"ଗଙ୍ଗାଧର ବଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ବ୍ୟକ୍ତିଗତ ଜୀବନ
ଟିକେ Regular Character Changes
୩୭ କ ଧାଡ଼ି:
 
==ବ୍ୟକ୍ତିଗତ ଜୀବନ==
ଗଙ୍ଗାଧର, ୧୯୨୭ ମସିହା ଅଗଷ୍ଟ ୧୦ ତାରିଖରେ [[ସୁକିନ୍ଦା]] ନିକଟସ୍ଥ ଓସ୍ତପାଳ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ନିଜ ମା'ଙ୍କୁ ହରେଇ ସେ ମାମୁଁଘରେ ବଢିଥିଲେ । ପାଠପଢା ଆରମ୍ଭ କରିଥିଲେ [[କେନ୍ଦୁଝର ଜିଲ୍ଲା]]ର [[ଆନନ୍ଦପୁର]] ଅନ୍ତର୍ଗତ ପୁରୁଣିଆଁ ଗ୍ରାମରେ । ପରେ ସେ କେନ୍ଦୁଝରର ଡି ଏନ ହାଇସ୍କୁଲ ଓ [[ରେଭେନ୍ସା ମହାବିଦ୍ୟାଳୟ]]ରେ ଶିକ୍ଷାଗ୍ରହଣ କରିଥିଲେ । ସେ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ । ଓଡ଼ିଶା ପ୍ରଶାସନିକ ସେବା ପାଇଁ ତାଙ୍କର ଚୟନ ହୋଇଥିଲେ ମଧ୍ୟା, ସେ ତାଙ୍କୁ ପ୍ରତ୍ୟାଖ୍ୟାନ କରି, ଅଧ୍ୟାପନାକୁ ବୃତ୍ତି ଭାବରେ ଗ୍ରହଣ କରିଥିଲେ । ସେ ପିଲାଦିନରୁ ଶିବାନନ୍ଦ ସରସ୍ୱତୀଙ୍କ ଦ୍ୱାରାସରସ୍ୱତୀଙ୍କଦ୍ୱାରା ଅନୁପ୍ରାଣିତ ଥିଲେ ।<ref>{{cite news |title=ଆଜି ଜନ୍ମଦିନ |url=https://sambadepaper.com/imageview_154322_2436168_4_71_10-08-2020_2_i_1_sf.html |accessdate=10 August 2020 |issue=ସମ୍ବାଦ ୧୦/୦୮/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨ |publisher=ଇଷ୍ଟର୍ଣ୍ନ ମିଡ଼ିଆ ପ୍ରା ଲି |archiveurl=https://web.archive.org/web/20200810054622/https://sambadepaper.com/imageview_154322_2436168_4_71_10-08-2020_2_i_1_sf.html |archivedate=10 August 2020}}</ref>
 
==ରଚନାବଳୀ==