"ଶ୍ରୀବଲ୍ଲଭ ପାଣିଗ୍ରାହୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୫୩ କ ଧାଡ଼ି:
 
== ଜନ୍ମ, ପରିବାର ଓ ଶିକ୍ଷା ==
ଶ୍ରୀବଲ୍ଲଭ ୧୯୪୦ ମସିହାର ସେପ୍ଟେମ୍ବର ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ ।<ref name="Sriballav">{{cite news |title=Former Odisha minister, MP Sriballav Panigrahi dead {{!}} Sambad English |url=https://sambadenglish.com/former-odisha-mp-sriballav-panigrahi-dead/ |accessdate=4 September 2020 |work=Sambad English |publisher=sambadenglish.com |date=9 July 2015 |archiveurl=http://web.archive.org/web/20200904140037/https://sambadenglish.com/former-odisha-mp-sriballav-panigrahi-dead/ |archivedate=4 September 2020 |location=Bhubaneswar |language=English|url-status=live}}</ref> ତାଙ୍କ ବାପାଙ୍କ ନାମ ନୃସିଂହ ପାଣିଗ୍ରାହୀ ଓ ପତ୍ନୀଙ୍କ ନାମ ସୁନନ୍ଦା ପାଣିଗ୍ରାହୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ବି.ଏ., ଏଲ୍.ଏଲ୍.ବି. ।<ref name="Shriballav Panigrahi">{{cite web|url=http://odishaassembly.nic.in/memberprofile.aspx?img=857|title=Shri Shriballav Panigrahi|last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=3 September 2020}}</ref> ତାଙ୍କ ଭଉଣୀ [[ରାସେଶ୍ୱରୀ ପାଣିଗ୍ରାହୀ]] ଓଡ଼ିଶା ରାଜନୀତିରେ ସକ୍ରିୟ ରହି ଓଡ଼ିଶା ବିଧାନ ସଭାରେ ବିଧାୟିକା ଭାବରେ କାର୍ଯ୍ୟ କରୁଥିଲେ ।<ref name="Sriballav"/>
 
== ରାଜନୈତିକ ଜୀବନ ==
ଶ୍ରୀବଲ୍ଲଭ ଓଡ଼ିଶା ରାଜନୀତିରେ [[ଭାରତୀୟ ଜାତୀୟ କଂଗ୍ରେସ]]ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।<ref>{{cite news|url=https://odishareporter.in/odisha/purbatan-sansad-shreeballav-panigrahinka-paraloka-14376|title=ବରିଷ୍ଠ କଂଗ୍ରେସ ନେତା ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ପରଲୋକ|last=|first=|date=9 July 2015|work=Odisha Reporter|accessdate=4 September 2020|archiveurl=http://web.archive.org/web/20200904141123/https://odishareporter.in/odisha/purbatan-sansad-shreeballav-panigrahinka-paraloka-14376|archivedate=4 September 2020|location=Bhubaneswar|language=Odia|url-status=live}}</ref> ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର ଓ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।<ref name="Shriballav Panigrahi"/>
 
== ମୃତ୍ୟୁ ==