"ସଞ୍ଜୀବ କୁମାର ମଲ୍ଲିକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୩୭ କ ଧାଡ଼ି:
 
== ଜନ୍ମ, ଶିକ୍ଷା ଓ ପରିବାର ==
ସଞ୍ଜୀବ କୁମାର ମଲ୍ଲିକ ୧୯୭୫ ମସିହାର ଅପ୍ରେଲ ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହୃଦାନନ୍ଦ ମଲ୍ଲିକ ଓ ମାଆଙ୍କ ନାମ ଅନ୍ନପୂର୍ଣ୍ଣା ମଲ୍ଲିକ । ତାଙ୍କ ପତ୍ନୀଙ୍କ ନାମ ପ୍ରିୟଦର୍ଶିନୀ ମଲ୍ଲିକ ।<ref name="Sanjib Kumar Mallick">{{cite web|url=http://odishaassembly.nic.in/memberprofile.aspx?img=1438|title=Shri Sanjib Kumar Mallick|last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=24 August 2020}}</ref> ତାଙ୍କ ବାପା [[ହୃଦାନନ୍ଦ ମଲ୍ଲିକ]] ଓ ଭାଇ [[ମାନସ ରଞ୍ଜନ ମଲ୍ଲିକ]] ଓଡ଼ିଶା ରାଜନୀତିରେ ସକ୍ରିୟ ଥାଇ ଓଡ଼ିଶା ବିଧାନସଭାରେବିଧାନ ସଭାରେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।
 
== ରାଜନୈତିକ ଜୀବନ ==
ସଞ୍ଜୀବ ଓଡ଼ିଶା ରାଜନୀତିରେ [[ବିଜୁ ଜନତା ଦଳ]]ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।
 
୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସଞ୍ଜୀବ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ [[ଭଦ୍ରକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ନିର୍ବାଚନ ଲଢ଼ିଥିଲେ ।<ref>{{cite news |title=ବିଧାନସଭାବିଧାନ ସଭା ପାଇଁ ବିଜେଡିରୁ କିଏ କିଏ ବିଜୟୀ ହେଲେ ଜାଣନ୍ତୁ |url=http://www.prameyanews7.com/the-list-of-bjd-assembly-seat-wining-candidates/ |accessdate=24 August 2020 |work=Prameyanews7 |date=23 May 2019 |archiveurl=http://web.archive.org/web/20200824170139/http://www.prameyanews7.com/the-list-of-bjd-assembly-seat-wining-candidates/ |archivedate=24 August 2020}}</ref> ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିନ୍ଦନ୍ଦୀ ପ୍ରଦୀପ ନାୟକଙ୍କୁ ୩୨,୨୮୬ ଖଣ୍ଡରେ ପରାସ୍ତ କରି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।<ref>{{cite news |title=ସଞ୍ଜୀବ, ପ୍ରଫୁଲ୍ଲ, ବ୍ୟୋମକେଶ ବିଜୟୀ |url=https://www.dharitri.com/%E0%AC%B8%E0%AC%9E%E0%AD%8D%E0%AC%9C%E0%AD%80%E0%AC%AC-%E0%AC%AA%E0%AD%8D%E0%AC%B0%E0%AC%AB%E0%AD%81%E0%AC%B2%E0%AD%8D%E0%AC%B2-%E0%AC%AC%E0%AD%8D%E0%AD%9F%E0%AD%8B%E0%AC%AE%E0%AC%95%E0%AD%87/ |accessdate=24 August 2020 |work=ଧରିତ୍ରୀ |date=24 May 2019}}</ref>
 
== ଆଧାର ==