"ଆଲୋଚନା:ଇଟର୍ବିଅମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Latest comment: ୩ ବର୍ଷ ପୂର୍ବେ by Snip1
Content deleted Content added
"[https://hi.wikipedia.org/wiki/%E0%A4%87%E0%A4%9F%E0%A4%B0%E0%A4%AC%E0%A4%BF%E0%A4%AF%E0%A4%AE ହିନ୍ଦୀ], [http..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୧୬:୧୯, ୧୨ ସେପ୍ଟେମ୍ବର ୨୦୨୦ ଅନୁସାରେ କରାଯାଇଥିବା ବଦଳ

ହିନ୍ଦୀ, ବଙ୍ଗାଳୀ, କନ୍ନଡ, ଗୁଜୁରାଟୀ, ମରାଠୀ କେଉଁଥିରେ ବି ବଡ ଲେଖା ନାହିଁ । ଆମେ ଏମିତିରେ ବି ଏତେ ବଡ ଉଇକି ହେଇନାହୁଁ ଯେ ସବୁ ଛୋଟ ଲେଖା ଲିଭାଇବା । ପରେ କମ୍ୟୁନିଟି ବଡ ହେଲେ ଅନ୍ୟ କେହି ଆସିବେ ଯିଏ ଏ ଲେଖାକୁ ଆଗକୁ ନେବେ । ଏମିତି ବହୁତ ଉଦାହରଣ ଅଛି ଆମରି ଉଇକିରେ ।--Snip (ମୋ ଆଲୋଚନା) ୧୬:୧୯, ୧୨ ସେପ୍ଟେମ୍ବର ୨୦୨୦ (IST)Reply

Return to "ଇଟର୍ବିଅମ" page.