"ଆଖଣ୍ଡଳମଣି ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୯୭ କ ଧାଡ଼ି:
 
===ଯୋଗୀ ବେଶ ଏବଂ ନିତୀ ଭୋଗ===
ଦିନର ମଧ୍ୟାନ୍ନମଧ୍ୟାହ୍ନ ଭୋଜନ ପୂର୍ବରୁ ଭଗବାନ ଆଖଣ୍ଡଳେଶ୍ୱର ଯୋଗୀ ବେଶରେ ସଜ୍ଜିତ ହୋଇଥାନ୍ତି । ଏହି ବେଶରେ ସେ ଧଳା ଧୋତି ଏବଂ ମଥାରେ ଚନ୍ଦନ ତିଳକ ଧାରଣ କରିଥାନ୍ତି । ଏହି ବେଶରେ ସେ ତାଙ୍କର ସାଧାରଣ ଚଳନୀ ଶୈଳୀ ବିଷୟରେ ଦର୍ଶାଇଥାନ୍ତି । ଏହି ବେଶରରେ ଦିନ ୧ଟା ୩୦ରେ ସେ ମଧ୍ୟାନ୍ନମଧ୍ୟାହ୍ନ ଭୋଜନ ଗ୍ରହଣ କରିଥାନ୍ତି ଏବଂ ଆରତି ପ୍ରସାଦ ସ‌ହିତ '''ବଡ଼ ଧୂପ''' ମଧ୍ୟ ପ୍ରଦାନ କରାଯାଇଥାଏ । ଏହାପରେ ମୁଖ ପଖାଳିବା ପାଇଁ ପ୍ରଭୁ ଆଂଶିକ ସ୍ନାନ କରିଥାନ୍ତି ଏବଂ ପାଖାପାଖି ୧ଘଣ୍ଟାର ବିଶ୍ରାମ ନେଇଥାନ୍ତି ।
 
===ବଡ଼ସିଂହାର ବେଶ===