"ଦୁର୍ଯ୍ୟୋଧନ ଗରଡ଼ିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୨ କ ଧାଡ଼ି:
ଦୁର୍ଯ୍ୟୋଧନ ଓଡ଼ିଶା ରାଜନୀତିରେ [[ଭାରତୀୟ ଜାତୀୟ କଂଗ୍ରେସ]]ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।
 
୨୦୦୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଦୁର୍ଯ୍ୟୋଧନ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ୩୨,୬୫୬ ଖଣ୍ଡ ଭୋଟ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୧୩,୭୮୪ ଖଣ୍ଡ ଭୋଟରେ ପରାସ୍ତ କରି ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।<ref>{{cite news |last1=Pradhan |first1=Phanindra |title=BJP faces homemaker challenge in Rengali |url=https://www.newindianexpress.com/states/odisha/2019/apr/01/bjp-faces-homemaker-challenge-in-rengali-1958635.html |accessdate=26 August 2020 |work=The New Indian Express |date=1 April 2019}}</ref>
 
୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଓ ୩୧,୩୩୫ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ରହିଥିଲେ ।<ref name="Rengali Election News">{{cite news |title=RENGALI ELECTION RESULTS & NEWS |url=https://www.news18.com/assembly-elections-2019/odisha/rengali-election-result-s18a016/ |accessdate=26 August 2020 |work=News18. |publisher=news18.com}}</ref>