"ସୁଭାଷ ଚନ୍ଦ୍ର ବୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୩୫ କ ଧାଡ଼ି:
 
== ଜନ୍ମ ଓ ପରିବାର ==
ନେତାଜୀଙ୍କର ଜନ୍ମ ୧୮୧୮ ଶକାବ୍ଦ,ସନ ୧୩୦୩ ସାଲ ଇଂରାଜୀ ମାସ ତ୨୩-୧-୧୮୯୭ ମସିହାରେ ମାଘ ମାସ ୧୧ ଦିନ, ଶନିବାର ମଧ୍ୟାନ୍ନମଧ୍ୟାହ୍ନ ଘ୧୨|୧୫|୧୩|୩୭|୩୦ ବିଲିତା, କନ୍ୟାରାଶି,ନକ୍ଷତ୍ର ଉତ୍ତରାଫାଲଗୁନୀ,ନରଗଣ, ବର୍ଣ୍ଣ ବୈଶ୍ୟ ଅଟେ ।
 
ସୁଭାଷଙ୍କର ମାତାଙ୍କ ନାମ ପ୍ରଭାବତୀ ଦେବୀ । ସେ ଥିଲେ ଧାର୍ମିକ ଦେବପ୍ରାଣା,ସୁଭାଷ ମାତାଙ୍କର ଧର୍ମଭାବରେ ବିଶେଷଭାବରେ ପ୍ରଭାବିତ ହୋଇଥିଲେ । ମାତା ଯେ ହେତୁ ଶ୍ରୀ ଶ୍ରୀ ଠାକୁର [[ରାମକୃଷ୍ଣ ପରମହଂସ]]ଙ୍କର ଭକ୍ତ । ସେଥିଲାଗି ବାଲ୍ୟକାଳରେ ମାତା ପ୍ରଭାବତୀ ଦେବୀ ସୁଭାଷଙ୍କୁ କେବଳ ଠାକୁର ରାମକୃଷ୍ଣଙ୍କର ସମ୍ପର୍କିତ ବିଷୟ ବସ୍ତୁ କଥା କହି ପ୍ରଭାବିତ କରୁଥିଲେ । ନେତାଜୀଙ୍କର ସୁଭାଷଙ୍କର ଜନ୍ମ ଯଦିଓ ଓଡ଼ିଶାରେ ହେଲେ ତାଙ୍କର ପିତା ଜାନକୀନାଥ ବୋଷଙ୍କର ଅସଲରେ ଜନ୍ମସ୍ଥାନ ହେଉଛି [[ପଶ୍ଚିମବଙ୍ଗ]]ର [[ଚବିଶ ପ୍ରାଗଣା]] ଜିଲ୍ଲାରେ । ସୁଭାଷଙ୍କର ପିତା ଜାନକୀ ନାଥ ଥିଲେ ଜଣେ ବିଶିଷ୍ଟ ଆଇନଜ୍ଞ ।<ref name="Getz2002">{{cite book|author=Marshall J. Getz|title=Subhas Chandra Bose: A Biography|url=http://books.google.com/books?id=HdldV4Icum4C&pg=PA7|accessdate=23 December 2012|year=2002|publisher=McFarland|isbn=978-0-7864-1265-5|pages=7–}}</ref> ତେଣୁ ଆଇନ ବ୍ୟବସାୟ ତାଙ୍କର ପ୍ରଧାନ କର୍ମ । ସେତେବେଳେ କୈଣସି କାରଣରୁ ଜାନକୀନାଥ କଟକ ଆସନ୍ତି, କଟକର ଐତିହାସିକ ପରିବେଶ ତାଙ୍କୁ ବହୁଭାବରେ ଆକୃଷ୍ଟ କରିବାରୁ ସେ କଟକରେ ରହି ଆଇନ ବ୍ୟବସାୟ କରିବାକୁ ଶ୍ରେଷ୍ଠ ସ୍ଥାନ ଭାବରେ ବାଛିନେଲେ ଓ କଟକରେ ରହି ଆଇନ ବ୍ୟବସାୟ ଚଳେଇଲେ । ତା ଛଡା ଏହି ସମୟରେ କଟକ ତଥା ଓଡ଼ିଶା ଥିଲା ବଙ୍ଗଳା ପ୍ରେସିଡେନ୍ସିର ଏକ ଅଂଶ । ଜାନକୀ ନାଥଙ୍କର ଆଇନ ବ୍ୟବସାୟ କ୍ଷେତ୍ରରେ ଯୁକ୍ତି ପ୍ରବଣତା ଏବଂ ବିଚକ୍ଷଣରେ ପ୍ରଭାବିତ ହୋଇ ତଥା ସନ୍ତୁଷ୍ଟ ହୋଇ ତତ୍କାଳୀନ ଇଂରେଜ ସରକାର ତାଙ୍କୁ ଗଭର୍ଣ୍ଣମେଣ୍ଟର ପ୍ଲିଡ଼ର ଭାବରେ ନିଯୁକ୍ତି ତଥା '''ରାୟବାହାଦୁର''' ପଦବୀ ପ୍ରଦାନ କରିଥିଲେ ।<ref name="Basu2010">{{cite book|author=Kanailal Basu|title=Netaji: Rediscovered|url=http://books.google.com/books?id=b9bQyfKq_EMC&pg=PA262|accessdate=23 December 2012|date=20 January 2010|publisher=AuthorHouse|isbn=978-1-4490-5567-7|pages=262–}}</ref>