"ଆଲୋଚନା:ଇଟର୍ବିଅମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
No edit summary
 
୧ କ ଧାଡ଼ି:
[https://hi.wikipedia.org/wiki/%E0%A4%87%E0%A4%9F%E0%A4%B0%E0%A4%AC%E0%A4%BF%E0%A4%AF%E0%A4%AE ହିନ୍ଦୀ], [https://bn.wikipedia.org/wiki/%E0%A6%87%E0%A6%9F%E0%A6%BE%E0%A6%B0%E0%A6%AC%E0%A6%BF%E0%A6%AF%E0%A6%BC%E0%A6%BE%E0%A6%AE ବଙ୍ଗାଳୀ], [https://kn.wikipedia.org/wiki/%E0%B2%87%E0%B2%9F%E0%B3%8D%E0%B2%9F%E0%B3%86%E0%B2%B0%E0%B3%8D%E0%B2%AC%E0%B2%BF%E0%B2%AF%E0%B2%AE%E0%B3%8D କନ୍ନଡ], [https://gu.wikipedia.org/wiki/%E0%AA%88%E0%AA%9F%E0%AA%B0%E0%AA%AC%E0%AA%BF%E0%AA%AF%E0%AA%AE ଗୁଜୁରାଟୀ], [https://mr.wikipedia.org/wiki/%E0%A4%AF%E0%A4%BF%E0%A4%9F%E0%A5%8D%E0%A4%9F%E0%A4%B0%E0%A4%AC%E0%A4%BF%E0%A4%AF%E0%A4%AE ମରାଠୀ] କେଉଁଥିରେ ବି ବଡ ଲେଖା ନାହିଁ । ଆମେ ଏମିତିରେ ବି ଏତେ ବଡ ଉଇକି ହେଇନାହୁଁ ଯେ ସବୁ ଛୋଟ ଲେଖା ଲିଭାଇବା । ପରେ କମ୍ୟୁନିଟି ବଡ ହେଲେ ଅନ୍ୟ କେହି ଆସିବେ ଯିଏ ଏ ଲେଖାକୁ ଆଗକୁ ନେବେ । ଏମିତି ବହୁତ ଉଦାହରଣ ଅଛି ଆମରି ଉଇକିରେ ।--[[ବ୍ୟବହାରକାରୀ:Snip1|''Snip'']] ([[ବ୍ୟବହାରକାରୀଙ୍କ ଆଲୋଚନା:Snip1|ମୋ ଆଲୋଚନା]]) ୧୬:୧୯, ୧୨ ସେପ୍ଟେମ୍ବର ୨୦୨୦ (IST)
:{{ping|Snip1}}, ଏହି ପ୍ରସଙ୍ଗରେ କୌଣସି ବି ଲେଖା ନାହିଁ । ଉଇକିପିଡ଼ିଆର ନିୟମ ଅନୁସାରେ ଅତିକମରେ ମୌଳିକ ତଥ୍ୟ ରହିବା ଆବଶ୍ୟକ, ଯାହାକୁ ପଢ଼ିକି କୌଣସି ପାଠକ କଛି ଜାଣିପାରିବେ । କିନ୍ତୁ ଏହି ପ୍ରସଙ୍ଗ ଯଦ କେହି ଖୋଲିବେ, ତେବେ ସେ କୌଣସି ତଥ୍ୟ ପାଇବା ପରିବର୍ତ୍ତେ ଦ୍ୱନ୍ଦରେ ପଡ଼ିଯିବେ । ତେଣୁ ଏହି ପ୍ରସଙ୍ଗକୁ ନ ଲିଭେଇବାକୁ ହେଲେ, ଆଧାର ସହିତ ଅଧକ ତଥ୍ୟ ଯୋଡ଼ିପାରିବେ । -[[ବ୍ୟବହାରକାରୀ:Ssgapu22|ଗପୁ]] ([[ବ୍ୟବହାରକାରୀଙ୍କ ଆଲୋଚନା:Ssgapu22|ମୋ ଆଲୋଚନା]]) ୧୭:୨୧, ୧୨ ସେପ୍ଟେମ୍ବର ୨୦୨୦ (IST)
::ଉପକ୍ରମ ଭାଗରେ ଅଳ୍ପ ତଥ୍ୟ ରହିଛି ଏବଂ ଏହା ଅନ୍ୟ କିଛି ଉଇକି ସହ ତୁଳନୀୟ ।--[[ବ୍ୟବହାରକାରୀ:Snip1|''Snip'']] ([[ବ୍ୟବହାରକାରୀଙ୍କ ଆଲୋଚନା:Snip1|ମୋ ଆଲୋଚନା]]) ୨୨:୪୩, ୧୨ ସେପ୍ଟେମ୍ବର ୨୦୨୦ (IST)
Return to "ଇଟର୍ବିଅମ" page.