"ଓଡ଼ିଆ ଭାଷା ଆନ୍ଦୋଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
Removing Odisha_Map.jpg, it has been deleted from Commons by Gbawden because: per c:Commons:Deletion requests/File:Odisha Map.jpg.
୧ କ ଧାଡ଼ି:
[[ଫାଇଲ:Kapilendra Dev.jpg|thumb|ଓଡ଼ିଆ ରାଜାର ଶକ୍ତି ଓ ସାମର୍ଥ୍ୟ - ଅର୍ଦ୍ଧେକ ଭାରତର ଶାସକ କପିଳେନ୍ଦ୍ରଦେବ]]
[[ଫାଇଲ:ଉଠରେ ସୁପ୍ତ ଜାତି.jpg|thumb|[[କୋଣାର୍କ ମନ୍ଦିର]]ରେ ଖୋଦିତ ମୁସଲମାନମାନଙ୍କ ବିରୁଦ୍ଧରେ ଲଢୁଥିବା ଓଡ଼ିଆ ନାରୀ ।]]
[[ଫାଇଲ:Odisha Map.jpgଫା|thumb|ମୋଗଲକାଳୀନ ଓଡ଼ିଶା ।]]
[[ଓଡ଼ିଶା]]ରେ ବିଭିନ୍ନ ସମୟରେ [[ଓଡ଼ିଆ ଭାଷା]] ପାଇଁ ହୋଇଥିବା ଆନ୍ଦୋଳନ ସାମୁହିକ ଭାବେ ଓଡ଼ିଆ ଭାଷା ଆନ୍ଦୋଳନ ଭାବେ ଜଣା । ଆଧୁନିକ ଇତିହାସରେ ଏହା ପ୍ରଥମେ ୧୮୬୬ [[ବ୍ରିଟିଶ ଶାସନ]] କାଳରେ ଆରମ୍ଭ ହୋଇ ୧୯୦୩ ମସିହାରେ ବିଶାଳ ଆନ୍ଦୋଳନର ରୂପ ନେଇଥିଲା ଯାହାର ପରିଣତି ସ୍ୱରୂପ ୧୯୩୬ ମସିହାରେ ଭାଷା ଭିତ୍ତିରେ ଭାରତର ପ୍ରଥମ ରାଜ୍ୟ<ref name="Kalia1994">{{cite book|author=Ravi Kalia|title=Bhubaneswar: From a Temple Town to a Capital City|url=http://books.google.com/books?id=F2YSPiKbmHkC&pg=PA45|year=1994|publisher=SIU Press|isbn=978-0-8093-1876-6|pages=45–}}</ref> ଭାବେ ଓଡ଼ିଶା ଗଠିତ ହୋଇଥିଲା ।<ref name="Devi1992">{{cite book|author=Bandita Devi|title=Some Aspects of British Administration in Orissa, 1912-1936|url=http://books.google.com/books?id=lBQQHizn788C&pg=PA214|date=1 January 1992|publisher=Academic Foundation|isbn=978-81-7188-072-0|pages=214–}}</ref><ref name="Mohanty1982">{{cite book|author=Nivedita Mohanty|title=Oriya Nationalism: Quest for a United Orissa, 1866-1936|url=http://books.google.com/books?id=6XNCAAAAYAAJ|year=1982|publisher=Manohar}}</ref><ref name="Panda1984">{{cite book|author=Prakash Chandra Panda|title=British administration in Orissa, 1912-1936|url=http://books.google.com/books?id=SZQeAAAAMAAJ|date=1 January 1984|publisher=Inter-India Publications}}</ref>