"ଅଭିଜିତ ମଜୁମଦାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧୯ କ ଧାଡ଼ି:
}}
 
'''ଅଭିଜିତ ମଜୁମଦାର''' ଜଣେ ଓଡିଆ କଥାଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ।<ref>{{Cite news |url = https://timesofindia.indiatimes.com/topic/Abhijit-Majumdar |title=Abhijit Majumdar: Movies, Photos, Videos, News, Biography & Birthday |work=timesofindia.indiatimes.com}}</ref><ref>{{Cite news|url=https://www.orissapost.com/sound-of-music/|title=Sound of music - OrissaPOST|date=28 November 2018|work=Odisha News, Odisha Latest news, Odisha Daily - OrissaPOST}}</ref> <ref>{{Cite news|url=https://www.mycitylinks.in/-ja-corona-ja---a-tribute-to-corona-warriors|title=‘Ja Corona Ja’- A Tribute To Corona Warriors|work=Mycitylinks- Bhubaneswar {{!}} Cuttack {{!}} Puri|language=en}}</ref> <ref>{{Cite news|url=https://odishatv.in/odisha-news/tarang-cine-productions-mr-majnu-opens-in-theatres-to-rousing-response-406433|title=Tarang Cine Productions’ 'Mr Majnu' opens in theatres to rousing response|date=4 October 2019|work=Odisha Television Ltd.}}</ref> ୨୦୦୦ ମସିହାରେ ସେ [[ଓଡ଼ିଆ କଥାଚିତ୍ର ଜଗତ]]<nowiki/>ରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ସମେତ ଓଡ଼ିଆ ଆଧୁନିକ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ୍, ଓଡ଼ିଆ ଧାରାବାହିକ ଆଦିର ଗୀତ ନିର୍ମାଣ କରନ୍ତି । ୧୯୯୧ ମସିହାରେ ଅଭିଜିତ ପ୍ରଥମ କରି ସଙ୍ଗୀତ ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସମ୍ବଲପୁରୀ ଆଲବମ୍ ଥିଲା ଦକ୍ସି ଗଲା
 
== ବୃତ୍ତି ==