"ଉଇକିପିଡ଼ିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Regular Character Changes
୨୩ କ ଧାଡ଼ି:
}}
'''ଉଇକିପିଡ଼ିଆ''' ({{IPAc-en|audio=En-uk-Wikipedia.ogg|ˌ|w|ɪ|k|ᵻ|ˈ|p|iː|d|i|ə}} {{respell|wik|ih|PEE|dee|ə}} or {{IPAc-en|audio=en-us-Wikipedia.ogg|ˌ|w|ɪ|k|i|ˈ|p|iː|d|i|ə}} {{respell|wik|ee|PEE|dee|ə}}; {{IPA-or|uikipiɽiaː|lang|Or-ଉଇକିପିଡ଼ିଆ.wav}}) ଏକ [[ଖୋଲା କଣ୍ଟେଣ୍ଟ|ଖୋଲା]]<!-- [[Free content|free]]-->, [[ଓର୍ଲ୍ଡ଼ ବାଇଡ଼ ୱେବ|ୱେବକୁ ନେଇ ତିଆରି]] <!--[[World Wide Web|web-based]]-->, [[ମିଳିତ ଲେଖାଲେଖି|ମିଳିତ]] <!--[[collaborative writing|collaborative]]-->, [[ବହୁଭାଷୀ]] [[ଜ୍ଞାନକୋଷ]] ଯାହା ଏକ ଅଣଲାଭକାରୀ ସଙ୍ଘ [[ଉଇକିମିଡ଼ିଆ ଫାଉଣ୍ଡେସନ]] ଦେଇ ଚଳାଯାଇଥାଏ ।
ଏଥିରେ ୫.୪ କୋଟି ପ୍ରସଙ୍ଗ (ଯେଉଁଥିରୁ କେବଳ ୬୧ ଲକ୍ଷ ପ୍ରସଙ୍ଗ ଇଂରାଜୀ ଉଇକିପିଡ଼ିଆରେ ଅଛି) ମିଳିତ ଭାବରେ ବିଶ୍ୱର [[ଉଇକିପିଡ଼ିଆ ସଙ୍ଘ|ଉଇକିଆଳି]]ମାନଙ୍କ ଦେଇ ଲେଖାଯାଇଛି ।।<ref>In some parts of the world, the access to Wikipedia had been blocked.</ref> ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ [[ଜିମି ୱେଲ୍ସ]] ଓ [[ଲାରି ସାଙ୍ଗର]]ଙ୍କ ଦ୍ୱାରାଙ୍କଦ୍ୱାରା ଆରମ୍ଭ କରାଯାଇଥିଲା <ref name=MiliardWho>{{Cite news|url=http://www.cityweekly.net/utah/article-5129-feature-wikipediots-who-are-these-devoted-even-obsessive-contributors-to-wikipedia.html|author=Mike Miliard|title=Wikipediots: Who Are These Devoted, Even Obsessive Contributors to Wikipedia?|work=Salt Lake City Weekly|date=2008-03-01|accessdate=2008-12-18}}</ref> ଓ [[ଇଣ୍ଟରନେଟ]]<!--[[Internet]]-->ରେ ସବୁଠୁ ବେଶି [[ଆଧାର ଦେବା]]ରେ ବ୍ୟବହାର କରାଯାଇଥାଏ ।<!--[[reference work]]-->,<ref name="AlexaStats">{{cite web|url=http://www.alexa.com/data/details/traffic_details/wikipedia.org?range=5y&size=large&y=t|title=Five-year Traffic Statistics for Wikipedia.org|publisher=Alexa Internet|accessdate=2011-05-24 }}</ref><ref name=Tancer>{{Cite news|url=http://www.time.com/time/business/article/0,8599,1595184,00.html|title=Look Who's Using Wikipedia|author=Bill Tancer|date=2007-05-01|publisher=Time (magazine)|accessdate=2007-12-01|quote=The sheer volume of content [...] is partly responsible for the site's dominance as an online reference. When compared to the top 3,200 educational reference sites in the U.S., Wikipedia is #1, capturing 24.3% of all visits to the category}} [[Cf.]] Bill Tancer (Global Manager, Hitwise), [http://weblogs.hitwise.com/bill-tancer/2007/03/wikipedia_search_and_school_ho.html "Wikipedia, Search and School Homework"], ''[[Hitwise]]'': An [[Experian]] Company ([[Blog]]), 2007-03-01. Retrieved 2008-12-18.</ref><ref name=Woodson>{{Cite news|url=http://www.reuters.com/article/internetNews/idUSN0819429120070708 |title=Wikipedia remains go-to site for online news |date=2007-07-08|author=Alex Woodson |work=Reuters |accessdate=2007-12-16|quote=Online encyclopedia Wikipedia has added about 20 million unique monthly visitors in the past year, making it the top online news and information destination, according to Nielsen//NetRatings.}}</ref><ref>http://www.alexa.com/siteinfo/wikipedia.org?range=5y&size=large&y=t</ref> ଅଲେକ୍ସା ଇଣ୍ଟରନେଟ କ୍ରମ ଅନୁସାରେ ଏହା ବିଶ୍ୱର ୧୫ଟି ଲୋକପ୍ରିୟ ୱେବସାଇଟ ମଧ୍ୟରେ ସ୍ଥାନପାଇଛି ।<ref name="AlexaStats"/><ref name="365M">[http://upload.wikimedia.org/wikipedia/meta/3/3a/TED2010%2C_Stuart_West_full_presentation_updated_with_January_data.pdf ''Wikipedia's Evolving Impact''], by Stuart West, slideshow presentation at TED2010</ref>
ଇଣ୍ଟରନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବକ ମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା [[ଟାଇମ୍ସ]] ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା ।<ref>{{cite web |url = http://content.time.com/time/specials/packages/article/0,28804,1975813_1975844_1976488,00.html |title=The 2006 Time 100 |publisher=[[Time (magazine)|Time]] |work=Chris Anderson |date= May 8, 2006 |accessdate=November 11, 2017 }}</ref> ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟରନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । <ref>{{cite web|url=http://www.bbc.com/hindi/international/2016/01/160115_wikipedia_rajiv_lochan_fma|title='विकिपीडिया ने ज्ञान तक पहुंच आसान किया'}}</ref><ref name="Who">{{cite web | url = http://www.guardian.co.uk/technology/2004/oct/26/g2.onlinesupplement |title=Who knows?|author=Simon Waldman|work=[[Guardian.co.uk]]|date=2004-10-26 |accessdate=2007-02-11}}</ref> ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ <ref name="DeathByWikipedia"/> ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । <ref name="MIT_IBM_study">{{cite journal|author=Fernanda B. Viégas, Martin Wattenberg, and Kushal Dave|url=http://alumni.media.mit.edu/~fviegas/papers/history_flow.pdf|title=Studying Cooperation and Conflict between Authors with History Flow Visualizations|journal=Proceedings of the [[CHI (conference)|ACM Conference on Human Factors in Computing Systems (CHI)]]|publisher=ACM [[SIGCHI]]|id={{ISBN|1-58113-702-8}}|pages=575–582|location=[[Vienna]], [[Austria]]|year=2004|format=PDF|accessdate=2007-01-24|doi=10.1145/985921.985953}}</ref><ref name="CreatingDestroyingAndRestoringValue">{{cite journal|author=Reid Priedhorsky, Jilin Chen, Shyong (Tony) K. Lam, Katherine Panciera, Loren Terveen, and John Riedl (GroupLens Research, Department of Computer Science and Engineering, [[University of Minnesota]])|title=Creating, Destroying, and Restoring Value in Wikipedia|journal=[[Association for Computing Machinery]] GROUP 07 conference proceedings|location =[[Sanibel Island]], [[Florida]]|date=2007-11-04|url =http://www-users.cs.umn.edu/~reid/papers/group282-priedhorsky.pdf|format=PDF|accessdate=2007-10-13}}</ref> ୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ [[ଫେସବୁକ]], ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ [[ୟୁ ଟ୍ୟୁବ]] ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ୱାସିଙ୍ଗଟନ ପୋଷ୍ଟ ଇଣ୍ଟରନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି । <ref name="auto">Noam Cohen, "Conspiracy videos? Fake news? Enter Wikipedia, the ‘good cop’ of the Internet" [https://www.washingtonpost.com/outlook/conspiracy-videos-fake-news-enter-wikipedia-the-good-cop-of-the-internet/2018/04/06/ad1f018a-3835-11e8-8fd2-49fe3c675a89_story.html ''Washington Post'' April 7, 2018]</ref>