"ଦିଲ୍ଲୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୬୮ କ ଧାଡ଼ି:
|map_caption = Location of Delhi in India
}}
'''ଦିଲ୍ଲୀ''' [[ଭାରତ]]ର ରାଜଧାନୀ ଓ ଆୟତନ ଅନୁସାରେ ସବୁଠୁ ବଡ଼ [[:category:ମହାନଗର|ମହାନଗର]] ଓ [[ଭାରତର ଜନବହୁଳ ସହର ମାନଙ୍କର ତାଲିକା|ଦ୍ଵିତୀୟ ବୃହତ ମହାନଗର]]<ref name="habib1999jkf">{{Citation | title=The agrarian system of Mughal India, 1556-1707 | author=Irfan Habib | publisher=Oxford University Press, 1999 | isbn=9780195623291 | url=http://books.google.co.in/books?id=0ymFAAAAIAAJ | quote=''... The current Survey of India spellings are followed for place names except where they vary rather noticeably from the spellings in our sources: thus I read "Dehli" not "Delhi ...''}}</ref><ref name="jrasgbi1824fjs">{{Citation | title=Journal of the Royal Asiatic Society of Great Britain & Ireland | author=Royal Asiatic Society | publisher=Cambridge University Press, 1834 | isbn=| url=http://books.google.co.in/books?id=mtosAAAAIAAJ | quote=''... also Dehli or Dilli, not Delhi ...''}}</ref><ref name="karamchandani1968ysf">{{Citation | title=India, the beautiful | author=L.T. Karamchandani| publisher=Sita Publication, 1968 | isbn=| url=http://books.google.co.in/books?id=_sHWfveQGksC | quote=''... According to available evidence the present Delhi, spelt in Hindustani as Dehli or Dilli, derived its name from King ...''}}</ref><ref name="ngjoi1994glk">{{Citation | title=The National geographical journal of India, Volume 40| author=| publisher=National Geographical Society of India, 1994 | isbn=| url=http://books.google.co.in/books?id=aqqAAAAAMAAJ | quote=''... The name which remained the most popular is Dilli with variation in its pronunciation as Dilli, Dehli, or Delhi ...''}}</ref> ଏହା ପୃଥିବୀର [[ଜନବହୁଳ ସହର ମାନଙ୍କର ତାଲିକା|ଅଷ୍ଟମ ବୃହତ ମହାନଗର]] । ୨୦୧୧ ଲୋକଗଣନା ଏଠାରେ ୧୬,୭୫୩,୨୩୫ ଜଣ ବାସିନ୍ଦା ଅଛନ୍ତି । ଏଠାକାର ଗ୍ରେଟର [[ନ୍ୟାସନାଲ କ୍ୟାପିଟାଲ ରିଜିଅନ (ଭାରତ)|ନ୍ୟାସନାଲ କ୍ୟାପିଟାଲ ରିଜିଅନ]] ସହରାଞ୍ଚଳରେ ପାଖାପାଖି ୨୨.୨ ମିଲିଅନ ଲୋକ ବାସ କରନ୍ତି ।<ref name="un">{{cite web|url=http://esa.un.org/unpd/wup/index.htm|title=World Urbanization Prospects: The 2009 Revision Population Database|accessdate=2 April 2019|publisher=UN}}</ref> ଦିଲ୍ଲୀ ନାମ [[ନ୍ୟାସନାଲ କ୍ୟାପିଟାଲ ରିଜିଅନ (ଭାରତ)|ନ୍ୟାସନାଲ କ୍ୟାପିଟାଲ ରିଜିଅନ]] ପାଖାପାଖି ସହରାଞ୍ଚଳକୁ ଓ ଭାରତର [[:category:ରାଜଧାନୀ|ରାଜଧାନୀ]]କୁ ମଧ୍ୟ ବୁଝାଇଥାଏ । ଯଦିଓ ଏହା ଏକ କେନ୍ଦ୍ରଶାସିତ ଅଞ୍ଚଳ ଭଳି କାମ କରେ , ରାଜନୈତିକ ପ୍ରଶାସନ ଅନୁସାରେ ଏହା ଏକ ରାଜ୍ୟ ଭାବେ କାମ କରେ । ଏଠାରେ ବାକି ରାଜ୍ୟମାନଙ୍କ ପରି [[ନ୍ୟାୟପାଳିକା]], [[ହାଇକୋର୍ଟ]], ଜଣେ [[ମୁଖ୍ୟମନ୍ତ୍ରୀ]]ଙ୍କ ଅଧିନରେ ଏକ ମନ୍ତ୍ରିମଣ୍ଡଳ କାମ କରିଥାଏ । ନୂଆଦିଲୀ, ମିଳିତ ଭାବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦେଇ ଶାସିତ ହୋଇଥାଏ । ଏହା [[ନ୍ୟାସନାଲ କ୍ୟାପିଟାଲ ରିଜିଅନ (ଭାରତ)|ନ୍ୟାସନାଲ କ୍ୟାପିଟାଲ ରିଜିଅନ]]ର ମଧ୍ୟ ରାଜଧାନୀ ।
 
== ଇତିହାସ ==
"https://or.wikipedia.org/wiki/ଦିଲ୍ଲୀ"ରୁ ଅଣାଯାଇଅଛି