୨୦୧୨ରେ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ।<ref name="hindu07">{{Cite web | title = Swaminathan, Vatsyayan nominated to Rajya Sabha | url = http://www.hindu.com/2007/04/11/stories/2007041107401200.htm | publisher =The Hindu | date = 11 April 2007 | accessdate = 8 July 2013 }}</ref>
୩୬ କ ଧାଡ଼ି:
== ସମ୍ମାନ ଓ ପୁରସ୍କାର ==
* ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ - ୧୯୭୦<ref>{{cite web|url=http://sangeetnatak.gov.in/sna/fellowslist.htm |title=SNA: List of Sangeet Natak Akademi ''Ratna Puraskar'' winners (Akademi Fellows) |publisher=Official website |url-status=dead |archiveurl=https://web.archive.org/web/20160304023617/http://sangeetnatak.gov.in/sna/fellowslist.htm |archivedate= 4 March 2016 }}</ref>
* ଜନ ଡି ରକଫେଲର ତୃତୀୟ ପାଣ୍ଠୀ ଫେଲୋସିପ - ୧୯୭୦ (ଆମେରିକା ଏବଂ ଇଣ୍ଡୋନେସିଆର ସାଂସ୍କୃତିକ ଅନୁଷ୍ଠାନ ଓ ସମସାମୟିକ କଳା ବିକାଶର ସର୍ବେକ୍ଷଣ ପାଇଁ ଏହି ଫେଲୋସିପ ଦିଆଯାଇଥିଲା )
* ଜବାହରଲାଲ ନେହେରୁ ଫେଲୋସିପ - ୧୯୭୫<ref>{{cite web| title = Official list of Jawaharlal Nehru Fellows (1969-present)|work = [[Jawaharlal Nehru Memorial Fund]] | url = http://www.jnmf.in/flist.html }}</ref>
* ଜନ୍ ଡି ରକଫେଲର୍ ତୃତୀୟ ପୁରସ୍କାର - ୧୯୯୨ ( ଆନ୍ତର୍ଜାତୀୟ ବୁଝାମଣା ଓ ଭାରତରେ ନୃତ୍ୟ ଏବଂ କଳା ଇତିହାସର ଅଭ୍ୟାସ ଏବଂ ଅଧ୍ୟୟନରେ ଉଲ୍ଲେଖନୀୟ ଅବଦାନ ଏସୀୟ ସାଂସ୍କୃତିକ ପରିଷଦଦ୍ୱାରା ପ୍ରଦତ୍ତ)<ref>{{cite web|url=http://www.asianculturalcouncil.org/our-grantees/awards|title=ACC: List of John D. Rockefeller 3rd Awardees|publisher=Official website|url-status=dead|archiveurl=https://web.archive.org/web/20140726120810/http://www.asianculturalcouncil.org/our-grantees/awards|archivedate=26 July 2014|df=dmy-all}}</ref>
* ନୃତ୍ୟ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟା ଅବଦାନ ପାଇଁ ସମ୍ମାନ (କଂଗ୍ରେସ ରିସର୍ଚ୍ଚ ଇନ ଡାନ୍ସ ତରଫରୁ ପ୍ରଦତ୍ତ)
* ରାଜୀବ ଗାନ୍ଧୀ ଜାତୀୟ ସଦଭାବନା ସମ୍ମାନ - ୨୦୦୦<ref>{{Cite news|url=http://www.hindu.com/2001/08/21/stories/02210006.htm|title=Secularism under assault, says Sonia|date=21 August 2001|publisher=The Hindu}}</ref>