"ବନ୍ଦେ ମାତରମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ବନ୍ଦେ ମାତରମ ଏକ ଅନୁପମ ରାଷ୍ଟ୍ର ଭକ୍ତି କବିତା ଜାହାକ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
[[File:BankimChandra.jpg‎|thumb|[[ବଙ୍କିମ ଚନ୍ଦ୍ର ଚଟୋପାଧ୍ୟୟ]]]]
ବନ୍ଦେ ମାତରମ ଏକ ଅନୁପମ ରାଷ୍ଟ୍ର ଭକ୍ତି କବିତା ଜାହାକି [[ବଙ୍କିମ ଚନ୍ଦ୍ର ଚଟୋପାଧ୍ୟୟ]]ଙ୍କ ଦ୍ବାରା ୧୮୮୨ ମସିହା ରେ [[ଆନନ୍ଦ ମଠ]] ଉପନ୍ୟସରେ ଲେଖାଯାଇଥିଲା । ଏହା [[ସଂସ୍କୃତ]] ଓ [[ବଙ୍ଗାଳି]] ଭାଷାର ଏକ ମିଶ୍ରଣ ଅଟେ । ଏହି କବିତାଟି ଏକ ଜଣାଣ ଅଟ ଯେଉଁଥିରେ ମା [[ଦୁର୍ଗା]]ଙ୍କୁ [[ଭାରତ]] ମାତାଙ୍କ ଅବତାର ସହିତ ତୁଳନା କରି ତାଙ୍କ ବନ୍ଦନା କରାଯାଇଛି । ଭାରତିୟ ସ୍ବାଧିନତ ସଂଗ୍ରାମରେ ଏହି କବିତାର ଏଖ ବଡ଼ ଜୋଗଦାନ ରହିଛି । ଏହି କବିତାଟିକୁ ପ୍ରଥମ ଥର ପାଇଁ [[ରବିନ୍ଦ୍ରନାଥ ଟାଗୋର]] ୧୮୯୬ର କଙ୍ଗ୍ରେସ୍ ଅଧିବେସନ ଆବ୍ରୁତି କରିଥିଲ । ୧୯୫୦ ରେ ଭାରତ ଯେତବେଲ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଛୟ ପାଇଲା ସେତବେଳେ ଏହି କବିତାଟିକୁ ସରକାରି ଭାବେ ଭରତ ଗଣରାଜ୍ୟର ରାଷ୍ଟ୍ର ଗାନ କରିଦିଆଗଲା ।
 
ବନ୍ଦେ ମାତରମ ଏକ ଅନୁପମ ରାଷ୍ଟ୍ର ଭକ୍ତି କବିତା ଜାହାକି [[ବଙ୍କିମ ଚନ୍ଦ୍ର ଚଟୋପାଧ୍ୟୟ]]ଙ୍କ ଦ୍ବାରା ୧୮୮୨ ମସିହା ରେ [[ଆନନ୍ଦ ମଠ]] ଉପନ୍ୟସରେ ଲେଖାଯାଇଥିଲା । ଏହା [[ସଂସ୍କୃତ]] ଓ [[ବଙ୍ଗାଳି]] ଭାଷାର ଏକ ମିଶ୍ରଣ ଅଟେ । ଏହି କବିତାଟି ଏକ ଜଣାଣ ଅଟ ଯେଉଁଥିରେ ମା [[ଦୁର୍ଗା]]ଙ୍କୁ [[ଭାରତ]] ମାତାଙ୍କ ଅବତାର ସହିତ ତୁଳନା କରି ତାଙ୍କ ବନ୍ଦନା କରାଯାଇଛି । ଭାରତିୟ ସ୍ବାଧିନତ ସଂଗ୍ରାମରେ ଏହି କବିତାର ଏଖ ବଡ଼ ଜୋଗଦାନ ରହିଛି । ଏହି କବିତାଟିକୁ ପ୍ରଥମ ଥର ପାଇଁ [[ରବିନ୍ଦ୍ରନାଥ ଟାଗୋର]] ୧୮୯୬ର କଙ୍ଗ୍ରେସ୍ ଅଧିବେସନ ଆବ୍ରୁତି କରିଥିଲ । ୧୯୫୦ ରେ ଭାରତ ଯେତବେଲ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଛୟ ପାଇଲା ସେତବେଳେ ଏହି କବିତାଟିକୁକବିତାର ଦୁଇଟି ଛନ୍ଦ ସରକାରି ଭାବେ ଭରତ ଗଣରାଜ୍ୟର ରାଷ୍ଟ୍ର ଗାନ କରିଦିଆଗଲା ।
 
==କବିତା==
{{Rquote|left|ବନ୍ଦେ ମାତରମ୍</br>
ସୁଜଳାମ୍ ସୁଫଳାମ୍</br>
ମଳୟଜଶୀତଳାମ୍</br>
ଶସ୍ଯ ଶ୍ଯମଳାମ୍</br>
ମାତରମ୍</br>
ବନ୍ଦେ ମାତରମ୍।</br>
</br>
ଶୁଭ୍ର ଯୋଷ୍ଣା</br>
ପୁଲକିତ ୟାମିନୀମ୍</br>
ଫୁଲ୍ଲ କୁସୁମିତ</br>
ଧ୍ରୁମଦଳଶୋଭିନୀମ୍</br>
ସୁଭାସିନୀମ୍</br>
ସୁମଧୁର ଭାସିନୀମ୍</br>
ସୁଖଦାମ୍ ବରଦାମ୍</br>
ମାତରମ୍</br>
ବନ୍ଦେ ମାତରମ୍॥</br>