"୧୫ ଜୁନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ ମୃତ୍ୟୁ: ୨୦୦୧କୁଞ୍ଜବିହାରୀ ତ୍ରିପାଠୀ, ସାରଳା ସମ୍ମାନପ୍ରାପ୍ତ ଶିକ୍ଷାବିତ ଓ ଭାଷା ଗବେଷକ (ଜନ୍ମ: ୪ ସେପ୍ଟେମ୍ବର ୧୯୧୧)
୩ କ ଧାଡ଼ି:
{{Day|June 15}}
 
== ଜନ୍ମ ==
 
== ମୃତ୍ୟୁ ==
* [[୨୦୦୧]] – [[କୁଞ୍ଜବିହାରୀ ତ୍ରିପାଠୀ]], ସାରଳା ସମ୍ମାନପ୍ରାପ୍ତ ଶିକ୍ଷାବିତ ଓ ଭାଷା ଗବେଷକ (ଜନ୍ମ: ୪ ସେପ୍ଟେମ୍ବର ୧୯୧୧)
== ଘଟଣାବଳୀ ==
 
*.1762-ଆସ୍ଟ୍ରିଆରେ କାଗଜ ମୁଦ୍ରାର ପ୍ରଚଳନ ଆରମ୍ଭ ହୁଆ।
*.1775-ଅମେରିକୀୟ ସ୍ୱାଧୀନତା ସଂଗ୍ରାମରେ ଜ୉ର୍ଜ ବାଶିଂଗଟନଙ୍କୁ ମହାଦ୍ୱୀପୀୟ ସେନାର ସେନାପ୍ରମୁଖ ଘୋଷିତ କରାଗଲା ।
*. 1776-ଡ୉. ଯ୉ ବୈପ୍ତିସ ଡେନିସଙ୍କଦ୍ୱାରା ପୃଥିବୀର ସର୍ବ ପ୍ରଥମ ମାନବ ରକ୍ତ ଟ୍ରାଂସଫ୍ୟୁଜନ କରା ଯାଇଥିଲା ।
*. 1785-ବିଶ୍ୱର ପ୍ରଥମ ଆକାଶୀୟ ମାନବ ଦୁର୍ଘଟଣା ଘଟିଥିଲା । ବେଲୁନଦ୍ୱାରା ଉଡିବାକୁ ଚେଷ୍ଟା କରୁଥିବା ଦୁଇଜଣ ଫ୍ରାଂସିସି ନାଗରିକ ଙ୍କର ଏଥିଯୋଗୁଁ ମୃତ୍ୟୁ ହୋଇଯାଇତିଲା ।
*. 1844-ଚାର୍ଲ୍ସ ଗୁଟିଅରଙ୍କୁ ରବର ସଂବଧୀୟ ବଲ୍କନାଇଜେଶନ ପ୍ରକ୍ରିଯାର ପେଟେଂଟ ମିଳିଥିଲା ।
*.1896-ଜାପାନର ସମୁଦ୍ର ତଟରେ ସେଂଟୋ ଉତ୍ସବ ପାଳନ ସମୟେ ସୁନାମୀ ଆସିବା ଯୋଗୁଁ 27 ହଜାର ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏହି ଆତର୍କିତ ଦୈବ ଦୂର୍ବିପାକରେ 9 ହଜାର ଲୋକ ଆଘାତ ମଧ୍ୟ ହୋଇଯାଇଥିଲେ ତଥା 13 ହଜାର ଲୋକଙ୍କ ଘର ଧ୍ୱସ୍ତ ହୋଇଯାଇଥିଲା ।
*.1908-କଲିକତାଠାରେ ଶେଆର ବାଜାର ଆରମ୍ଭ ହେଲା ।
*.1909-ଇଂଗଲୈଂଡ, ଦକ୍ଷିଣ ଅଫ୍ରିକା ଔର ଆସ୍ଟ୍ରେଲିଆର ପ୍ରତିନିଧି ମାନଙ୍କର ଇମ୍ପୀରିୟଲ କ୍ରିକେଟ କ୉ନସର୍ନ ଗଠନ ପାଇଁ ଲୋଡ୍ସ ଗ୍ରାଉଁଡରେ ବୈଠକ କଲେ ।
*.1914-ଆଇବୀଏମର ସ୍ଥାପନା କରାଗଲା ।
*.1960-ହେଗରେ ଆୟୋଜିତ ଦ୍ୱିତୀୟ ବିଶ୍ୱ ଶାନ୍ତି ସମ୍ମେଳନୀରେ 44ଟି ରାଷ୍ଟ୍ର ଭାଗ ନେଇଥିଲେ ।
*.1962-ଦକ୍ଷିଣ ଅଫ୍ରିକାରେ ଅନେକ ଅପରାଧ ପାଇଁ ମୃତ୍ୟୁଦଣ୍ଡର କଡ଼ାକାନୁନ ପ୍ରଣୟନ ହେତୁ ବିଧେଏକ ପାସ କରାଗଲା ।
*.1977-ସ୍ପେନରେ 40 ବର୍ଷ ପରେ ସ୍ୱତନ୍ତ୍ର ମତଦାନ ହୋଇଥିଲା ।
 
== ଜନ୍ମ ==
== ଦେହାନ୍ତ ==
== ପର୍ବପର୍ବାଣୀ ==
 
Line ୨୭ ⟶ ୧୬:
* [http://www1.sympatico.ca/cgi-bin/on_this_day?mth=Jun&day=15 କାନାଡାରେ ଏହି ଦିନ]
 
{{ମାସ ଓ ତାରିଖ}}
{{months}}
 
[[ଶ୍ରେଣୀ:ଜୁନ]]
"https://or.wikipedia.org/wiki/୧୫_ଜୁନ"ରୁ ଅଣାଯାଇଅଛି