"ବନ୍ଦେ ମାତରମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୭ କ ଧାଡ଼ି:
===ଭାରତୀୟ ସ୍ଵାଧୀନତା ସଂଗ୍ରାମ===
[[Image:India1907Flag.png|thumb|220px|[[ଭିକାଜୀ କାମା]]ଙ୍କ ଦେଇ ୧୯୦୭ରେ ତିଆରି ଜାତୀୟ ପତାକା]]
''"ବନ୍ଦେ ମାତରମ"'' [[ଭାରତୀୟ ସ୍ଵାଧୀନତା ଆନ୍ଦୋଳନ|ଭାରତୀୟ ସ୍ଵାଧୀନତା]] କାଳରେ ଫିରିଙ୍ଗି ମାନଙ୍କ ବିରୋଧରେ ଏକ ଗାନ ଥିଲା । ଅନେକ ଧାରନା, ଅନଶନରେ "ବନ୍ଦେ ମାତରମ" ବୋଲି ସ୍ଳୋଗାନ ଦିଆଯାଉଥିଲା । ଫିରିଙ୍ଗିମାନେ ଭୟଭୀତ ହୋଇ ଏହାକୁ ଅନ୍ୟାୟ ଭାବରେ ଘୋଷଣା କରି ବନ୍ଦେ ମାତରମ ବୋଲୁଥିଲା [[ଭାରତୀୟ ସ୍ଵାଧୀନତା ସଂଗ୍ରାମୀ]] <!--[[Freedom_fighters_of_India]]--> ମାନଙ୍କୁ ଜେଲରେ ରେ ଭର୍ତି କରୁଥିଲେ । [[ଲାଲା ଲଜପତ ରାୟ]] [[ଲାହୋର]] ଠାରୁ ଏକ ସନ୍ଦର୍ଭ ଆରମ୍ଭ କରିଥିଲେ ଯାହାର ନାଆଁ ଥିଲା "ବନ୍ଦେ ମାତରମ" ।<ref name="mustard" /> [[Hiralal Sen]] made India's first political film in 1905 which ended with the chant. [[Matangini Hazra]]'s last words as she was shot to death by the [[Crown colony|Crown police]] were ''Vande Mataram''<ref name="Local">{{cite book
| last = Chakrabarty
| first = Bidyut
| year = 1997
| title = Local Politics and Indian Nationalism: Midnapur (1919-1944)
| publisher = Manohar
| location = New Delhi
| pages = 167
}}</ref>
 
୧୯୦୭ରେ [[ଭିକାଜି କାମା]] (୧୮୯୧-୧୯୩୬) ଷ୍ଟୁଟଗର୍ଟ, [[ଜର୍ମାନୀ]] ଠାରେ<!--Stuttgart, Germany--> ଭାରତର ପ୍ରଥମ [[ତ୍ରିରଙ୍ଗା]] ଜାତୀୟ ପତାକା ତିଆରି କରିଥିଲେ ଯାହା ମଝିରେ "ବନ୍ଦେ ମାତରମ" ଲେଖାଯାଇଥିଲା<ref>[http://rajyasabha.nic.in/photo/pm/p2.html p2<!-- Bot generated title -->]</ref>