"ଓଡ଼ିଶୀ ସଙ୍ଗୀତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଚିତ୍ରରେ ତବଲା ଥିବାରୁ ଓଡ଼ିଶୀ ସଙ୍ଗେ ସମ୍ପର୍କ ନାହିଁ - ଏଣୁ କଢ଼ାଗଲା
ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା
୧ କ ଧାଡ଼ି:
'''ଓଡ଼ିଶୀ ସଙ୍ଗୀତ''' ([[ଇଂରାଜୀ ଭାଷା|ଇଂରାଜୀ]]: '''Odissi music''', ''oṛiśī'') [[ଓଡ଼ିଶା]]ରେ ଆରମ୍ଭ ହୋଇଥିବା ଏକ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ । ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରରେ ଉଲ୍ଲିଖିତ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ପାଞ୍ଚଟି ଶାଖା; ଅବନ୍ତୀ, ପାଞ୍ଚାଳୀ, ଓଡ୍ରମାଗଧୀ, ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ । ଏହି ମଧ୍ୟରୁ ଓଡ଼ିଶୀ ଉଡ୍ରମାଗଧୀ ଧାରା ଅଟେ । ଗାୟନ ପାଇଁ ଗୀତ ରଚନା କରୁଥିବା [[ଜୟଦେବ]]ଙ୍କ ସମୟରୁ ଓଡ଼ିଶୀ ସଙ୍ଗୀତ ଉନ୍ନତ ହୋଇ ବିକାଶଲାଭ କରିଥିଲା । ୧୧ଶ ଶତକ ବେଳକୁ [[ଓଡ଼ିଶାର ଲୋକଗୀତ]]ମାନ ତ୍ରିସ୍ୱରୀ, ଚତୁର୍ସ୍ୱରୀ, ପଞ୍ଚସ୍ୱରୀ ଭାବେ ଥିଲା । ଏହା ପରେ ଶାସ୍ତ୍ର୍ରୀୟ ଧାରାରେ ବଦଳାଯାଇଥିଲା । ତେବେ ଓଡ଼ିଶୀ ସଙ୍ଗୀତ [[ଓଡ଼ିଆ ଭାଷା]]ର ବିକାଶ ହେବା ଆଗରୁ ରହିଥିଲା । ଖ୍ରୀ.ପୂ. ଦ୍ୱିତୀୟ ଶତକରେ [[କଳିଙ୍ଗ]]ର ଶାସକ [[ଖାରବେଳ]] ସଙ୍ଗୀତ ଓ ନୃତ୍ୟର ପୃଷ୍ଠପୋଷକତା କରୁଥିଲେ ।<ref name="bare_url">[http://orissagov.nic.in/e-magazine/Orissareview/august-2007/engpdf/Page108-111.pdf] {{dead link|date=July 2013}}</ref>
==ଆରମ୍ଭ ଓ ଇତିହାସ==
[[ଓଡ଼ିଶାର ଇତିହାସ|ଓଡ଼ିଶା]]ର ସଂସ୍କୃତି ଓ ସଙ୍ଗୀତର ପ୍ରମାଣ ବିଭିନ୍ନ ପ୍ରତ୍ନତାତ୍ୱିକ ଖନନରୁ ମିଳିଛି । [[ଅନୁଗୋଳ ଜିଲ୍ଲା]]ର [[ଶଙ୍କରଜଙ୍ଗ]]ଠାରେ ଖନନରୁ ତାମ୍ର ଓ ପ୍ରସ୍ତର ଯୁଗର ପ୍ରମାଣ ମିଳିଥିଲା । ଏଠାରୁ ମସୃଣକରାଯାଇଥିଲା ଶିଳା ଓ ହାତଗଢ଼ା ମାଟିପାତ୍ର ଖୋଳାଯାଇ ମିଳିଥିଲା । କିଛି କିଛି ଶିଳା ବିଶାଳାକାର ଥିଲା । ତେଣୁ ଏଗୁଡ଼ିକୁ ଶିଳାଖମ୍ବ ନାମିତ କରାଯାଇଥିଲା । ଶଙ୍କରଜଙ୍ଗରୁ ମିଳିଥିବା ଶିଳାଖମ୍ବ ପୁରାତନ ବାଦ୍ୟଯନ୍ତ୍ର ବୋଲି ଜଣାଯାଏ ।<ref>[http://orissagov.nic.in/e-magazine/Journal/Journal2/pdf/ohrj-014.pdf] {{wayback|url=http://orissagov.nic.in/e-magazine/Journal/Journal2/pdf/ohrj-014.pdf|date=20091029204543}}</ref><!-- There are historical evidences in the form of sculptural evidences, i.e. musical instruments, singing and dancing postures of damsels in the Ranigumpha Caves in [[Khandagiri]] and [[Udayagiri and Khandagiri Caves|Udayagiri]] at [[Bhubaneswar]].--> ୨୦୦୮ ମସିହାରେ [[ଓଡ଼ିଶା ସରକାର]] ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟତା ମାନ୍ୟତା ପ୍ରଦାନ କରିଥିଲେ । କେନ୍ଦ୍ର ସରକାରଙ୍କଦ୍ୱାରା ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ପାଇଁ ୨୦୨୦ ମସିହା ସେପ୍ଟେମ୍ବର ୨ ତାରିଖରେ ଓଡ଼ିଶା କ୍ୟାବିନେଟରେ ଏକ ପ୍ରସ୍ତାବ ଗୃହିତ ହୋଇଥିଲା ।<ref>{{cite news |title=ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କସରତ ଆରମ୍ଭ |url=https://sambadepaper.com/imageview_164754_2514309_4_71_03-09-2020_10_i_1_sf.html |accessdate=3 September 2020 |issue=ସମ୍ବାଦ ୦୩/୦୯/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧, ୧୦ |publisher=ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି |date=3 September 2020 |archiveurl=https://web.archive.org/web/20200903041908/https://sambadepaper.com/imageview_164754_2514309_4_71_03-09-2020_10_i_1_sf.html |archivedate=3 September 2020 |pages=୦୧,୧୦}}</ref>
 
== କଳାକାର ==