"ଓଡ଼ିଶୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପ୍ରସଙ୍ଗରେ ଆଧୁନିକ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଚିତ୍ର ରହିବା ଆବଶ୍ୟକ ନୁହେଁ, ପ୍ରସିଦ୍ଧ ଗୁରୁମାନଙ୍କ ଚିତ୍ର ରହିବା ବେଶୀ ପ୍ରାସଙ୍ଗିକ ।
ଶାସ୍ତ୍ରୀୟ ମାନ୍ୟତା ଓ ସଜାଣି
୧୫ କ ଧାଡ଼ି:
}}
 
[[ଭାରତ|ଭାରତରଭାରତରେ]] ପ୍ରଚଳିତ ଶାସ୍ତ୍ରୀୟ ନୃତ୍ୟମାନଙ୍କ ମଧ୍ୟରୁ [[ଓଡ଼ିଶୀ ନୃତ୍ୟ]] ଅନ୍ୟତମ । ଏହାର ପରମ୍ପରା ଅତି ପ୍ରାଚୀନ । [[ଖାରବେଳ|ଖାରବେଳଙ୍କ]] ସମୟରେ ଖୋତିତଖୋଦିତ ରାଣୀଗୁମ୍ଫା, ସ୍ୱର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ ଓଡ଼ିଶୀନୃତ୍ୟର ପ୍ରାଚୀନତା ପ୍ରତିପାଦନ କରେ । ଭରତଙ୍କ '''ନାଟ୍ୟଶାସ୍ତ୍ର'''ରେ ଉଲ୍ଲିଖିତ [[କଳିଙ୍ଗ ନୃତ୍ୟ]] ଶୈଳୀ ଓଡ଼ିଶୀ ନୃତ୍ୟର ସ୍ୱାତନ୍ତ୍ରତା ପ୍ରମାଣିତ କରେ । ଭୁବନେଶ୍ୱରର [[ପର୍ଶୁରାମେଶ୍ୱର ମନ୍ଦିର]], [[ବଇତାଳ ଦେଉଳ|ବୈତାଳ ମନ୍ଦିର]], [[ଶିଶିରେଶ୍ୱର ମନ୍ଦିର]], [[ମାର୍କଣ୍ଡେଶ୍ୱର ମନ୍ଦିର]], [[ମୁକ୍ତେଶ୍ୱର ମନ୍ଦିର]], [[ରାଜରାଣୀ ମନ୍ଦିର]], [[ଲିଙ୍ଗରାଜ ମନ୍ଦିର]], [[ମେଘେଶ୍ୱର ମନ୍ଦିର]] ପ୍ରଭୃତି, [[ପୁରୀ]]ର [[ଜଗନ୍ନାଥ ମନ୍ଦିର]] ଏବଂ [[କୋଣାର୍କ ସୂର୍ଯ୍ୟମନ୍ଦିରସୂର୍ଯ୍ୟ ମନ୍ଦିର|କୋଣାର୍କ ସୂର୍ଯ୍ୟମନ୍ଦିରର]] ବର୍ହିଭାଗରେ ଖୋଦିତ ନର୍ତ୍ତକୀ ଓ ନାୟିକାମାନଙ୍କର ଅଙ୍ଗଭଙ୍ଗୀ ଓ ମୁଦ୍ରାରୁ ଓଡ଼ିଶୀ ନୃତ୍ୟର ପରମ୍ପରା ସମୃଦ୍ଧ ହୋଇଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହି ନୃତ୍ୟ [[ଦେବଦାସୀ ନୃତ୍ୟ]] (ମାହାରୀ) ଓ [[ଗୋଟିପୁଅ]]ମାନଙ୍କଦ୍ୱାରା ପରିବେଷିତ ହୋଇ ଆସୁଥିଲା । ଆମଦେଶ ସ୍ୱାଧୀନ ହେବା ପରେ ଏହି ନୃତ୍ୟ ପରମ୍ପରାର ପୁନରୁଦ୍ଧାର କରାଯାଇ '''ଓଡ଼ିଶୀ''' ନାମରେ ନାମିତ କରାଗଲା ଓ ୧୯୬୪ ମସିହାରେ ଏହା ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କଲା ।<ref>{{cite news |title=ଓଡିଶୀ ସଙ୍ଗୀତ ପାଇଁ ବାଟ ଖୋଲିଲା |url=http://dharitriepaper.in/edition/6187/bhubaneswar/page/5 |accessdate=3 September 2020 |issue=ଧରିତ୍ରୀ ୦୩/୦୯/୨୦୨୦ ପୃଷ୍ଠା ୫ |publisher=ଧରିତ୍ରୀ |date=3 September 2020 |archiveurl=https://web.archive.org/web/20200903043042/http://dharitriepaper.in/edition/6187/bhubaneswar/page/5 |archivedate=3 September 2020 |page=୫}}</ref> ଏହି ଉଦ୍ୟମରେ ସାର୍ଥକତା ଲାଭକରିଥିବା ବ୍ୟକ୍ତିମାନକ ମଧ୍ୟରୁ [[କାଳୀଚରଣ ପଟ୍ଟନାୟକ|କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ]], ନୃତ୍ୟଗୁରୁ [[ପଙ୍କଜଚରଣପଙ୍କଜ ଚରଣ ଦାସ]], [[ଦେବପ୍ରସାଦଦେବ ପ୍ରସାଦ ଦାସ]] ଓ [[କେଳୁଚରଣ ମହାପାତ୍ର]] ଅନ୍ୟତମ ।
 
'''ଓଡ଼ିଶୀ''' [[ଭାରତ|ଭାରତର]] ଆଠଟି [[ଶାସ୍ତ୍ରୀୟ ନାଟ]] ଭିତରୁ ଗୋଟିଏ । ଏହା [[ଓଡ଼ିଶା]]ରୁ ଜନ୍ମ ଲାଭ କରିଛି । ପୁରାତନ ତତ୍ୱ ଅନୁସାରେ ଏହା ଭାରତର ଜୀବନ୍ତ ନୃତ୍ୟକଳା ଭିତରୁ ଗୋଟିଏ ।<ref>http://www.dancesofindia.co.in/classic-dances-india/odissi.html</ref><ref>http://odissi.itgo.com/</ref> ଭାରତୀୟ ନୃତ୍ୟକଳାର ପୋଥି [[ନାଟ୍ୟ ଶାସ୍ତ୍ର]] ଏହାକୁ ''ଓଡ୍ର-ମାଗଧି'' ବୋଲି କହେ । ପ୍ରଥମ ଖ୍ରୀଷ୍ଟପୂର୍ବ ବେଳକୁ [[ଭୁବନେଶ୍ୱର]]ର [[ଖଣ୍ଡଗିରି]] ଓ [[ଉଦୟଗିରି]]ଠାରେ ଓଡ଼ିଶୀ ଏକ ଉନ୍ନତ ନୃତ୍ୟକଳାରେ ପରିଣତ ହୋଇସାରିଥିଲା ଯାହା ସେ କେତେ ପୁରୁଣା ସେକଥା ପ୍ରମାଣ କରେ । ପରାଧୀନ ଭାରତରେ ଫିରିଙ୍ଗିମାନଙ୍କ ଦେଇ ଏହା କିଛି ପରିମାଣରେ ଦବିଯାଇଥିଲେ ହେଁ ସ୍ୱାଧୀନତା ପରେ ଓଡ଼ିଶୀ ପୁଣି ତାର ଆଗର ଗୌରବ ଫେରିପାଇଥିଲା ।
 
ଏହାର ''[[ତ୍ରିଭଙ୍ଗୀ ଠାଣି]]'' ବା ଦେହର ତିନୋଟି ଅଙ୍ଗ- ମୁଣ୍ଡ, ଛାତି ଓ ଅଣ୍ଟାର ସ୍ୱାଧୀନ ଗତି ଏହାକୁ ବାକି ଭାରତୀୟ ନାଟ ଠାରୁ ପୁରାପୁରି ନିଆରା କରି ଗଢ଼ିତୋଳିଛି ।<ref>[http://chandrakantha.com/articles/indian_music/nritya/odissi.html ୨୦୦୮ର୍ଡେଏ ଭିଡି କଟିନିଙ୍କ ଏକ ଲେଖା]</ref><ref name="hi">{{cite book|last=ସେହେଗାଲ|first=ସୁନିଳ |title=ହିନ୍ଦୁଧର୍ମର ଭାଷାକୋଷ: (H - Q).|url=http://books.google.co.in/books?id=wNQ82_yYeK8C&pg=PA868&dq=Tribhanga&hl=en&ei=zDW_TOrnLY2ycaXx4PIN&sa=X&oi=book_result&ct=result&resnum=9&ved=0CEcQ6AEwCA#v=onepage&q=Tribhanga&f=false|year=1999|publisher=Sarup & Sons|isbn=8176250643|page=868}}</ref> ଆଉ ମୌଳିକ ଚଉକୋଣ ନାଚକୁ ''ଚଉକା'' କୁହାଯାଏ ।
 
== ବୈଶିଷ୍ଟ ==
'''ଓଡ଼ିଶୀନୃତ୍ୟ'''ର ବୈଶିଷ୍ଟ ହେଲା ଅଙ୍ଗଭଙ୍ଗୀ ଓ ଲାଳିତ୍ୟ ଓ ଏହାର ପାଞ୍ଚଗୋଟି ପର୍ଯ୍ୟାୟ ହେଲା : ମଙ୍ଗଳାଚରଣ,ବଟୁ,ପଲ୍ଲବୀ,ଅଭିନୟ ଓ ମୋକ୍ଷ । ନୃତ୍ୟ ଆରମ୍ଭରେ ନର୍ତ୍ତକୀ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପାଞ୍ଜଳୀଦ୍ୱାରା ପ୍ରଣାମ ନିବେଦନ କରେ ଓ ଶେଷରେ ମୋକ୍ଷ ଲାଭ କାମନା କରି ପ୍ରଣତି ଜଣାଏ । ଏହି ନୃତ୍ୟରେ [[ପଖଉଜ]], [[ବେହେଲା]], [[ଗିନି]], [[ଝାଞ୍ଜ]],[[ବଂଶୀ]] ଇତ୍ୟାଦିଆଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ । ଆଜି ଓଡ଼ିଶୀ ନୃତ୍ୟ ସମଗ୍ର ଭାରତ ବର୍ଷ ଓ ପୃଥିବୀରେ ବିଶେଷଭାବେ ଆଦୃତ ହୋଇପାରିଛି ।
 
== ଆରମ୍ଭ ଓ ଇତିହାସ ==
Line ୨୯ ⟶ ୩୦:
== ମନ୍ଦିର ଇତିହାସ ==
[[ଫାଇଲ:Pankaj Charan Das.jpg|thumb|ନୃତ୍ୟଭଙ୍ଗୀରେ ଆଦିଗୁରୁ ପଙ୍କଜ ଚରଣ ଦାସ]]
ଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀରେ ତିଆରି ଭୁବନେଶ୍ୱରରେ ଥିବା [[ଖଣ୍ଡଗିରି]] ଓ ଉଦୟଗିରି ସେତେବେଳର ସମ୍ରାଟ ଖାରବେଳଙ୍କଦ୍ୱାରା ତିଆରି କରାଯାଇଥିଲା । ଗବେଷକମାନେ କହନ୍ତି ଗୁମ୍ଫାରେ ଅଙ୍କାଯାଇଥିବା ହେତୁ ଓ ଅନେକ ସେହିଭଳି ପୁରୁଣା ପ୍ରମାଣ ମିଳୁଥିବାରୁ ଓଡ଼ିଶୀ ସବୁଠୁ ବେଶି ପୁରୁଣା ନୃତ୍ୟକଳା । [[କୋଣାର୍କ]] ଓ [[ବ୍ରହ୍ମେଶ୍ୱର ମନ୍ଦିର, ଭୁବନେଶ୍ୱର|ବ୍ରହ୍ମେଶ୍ୱର]] ମନ୍ଦିର କାନ୍ଥରେ ଅଙ୍କା ଚିତ୍ରରେ ବି ନାଚୁଥିବା ଓଡ଼ିଶୀ ନର୍ତ୍ତକ ଓ ନର୍ତ୍ତକୀ ଦେଖିବାକୁ ମିଳନ୍ତି ।<ref>http://www.jagannatha.net/dance.html</ref> ଷଷ୍ଠ-ନବମ ଶତାବ୍ଦୀରେ ତିଆରି ହୋଇଥିବା ବୌଦ୍ଧ କୀର୍ତ୍ତି, [[ଯାଜପୁର]]ର [[ରତ୍ନଗିରି (ଓଡ଼ିଶା)|ରତ୍ନଗିରି]]ରେ ଥିବା ପାହାଡ଼ରେ ଏବେକାର ଓଡ଼ିଶୀ ସହ ସମାନତା ଥିବା ନାଚ ଉପରେ ଅଙ୍କାଯାଇଥିବା ଚିତ୍ର ଦେଖିବାକୁ ମିଳେ । ହିରାପୁରର [[ଚଉଷଠି ଯୋଗିନୀ ମନ୍ଦିର, ହୀରାପୁର|ଚଉଷଠି ଯୋଗିନି ମନ୍ଦିର]] ଭଳି [[ତନ୍ତ୍ର]] ମନ୍ଦିରମାନଙ୍କରେ ଥିବା ଯୋଗିନିମାନେ ଯେଉଁ ମୁଦ୍ରାରେ ଅଛନ୍ତି ସେସବୁ ଏବେକାର ଓଡ଼ିଶୀର ଇତିହାସ ଜାଣିବାରେ ସାହାଯ୍ୟ କରେ । ଓଡ଼ିଶୀ, ଓଡ଼ିଶାର ଶିବ, ବିଷ୍ଣୁ ଓ ବାକି ମନ୍ଦିର ([[କୋଣାର୍କ]]ର ସୁର୍ଯ୍ୟ ମନ୍ଦିର)ରେ ଥିବା ଅଗଣିତ ମୂର୍ତ୍ତିରେ ଦେଖିବାକୁ ମିଳେ ।
[[ଫାଇଲ:Closeup of the temple at Nrityagram Dance Community.jpg|thumb|ଗୁରୁ କେଳୁଚରଣ ମହାପାତ୍ର]]
 
== ଶିକ୍ଷାରେ ==
୨୦୧୫ ଠାରୁ ଭୁବନେଶ୍ୱରର [[ଭାରତୀୟ ବୈଷୟିକ ଅନୁଷ୍ଠାନ (ଭୁବନେଶ୍ୱର)|ଭାରତୀୟ ବୈଷୟିକ ଅନୁଷ୍ଠାନ]]ର [[ବିଟେକ]] ପାଠ୍ୟକ୍ରମରେ ଓଡ଼ିଶୀ ସାମିଲ ହୋଇଛି । ଏହା କୌଣସି ଶାସ୍ତ୍ରୀୟ ନାଚକୁ ପାଟଃଯକ୍ରମପାଠ୍ୟକ୍ରମ କରିବାରେ ପ୍ରଥମ ବୈଷୟିକ ଅନୁଷ୍ଠାନ ।<ref name=TOI11September2015>{{cite news|last=Pradhan|first=Ashok|title=IIT Bhubaneswar becomes first IIT in country to introduce dance as BTech subject|url=http://timesofindia.indiatimes.com/home/education/news/IIT-Bhubaneswar-becomes-first-IIT-in-country-to-introduce-dance-as-BTech-subject/articleshow/48911403.cms|accessdate=13 September 2015|publisher=Times of India|date=11 September 2015}}</ref><ref name=Hin12September2015>{{cite news|last1=Barik|first1=Satyasundar|title=IIT-Bhubaneswar to train students in Odissi too|url=http://www.thehindu.com/news/national/other-states/iitbhubaneswar-to-train-students-in-odissi-too/article7642531.ece|accessdate=13 September 2015|publisher=The Hindu|date=12 September 2015}}</ref><ref name=NIE12September2015>{{cite news|title=IIT-Bhubaneswar Becomes First IIT to Introduce Odissi as a Course|url=http://www.newindianexpress.com/states/odisha/IIT-Bhubaneswar-Becomes-First-IIT-to-Introduce-Odissi-as-a-Course/2015/09/11/article3022753.ece|accessdate=13 September 2015|publisher=New Indian Express|date=12 September 2015}}</ref>
 
== ଆଧାର ==
"https://or.wikipedia.org/wiki/ଓଡ଼ିଶୀ"ରୁ ଅଣାଯାଇଅଛି