"ଦିଲୀପ ଦତ୍ତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୬୫ କ ଧାଡ଼ି:
୧୯୬୩ ମସିହାରେ ବାଙ୍ଗାଲୋରରୁ ସିନେମାଟୋଗ୍ରାଫି ପାଠ ପଢିସାରି, ସେ କାମ ଅନ୍ୱେଷଣରେ [[ମୁମ୍ବାଇ|ବମ୍ବେ]] ଯାଇଥିଲେ । ୧୯୬୩ ମସିହା ସେପ୍ଟେମ୍ବର ୨୯ତାରିଖରେ ସେ ଗୁରୁଦତ୍ତ ଷ୍ଟୁଡିଓରେ ଛାୟାକାର ଭାବରେ କାମ ଆରମ୍ଭ କରିଥିଲେ । ''ଗଜଲ'' ସିନେମାରେ ସେ ପ୍ରଥମେ ସହକାରୀ ଛାୟାକାର ଭାବରେ କାମ କରିଥିଲେ । ୧୯୬୪ରେ କାମ କରିଥିଲେ ''ଛୋଟି ସି ମୁଲାକାତ'' ଚଳଚ୍ଚିତ୍ରରେ । ଏହିପରି ୧୦ ବର୍ଷ ମଧ୍ୟରେ ସେ ୧୨ଟି ଚଳଚ୍ଚିତ୍ରରେ ସହକାରୀ ଛାୟାକାର ଭାବରେ କାମ କରିଥିଲେ ।
 
୧୯୭୪ ମସିହାରେ ଦିଲୀପ ନିଜ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର [[ସମୟ (୧୯୭୫ର ଚଳଚ୍ଚିତ୍ର)|ସମୟରେ]] ମୁଖ୍ୟ ଛାୟାକାର ଭାବରେ କ୍ୟାମେରା ପରିଚାଳନା କରିଥିଲେ । ପରେ [[ସିନ୍ଦୁର ବିନ୍ଦୁ]], [[ସାକ୍ଷୀ ଗୋପୀନାଥ]], [[ସମୟ ବଡ଼ ବଳବାନ]], [[ନିଝୁମ ରାତିର ସାଥୀ (୧୯୭୯ର ଓଡିଆଓଡ଼ିଆ କଥାଚିତ୍ର)|ନିଝୁମ ରାତିର ସାଥୀ]] ଆଦି ଓଡ଼ିଆ ଚଳଚ୍ଚିତ୍ରରେ କ୍ୟାମେରା ପରିଚାଳନା କରିଥିଲେ । ସେ [[ଓଡ଼ିଶା ସରକାର]]ଙ୍କ ''ଫିଲ୍ମ ଡିଭିଜନ'' ପାଇଁ ୭ଟି ବୃତ୍ତଚିତ୍ର ମଧ୍ୟ ନିର୍ମାଣ କରିଥିଲେ । ସେଥି ମଧ୍ୟରୁ ''ଫୋକ ପେଣ୍ଟିଂସ ଅଫ ଓଡ଼ିଶା'' ଆନ୍ତର୍ଜାତିକ ସ୍ତରରେ ସମ୍ମାନ ହାସଲ କରିଛି । ପ୍ରାୟ ୨୪ଟି ହିନ୍ଦୀ ଧାରାବାହିକର ୬ହଜାରରୁ ଅଧିକ ଅଧ୍ୟାୟ ପାଇଁ ସେ ଛାୟାକାର ଭାବରେ କାମ କରିଛନ୍ତି । ଏହା ବ୍ୟତିତ ସେ ଗୋଟିଏ ଫ୍ରେଞ୍ଚ ଚଳଚ୍ଚିତ୍ର ''ସେଲାଭି'', ବଙ୍ଗଳା, ମରାଠୀ ଓ ଭୋଜପୁରୀ ଚଳଚ୍ଚିତ୍ରରେ କ୍ୟାମେରା ପରିଚାଳନା କରିଥିଲେ ।<ref>{{cite news |title=କଟକେ ଅଟକିଛନ୍ତି ଦିଲୀପ ଦତ୍ତ |url=https://samajaepaper.in/imageview_43_18202022648744_4_71_01-08-2020_8_i_1_sf.html |accessdate=1 August 2020 |issue=ସମାଜ ୦୧/୦୮/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮ |publisher=ସମାଜ}}</ref>
 
== ଆଧାର ==