"ଅଭିଜିତ ମଜୁମଦାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୨ କ ଧାଡ଼ି:
 
== ବୃତ୍ତି ==
ଅଭିଜିତ ମଜୁମଦାର ପ୍ରଥମେ ସମ୍ବଲପୁରୀ ଗୀତରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ଓଡିଆ ଚଳଚ୍ଚିତ୍ର, ଆଲବମ୍ ଏବଂ ସମ୍ବଲପୁରୀ ଇଣ୍ଡଷ୍ଟ୍ରି ପାଇଁ ୭୦୦ରୁ ଅଧିକ ଗୀତ ନିର୍ମାଣ କରିଛନ୍ତି ।<ref>{{Cite news|url=https://in.bookmyshow.com/person/abhijit-majumdar/1068543|title=Abhijit Majumdar - Movies, Biography, News, Age & Photos|work=BookMyShow}}</ref>
 
କଥାଚିତ୍ର ଓ ଆଲବମ୍ ବ୍ୟତୀତ ଅଭିଜିତ କିଛି ଦୂରଦର୍ଶନରେ କାର୍ଯ୍ୟ କରିଛନ୍ତି । ସେ ଏମ୍.ବି.ସି. ଟିଭିରେ ଅନ୍ତାକ୍ଷରୀ କାର୍ଯ୍ୟକ୍ରମର ଉପସ୍ଥାପକ ତଥା ବିଚାରକ ଭାବରେ କାର୍ଯ୍ୟ କରିଥିଲେ । ତରଙ୍ଗ ଟିଭିରେ ମେଲୋଡି ନାଇଟ୍‌ସ୍ ଉଇଥ୍ ଅଭିଜିତ୍ ମଜୁମଦାର, ଲକ୍‌ଡାଉନ୍ ଅନ୍ତାକ୍ଷରୀ, ବ୍ୟାଣ୍ଡ୍ ବାଜା ବାରାତ୍ ଉଇଥ୍ ଅଭିଜିତ ମଜୁମଦାର ଭଳି କାର୍ଯ୍ୟକ୍ରମର ଉପସ୍ଥାପନା କରିଛନ୍ତି ।
 
== କଥାଚିତ୍ର ==
Line ୨୦୯ ⟶ ୨୧୧:
|
|-
|}
 
== ଦୂରଦର୍ଶନ ==
{| class="wikitable"
|+
!କାର୍ଯ୍ୟକ୍ରମ
!ଚେନାଲ୍
!ମନ୍ତବ୍ୟ
|-
|ଅନ୍ତାକ୍ଷରୀ
|ଏମ୍.ବି.ସି. ଟିଭି
|ଉପସ୍ଥାପକ ତଥା ସଂଚାଳକ
|-
|ମେଲୋଡି ନାଇଟ୍‌ସ୍ ଉଇଥ୍ ଅଭିଜିତ୍ ମଜୁମଦାର
|[[ତରଙ୍ଗ ଟିଭି]]
|ଉପସ୍ଥାପକ ତଥା ସଂଚାଳକ
|-
|ବ୍ୟାଣ୍ଡ୍ ବାଜା ବାରାତ୍ ଉଇଥ୍ ଅଭିଜିତ ମଜୁମଦାର
|ତରଙ୍ଗ ଟିଭି
|ଉପସ୍ଥାପକ ତଥା ସଂଚାଳକ
|-
|ଲକ୍‌ଡାଉନ୍ ଅନ୍ତାକ୍ଷରୀ
|ତରଙ୍ଗ ଟିଭି
|ଉପସ୍ଥାପକ ତଥା ସଂଚାଳକ
|}