"କପିଳା ବାତ୍ସାୟନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି
ଟିକେ ସେପ୍ଟେଅମ୍ବର -> ସେପ୍ଟେମ୍ବର
୧୭ କ ଧାଡ଼ି:
}}
 
'''କପିଳା ବାତ୍ସାୟନ''' (୨୫ ଡିସେମ୍ବର ୧୯୨୮ - ୧୬ ସେପ୍ଟେଅମ୍ବରସେପ୍ଟେମ୍ବର ୨୦୨୦) ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, କଳା, ସ୍ଥାପତ୍ୟ ଏବଂ କଳା ଇତିହାସର ଜଣେ ଅଗ୍ରଣୀ ବିଦ୍ୱାନ ଥିଲେ | ସେ ଭାରତରେ ସଂସଦର ସଦସ୍ୟ ତଥା ଅମଲାତନ୍ତ୍ର ଭାବରେ କାର୍ଯ୍ୟ କରିଥିଲେ ଏବଂ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ରର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
 
୧୯୭୦ ମସିହାରେ, କପିଳା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ ଗ୍ରହଣ କରିଥିଲେ । ଏହି ଫେଲୋସିପ ସଙ୍ଗୀତ, ନୃତ୍ୟ ଏବଂ ନାଟକ ପାଇଁ ଭାରତର ଜାତୀୟ ଏକାଡେମୀ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ପ୍ରଦାନ କରାଯାଇଥିବା ସର୍ବୋଚ୍ଚ ସମ୍ମାନ ଅଟେ । ଏହା ପରେ ସେ ୧୯୯୫ ମସିହାରେ ଲଲିତ କଳା ଏକାଡେମୀ ଫେଲୋସିପ ଗ୍ରହଣ କରିଥିଲେ । ୨୦୧୧ ମସିହାରେ, ଭାରତ ସରକାର ତାଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣ ପ୍ରଦାନ କରିଥିଲେ।
୩୦ କ ଧାଡ଼ି:
କପିଳା, ''ଦି ସ୍କୋୟାର୍ ଏବଂ ସର୍କଲ୍ ଅଫ୍ ଇଣ୍ଡିଆନ୍ ଆର୍ଟସ(୧୯୯୭)'', ''ଭାରତ: ଦ ନାଟ୍ୟ ଶାସ୍ତ୍ର(୧୯୯୬)'', ଏବଂ ''ମାତ୍ରଲକ୍ଷଣମ(୧୯୮୮)'' ସମେତ ଅନେକ ପୁସ୍ତକର ରଚୟିତା ।<ref name="bouton">Bouton, Marshall & Oldenburg, Philip, Eds. (2003). ''India Briefing: A Transformative Fifty Years'', p. 312. Delhi: Aakar Publications.</ref>
 
୧୯୮୭ ମସିହାରେ, ସେ [[ଦିଲ୍ଲୀ]]<nowiki/>ରେ ଅବସ୍ଥିତ ଭାରତର ପ୍ରମୁଖ କଳା ସଂଗଠନ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ସେଣ୍ଟର ଫର ଆର୍ଟ (ଇନ୍ଦିରା କଳାକେନ୍ଦ୍ର)ର ପ୍ରତିଷ୍ଠାତା ଟ୍ରଷ୍ଟି ତଥା ସଦସ୍ୟ ସଚିବ ଭାବରେ ଅବସ୍ଥାପିତ ହୋଇଥିଲେ ।<ref name="bouton">Bouton, Marshall & Oldenburg, Philip, Eds. (2003). ''India Briefing: A Transformative Fifty Years'', p. 312. Delhi: Aakar Publications.</ref> ଏହା ପରେ, ୧୯୯୩ ମସିହାରେ, ସେ ଏହାର ଏକାଡେମିକ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ ଓ ଏହି ପଦବୀରେ ସେ ୨୦୦୦ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୨୦୦୫ ମସିହାରେ, ସେ ପୁଣି ଏହି ଅନୁଷ୍ଠାନର ଅଧ୍ୟକ୍ଷା ଭାବରେ ନିଯୁକ୍ତି ପାଇଥିଲେ ।<ref name=today>{{Cite web | title = Congress appoints Kapila Vatsyayan as IGNCA chairperson, completes tit-for-tat with NDA | url = http://indiatoday.intoday.in/story/congress-appoints-kapila-vatsyayan-as-ignca-chairperson-completes-tit-for-tat-with-nda/1/192701.html | publisher = India Today | date = 31 October 2005| accessdate = 8 July 2013 }}</ref> ସେ ଶିକ୍ଷା ମନ୍ତ୍ରଣାଳୟରେ ଭାରତ ସରକାରଙ୍କ ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ଓ ଏହି ପଦବୀରେ ଥାଇ ସେ ବହୁ ସଂଖ୍ୟକ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପ୍ରତିଷ୍ଠା କରିବାରେ ସହାୟକ ହୋଇଥିଲେ । ସେ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଏସିଆ ପ୍ରକଳ୍ପର ଅଧ୍ୟକ୍ଷା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
 
୨୦୦୬ ମସିହାରେ କପିଳା [[ରାଜ୍ୟ ସଭା|ରାଜ୍ୟସଭାକୁ]] ମନୋନୀତ ହୋଇଥିଲେ ଓ ସେହି ବର୍ଷ ମାର୍ଚ୍ଚ ମାସରେ ସେଠାରୁ ଇସ୍ତଫା ଦେଇଥିଲେ ।<ref name="rediff06">{{Cite web |title = Vatsyayan resigns from RS | url = http://in.rediff.com/news/2006/mar/24profit7.htm | publisher = Rediff.com India News | date =24 March 2006 | accessdate = 8 July 2013 }}</ref> ୨୦୦୭ ମସିହା ଅପ୍ରେଲ ମାସରେ ସେ ପୁଣି ରାଜ୍ୟସଭାକୁ ମନୋନୀତ ହୋଇ, ଫେବୃଆରୀ ୨୦୧୨ରେ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ।<ref name="hindu07">{{Cite web | title = Swaminathan, Vatsyayan nominated to Rajya Sabha | url = http://www.hindu.com/2007/04/11/stories/2007041107401200.htm | publisher =The Hindu | date = 11 April 2007 | accessdate = 8 July 2013 }}</ref>