"ବନ୍ଦେ ମାତରମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
[[File:BankimChandra.jpg‎|thumb|[[ବଙ୍କିମ ଚନ୍ଦ୍ର ଚଟୋପାଧ୍ୟୟ]]]]
 
<big>ବନ୍ଦେ ମାତରମ</big> ଏକ ଅନୁପମ ରାଷ୍ଟ୍ର ଭକ୍ତି କବିତା ଜାହାକି [[ବଙ୍କିମ ଚନ୍ଦ୍ର ଚଟୋପାଧ୍ୟୟ]]ଙ୍କ ଦ୍ବାରା ୧୮୮୨ ମସିହା ରେ [[ଆନନ୍ଦ ମଠ]] ଉପନ୍ୟସରେ ଲେଖାଯାଇଥିଲା । ଏହା [[ସଂସ୍କୃତ]] ଓ [[ବଙ୍ଗାଳି]] ଭାଷାର ଏକ ମିଶ୍ରଣ ଅଟେ । ଏହି କବିତାଟି ଏକ ଜଣାଣ ଅଟ ଯେଉଁଥିରେ ମା [[ଦୁର୍ଗା]]ଙ୍କୁ [[ଭାରତ]] ମାତାଙ୍କ ଅବତାର ସହିତ ତୁଳନା କରି ତାଙ୍କ ବନ୍ଦନା କରାଯାଇଛି । ଭାରତିୟ ସ୍ବାଧିନତ ସଂଗ୍ରାମରେ ଏହି କବିତାର ଏଖ ବଡ଼ ଜୋଗଦାନ ରହିଛି । ଏହି କବିତାଟିକୁ ପ୍ରଥମ ଥର ପାଇଁ [[ରବିନ୍ଦ୍ରନାଥ ଟାଗୋର]] ୧୮୯୬ର କଙ୍ଗ୍ରେସ୍ ଅଧିବେସନ ଆବ୍ରୁତି କରିଥିଲ । ୧୯୫୦ ରେ ଭାରତ ଯେତବେଲ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଛୟ ପାଇଲା ସେତବେଳେ ଏହି କବିତାର ଦୁଇଟି ଛନ୍ଦ ସରକାରି ଭାବେ ଭରତ ଗଣରାଜ୍ୟର ରାଷ୍ଟ୍ର ଗାନ କରିଦିଆଗଲା ।
 
==କବିତା==