"ଷଠି ଓଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ୨୦୨୦ ତାରିଖ
ଟ୍ୟାଗ: 2017 source edit
ଟିକେNo edit summary
୨୨ କ ଧାଡ଼ି:
|frequency= ବାର୍ଷିକ
}}
'''ଷଠି ଓଷା''' ('''ଷଠୀଷଠି ବ୍ରତ''' ଓ '''ଷଷ୍ଠୀ ଓଷା''' ନାମରେ ମଧ୍ୟ ଜଣା) [[ଓଡ଼ିଶା]]ରେ ପାଳିତ ଏକ ପାରମ୍ପାରିକ ଓଷା ।<ref>{{cite book|title=Cultural Heritage of Orissa: Justice Sri Harihar Mahapatra Felicitation Volume|url=http://books.google.com/books?id=W2ZuAAAAMAAJ|year=1993|publisher=Institute of Oriental and Orissan Studies}}</ref> ଷଠୀଷଠି ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ ବୋଲି କୁହାଯାଏ । ଗାଁରେ ମା'ମାନେ ତାଙ୍କୁ ପୂଜା କରିଥାନ୍ତି । ଷଠୀଷଠି ଠାକୁରାଣୀଙ୍କୁ ପିଲାଙ୍କ ଭଲ ମନ୍ଦ ପାଇଁ ମା'ମାନେ ପୂଜିଥାନ୍ତି ।<ref name="Dāśa1991">{{cite book|author=Kuñjabihāri Dāśa|title=Folklore of Orissa|url=http://books.google.com/books?id=1VpiAAAAMAAJ|year=1991|publisher=Orissa Sahitya Akademi}}</ref><ref name="PatnaikMohanty1989">{{cite book|author1=N. Patnaik|author2=Sarat Chandra Mohanty|author3=Tribal and Harijan Research-cum-Training Institute (Bhubaneswar, India)|title=The Ganda, a scheduled caste weaver community of western Orissa|url=http://books.google.com/books?id=egs9AAAAMAAJ|date=1989|publisher=Tribal & Harijan Research-cum-Training Institute}}</ref>
 
ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ ([[ଗଣେଶ ପୂଜା]]ର ଦୁଇ ଦିନ ପରେ), ଷଠି ଓଷା ପାଳନ ହୁଏ । ଏଇ ପୂଜାଟି, ଗୋଟେ ପିଲା ଜନ୍ମ ହେଲା ପରେ ଯେଉଁ ଷଠୀଷଠି ଦୁସେଇ ପୂଜା ହୁଏ, ତା'ଠୁଁ ଟିକେ ଅଲଗା ।
 
== ପାଳନ ବିଧି ==
"https://or.wikipedia.org/wiki/ଷଠି_ଓଷା"ରୁ ଅଣାଯାଇଅଛି