"ଓଡ଼ିଆ ଭାଗବତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
→‎ଲୋକପ୍ରିୟତା: ଫିକ୍ସଡ଼ ବନାନ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୭୬ କ ଧାଡ଼ି:
ଷୋଡ଼ଶ ଶତାବ୍ଦୀରେ ରଚିତ ଏହି ଭାଗବତ ସାଧାରଣ ଜନତାଙ୍କ ପାଇଁ ନିଶ୍ଚିତରୂପେ ବ୍ୟାସଦେବକୃତ ଭାଗବତର ଅମର ସନ୍ଦେଶ ବହନ କରିଛି । ଭକ୍ତ ଜଗନ୍ନାଥଙ୍କ ଲେଖନୀରୁ ନିସୃତ ଏହି ଭାଗବତ ଓଡ଼ିଶାର ଆଧ୍ୟାମିକ ଜାଗରଣର ଯେ ପ୍ରାଣକେନ୍ଦ୍ର, ଏହା ଅସ୍ୱୀକାର କରାଯାଇ ପାରିବ ନାହିଁ । ବିଶେଷ କରି ଏହାର ସୁଖପାଠ୍ୟତା, ଲଳିତ ଓ କୋମଳ ପଦାବଳୀ ତଥା ସହଜ ଗାନଯୋଗ୍ୟ ନବାକ୍ଷରୀ ଛନ୍ଦ ଶ୍ରୋତା ନିକଟରେ ଏକ ସାଙ୍ଗୀତିକ ପରିବେଶ ସୃଷ୍ଟି କରି ପାରୁଥିବାରୁ ଓଡ଼ିଶାର ଘରେ ଘରେ ଏହା ପଠିତ ହୁଏ ।
 
ସାଧାରଣତଃ ଶ୍ରୀମଦ୍ଭାଗବତ କହିଲେ ଉତ୍କଳୀୟ ଜନସାଧାରଣଙ୍କ ମଧ୍ୟରୁ ଅଧିକାଂଶ କେବଳ ଜଗନ୍ନାଥଦାସଙ୍କ ପ୍ରଣୀତ ଭାଗବତକୁ ହିଁ ବୁଝନ୍ତି । ମୂଳ ଭାଗବତ ଯେ ସଂସ୍କୃତରେ ରଚିତ ଓ ଏହାର ସ୍ରଷ୍ଟା [[ବ୍ୟାସଦେବ]], ଏ କଥା କମ ଲୋକ ଜାଣନ୍ତି । ଭାଗବତ ପ୍ରତି ଲୋକମାନଙ୍କର ଏହି ଆମ୍ଭୀୟତା ହିଁଆତ୍ମୀୟତା ସ୍ପଷ୍ଟ କରିଦିଏ ଯେ ଜଗନ୍ନାଥଦାସଙ୍କ ଭାଗବତ ସହ ଜନସାଧାରଣ କେତେ ପରିମାଣରେ ପରିଚିତ ।<ref name="odishagovtportal">{{cite web |title=Rethinking the History of the ‘Odia Identity’: An Appraisal in Jagannath Das’ s ‘Odia Bhagavata.’ |url=http://magazines.odisha.gov.in/Orissareview/2016/Feb-Mar/engpdf/15-18.pdf |website=www.odisha.gov.in |accessdate=6 November 2018}}</ref>
 
== ଭାଗବତ ବାଣୀ ==