"ସତ୍ୟନାରାୟଣ ବହିଦାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Added content
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ Regular Character Changes
୨୧ କ ଧାଡ଼ି:
| citizenship = ବିଏ ବିଇଡ଼ି
|education =
| alma_mater = [[ସମ୍ବଲପୁର ଜିଲ୍ଲା ସ୍କୁଲ]] (ବର୍ତ୍ତମାନ ରବର୍ତ୍ତମାନର [[ଚନ୍ଦ୍ର ଶେଖର ବେହେରା ଜିଲ୍ଲା ସ୍କୁଲ]])
| occupation =
| years_active =
୩୮ କ ଧାଡ଼ି:
}}
 
'''ସତ୍ୟନାରାୟଣ ବହିଦାର''' (୦୧ ଅଗଷ୍ଟ ୧୯୧୩ - ୩୧ ଡିସେମ୍ବର ୧୯୮୦), ଜଣେ [[କୋଶଳୀ ଭାଷା|ସମ୍ବଲପୁରୀ ଭାଷା]] ଲେଖକ ଥିଲେ ।<ref>{{cite web |title=Eminent Personalities |url=https://sambalpur.nic.in/about-district/famous-personalities/ |website=sambalpur.nic.in |accessdate=1 August 2019}}</ref> [[ଓଡ଼ିଆ ଭାଷା]]ରୁ ଅଲଗା କରି ସମ୍ବଲପୁରୀ ଶୈଳୀକୁ ଏକ ସ୍ୱତନ୍ତ୍ର ଭାଷା ମାନ୍ୟତା ଦେବା ପାଇଁ ପ୍ରୟାସ କରିଥିଲେ । ସେ ପ୍ରଥମ କରି ସମ୍ବଲପୁରୀ ଶବ୍ଦକୋଷ ଓ ବ୍ୟାକରଣ ପୁସ୍ତକ ରଚନା କରିଥିଲେ ।<ref name="Das2012">{{cite book|author=Nava Kishor Das|title=Odisha|url=https://books.google.com/books?id=Sz7m_yM-hJsC|year=2012|publisher=Seagull Books|isbn=978-81-7046-293-4}}</ref> ସତ୍ୟନାରାୟଣ ବୋହିଦାରଙ୍କର ଜନ୍ମଦିନ ଅବସରରେ ଅଗଷ୍ଟ ୧ ରେ୧ରେ ପ୍ରତିବର୍ଷ '''ସମ୍ବଲପୁରୀ ଦିବସ''' ପାଳିତ ହୁଏ ।
 
ସତ୍ୟନାରାୟଣ ୧୯୧୩ ମସିହାରେ [[ସୋନପୁର]]ଠାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ମିତ୍ରଭାନୁ ଓ ମାତାଙ୍କ ନାମ ବିଳାସବତୀ । ସୋନପୁରରେ ସେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ଅଧିକ ପାଠର ସୁବିଧା ସୋନପୁରରେ ନଥିବାରୁ, ସେ [[ସମ୍ବଲପୁର]] ଯାଇଥିଲେ । ୧୯୩୦ ମସିହାରେ ସେ ସମ୍ବଲପୁର ଜିଲ୍ଲା ସ୍କୁଲରୁ ମାଟ୍ରିକ ପାସ କରିଥିଲେ । ୧୯୩୨ ମସିହାରେ ସେ [[କଟକ]] ସ୍ଥିତ 'ଶିକ୍ଷକ ତାଲିମ ବିଦ୍ୟାଳୟ'ରୁ ଶିକ୍ଷା ସମାପ୍ତ କରି ସମ୍ବଲପୁର ଜିଲ୍ଲା ସ୍କୁଲରେ ଶିକ୍ଷକତା ଆରମ୍ଭ କରିଥିଲେ । ପରେ ସେ ଘରୋଇ ଭାବରେ ବିଏ ଓ ବିଇଡ଼ି ଶିକ୍ଷାଲାଭ କରିଥିଲେ । ସେ ସମ୍ବଲପୁରୀ ଶବ୍ଦକୋଷ, ବ୍ୟାକରଣ ପୁସ୍ତକ, ଅନୁବାଦ କବିତା ଓ ଜୀବନୀ ପୁସ୍ତକ ରଚନା କରିଥିଲେ ।<ref name="Singh1992">{{cite book|author=K. S. Singh|title=People of India: Odisha (2 pts.)|url=https://books.google.com/books?id=LP_XIoebIE8C|year=1992|publisher=Anthropological Survey of India|isbn=978-81-7046-293-4}}</ref>