"ରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୧୭ କ ଧାଡ଼ି:
* '''ରାମାୟଣ '''ର କାହାଣୀ ଗୁଡିକ ମହାକାବ୍ୟ ମହାଭାରତ<ref>{{Cite book|title=Mahabharata|publisher=Parimal Publications|year=2006}}</ref> ଓ ଧର୍ମ ପୁରାଣ ଭଗବତରେ ମଧ୍ୟ ଅନେକ ସ୍ଥାନରେ ଉଲ୍ଲେଖ ରହିଛି । ଭାଗବତ ପୁରାଣର ନବମ ସ୍କନ୍ଧ<ref>{{Cite book|title=Srimad Bhagavata Mahapurana|publisher=Gita Press, Gorakhpur|isbn=81-293-0155-5}}</ref>ରେ ରାମଙ୍କ କାହାଣୀ ରହିବା ସହ ବିଷ୍ଣୁ ପୁରାଣ ଓ ଅଗ୍ନି ପୂରଣରେ ମଧ୍ୟ ରାମାୟଣର ସଂକ୍ଷିପ୍ତ ବର୍ଣ୍ଣନା ଦେଖାଯାଏ । 
* ଏକାଦଶ ଶତାବ୍ଦୀର ସଂସ୍କୃତ ଲେଖା '''"ମହାନାଟକ"ରେ [[ରାମ]]ଙ୍କ ବିଷୟରେ ଉଲ୍ଲେଖ କରାଯିଛି ।<ref>{{Cite book|title=A bibliography of the Sanskrit drama: with an introductory sketch of the dramatic literature of India|last=Schuyler|first=Montgomery|publisher=Columbia University Press, the Macmillan Company, agents|year=1877}}</ref>'''
* ଷଷ୍ଠ ଶତାବ୍ଦୀର ଏକ ରଚନା "ଦଶ ଗ୍ରିବ ରାକ୍ଷସ ଚରିତମ ବଧ' ର ପାଁଡୁଲିପି ୨୦୧୫ ରେ୨୦୧୫ରେ କୋଲକାତାରେ ଆବିସ୍କୃତ ହୋଇଥିଲ। ଏହି ପାଁଡୁଲିପି ରେପାଁଡୁଲିପିରେ ବାଳକାଣ୍ଡ ଓ ଉତ୍ତରାକାଣ୍ଡ ନଥାଇ ମଧ୍ୟ ରାମଙ୍କୁ ମାନବୀୟ ଆକାରରେ ବର୍ଣ୍ଣନା କରାଯାଇଛି । <ref name="Pandey 2015">{{cite web | last=Pandey | first=Jhimli Mukherjee | title=6th-century Ramayana found in Kolkata, stuns scholars - Kolkata News | website=The Times of India | date=2015-12-18 | url=https://timesofindia.indiatimes.com/city/kolkata/6th-century-Ramayana-found-in-Kolkata-stuns-scholars/articleshow/50227724.cms | access-date=2020-08-14}}</ref>
 
== ଆଞ୍ଚଳିକ ଭାଷାରେ [[ରାମାୟଣ]] ==