"ଅଭିମନ୍ୟୁ ସାମନ୍ତସିଂହାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
+ ଓଡ଼ିଶୀ ସଙ୍ଗୀତ ଛାଞ୍ଚ
୨୦ କ ଧାଡ଼ି:
}}
 
'''ଅଭିମନ୍ୟୁ ସାମନ୍ତସିଂହାର''' (୨୩ ଫେବୃଆରୀ ୧୭୬୦<ref>{{cite web|title=ABHIMNYU SAMANTA SINGHARA|url=http://orissadiary.com/personality/poet/ABHIMNYU_SAMANTA_SINGHARA%20.asp|publisher=orissadiary|accessdate=23 September 2016}}</ref>, ଅନ୍ୟମତ ୧୭୫୭<ref>ଓଡ଼ିଆ ଗୀତିକାବ୍ୟ ସଙ୍କଳନ, ସଂକଳନ ଓ ସମ୍ପାଦନା : ଜାନକୀ ବଲ୍ଲଭ ମହାନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୭୭ ।</ref> - ୧୫ ଜୁନ ୧୮୦୬<ref>{{cite web|title=ଯାଜପୁର ସଂସ୍କୃତି ବିକାଶ ପରିଷଦ|url=http://www.jajpursanskrutibikashparishad.org/jajur_glance.php|accessdate=3 May 2014}}</ref>) <!--ଅଷ୍ଟାଦଶ ଶତାବ୍ଦୀ--> [[ଯାଜପୁର ଜିଲ୍ଲା]]ର ବାଲିଆଠାରେ ଜନ୍ମିତ ଜଣେ ପୁରାତନ [[ଓଡ଼ିଆ ଭାଷା|ଓଡ଼ିଆ]] କବି। ତରୁଣ ବୟସରେ ସେ ବାଘ ଗୀତ, ଚଢାଇ ଗୀତ ଆଦି ରଚନା କରି ଓଡ଼ିଆ ଲୋକ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ରାଧାକୃଷ୍ଣ ପ୍ରେମ ସମ୍ପର୍କରେ ସେ ଅନେକ କାବ୍ୟ ରଚନା କରିଛନ୍ତି। [[s:ବିଦଗ୍ଧ ଚିନ୍ତାମଣି|ବିଦଗ୍ଧ ଚିନ୍ତାମଣି]] ତାଙ୍କ ଶ୍ରେଷ୍ଠ କୃତି।
 
== ଜୀବନୀ ==
 
=== ସାମନ୍ତସିଂହାର ବଂଶ ===
ଅଭିମନ୍ୟୁଙ୍କ ଆଦି ଜନ୍ମସ୍ଥାନ ଜୟପୁର ଅନ୍ତର୍ଗତ ଭାବଙ୍ଗର । କେନ୍ଦ୍ରାପଡ଼ା କ୍ଷତ୍ରିୟବଂଶ ଯୋଧପୁରରୁ ଆସିଥିଲେ । ସାମନ୍ତସିଂହାର ବଂଶ ସେ ବଂଶର ଅନେକ ପରବର୍ତ୍ତୀ ବୋଲି ଅନୁମାନ କରାଯାଏ । ଏ ବଂଶ ଖୋର୍ଦ୍ଧାର ଭୋଇବଂଶୀୟ ରାଜାଙ୍କଠାରୁ ବରୁଆଂପ୍ରଗନା-ଅନ୍ତର୍ଗତ ବାଲିଆ ଜମିଦାରୀ ପ୍ରାପ୍ତ ହୋଇଥିଲେ । <ref name=":0">ମୃତ୍ୟୁଞ୍ଜୟ ରଥ - ଅଭିମନ୍ୟୁ ସାମନ୍ତସିଂହାର ଜୀବନଚରିତ । ଉତ୍କଳ ସାହିତ୍ୟ, ୧୮ଶ ଭାଗ ।</ref>
 
==== ସାମନ୍ତସିଂହାର ଉପାଧି ====
ସାମନ୍ତସିଂହାର ଉପାଧି କାହାଠାରୁ ପ୍ରାପ୍ତ ହୋଇଥିଲା ତାହା ନିଶ୍ଚିତରୂପେ ଜଣା ନାହିଁ । କେତେକଙ୍କ ମତେ ସେ ଅଞ୍ଚଳରେ ସେତେବେଳେ ବରପଦା ପ୍ରଭୃତି ନାମରେ ସାତ ଟପା ଥିଲା । ଏହି ସାତ ଟପାରେ ରଣସିଂହ ମହାପାତ୍ର, ଦକ୍ଷିଣରାୟ ମହାପାତ୍ର ପ୍ରଭୃତି ବିଭିନ୍ନ ରାଜୋପାଧିଧାରୀ ସାତ ସାମନ୍ତ ଥିଲେ । ଅଭିମନ୍ୟୁଙ୍କ ପୂର୍ବପୁରୁଷ ଏହି ସାମନ୍ତ ମଧ୍ୟରେ ଗଣ୍ୟ ନ ହେଉଥିଲେ ହେଁ ଏକ ସମୟରେ ସେ ବଂଶର ଜଣେ କେହି ଅପର ସାତ ସାମନ୍ତଙ୍କୁ ଗୋଟିଏ ମହା ବିପଦରୁ ବୁଦ୍ଧିବଳେ ରକ୍ଷା କରିଥିଲେ । ଏଥିରେ ସାମନ୍ତମାନେ ସନ୍ତୁଷ୍ଟ ହୋଇ 'ସାମନ୍ତସିଂହାର' ଅର୍ଥାତ୍ ସାମନ୍ତଭୂଷଣ ଉପାଧି ପ୍ରଦାନ କରିଥିଲେ । ସେହି ଉପାଧି ରାଜଦତ୍ତ ଉପାଧି ପ୍ରାୟ ସମ୍ମାନ ସହ ବଂଶପରମ୍ପରା ଚଳି ଆସୁଛି ।<ref name=":0" /><ref>ଆର୍ତ୍ତବଲ୍ଲଭ ମହାନ୍ତି - ବିଦଗ୍ଧ ଚିନ୍ତାମଣି । ବିଶୁ୍ଦ୍ଧ ସଂସ୍କରଣ । ଅଭିମନ୍ୟୁଙ୍କ ଜୀବନଚରିତ, ମୁଖବନ୍ଧ ପୃଷ୍ଠା (୲୶) । ୧୯୨୫, ବି ଏସ୍ ଦାସଙ୍କଦ୍ୱାରା ମୁକୁର ପ୍ରେସ, କଟକରେ ମୁଦ୍ରିତ ।</ref>
 
ଜନନୀ ତୁଳସୀ ଦେବୀ ଉଦୟପୁର(ଲାଉଖିଆ) ଗ୍ରାମର ବିଖ୍ୟାତ ପଟ୍ଟନାୟକ ବଂଶରେ ଜନ୍ମଲାଭ କରିଥିଲେ । ସପତ୍ନୀମାନଙ୍କ ମଧ୍ୟରେ ସେ ଅଧିକ ଧର୍ମ୍ମ୍ପରାୟଣାଧର୍ମପରାୟଣା ଥିଲେ ।
 
==== ବଂଶାବଳୀ ====
୪୩ କ ଧାଡ଼ି:
|boxstyle_Abhim =background-color: #faecc8;}}
{{chart/end}}
{{Break}}କବିଙ୍କର ଜନ୍ମ ୧୭୬୦ ମସିହା ଫେବୃଆରୀ ୨୩ତାରିଖ ଦିନ [[ଯାଜପୁର ଜିଲ୍ଲା]]ର ବାଲିଆଠାରେ ହୋଇଥିଲା ।<ref>{{cite journal|title=EMINENT LITERARY LUMINARIES OF ORISSA|journal=ORISSA REFERENCE ANNUAL - 2004|year=2004|pages=୨୯୧|url=http://orissa.gov.in/e-magazine/orissaannualreference/ORA-2004/pdf/eminent_literacy_luminaries_of_orissa.pdf|accessdate= 6 February 2014}}</ref>ବାଲିଆ ଗ୍ରାମ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ଠାରୁ ଅନତିଦୁରରେ ଅବସ୍ଥିତ। ତାଙ୍କର ପିତା ଥିଲେ ଜଣେ ଅପୁତ୍ରିକ ଜମିଦାର ଇନ୍ଦ୍ରଜିତ ସାମନ୍ତ ସିଂହାର । [[ସଦାନନ୍ଦ|ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା]] ନାମରେ ଜଣେ ପଣ୍ଡିତଙ୍କ ଦେବପୂଜା ହେତୁ ଅଭିମନ୍ୟୁ ଜନ୍ମ ହେବାର ପ୍ରବାଦ ରହିଅଛି ।<ref>[http://books.google.co.in/books?id=ObFCT5_taSgC&lpg=PA572&ots=mVz-0zyXt8&dq=abhimanyu%20samanta%20sinhara&pg=PA572#v=onepage&q=abhimanyu%20samanta%20sinhara&f=false|The Encyclopaedia Of Indian Literature (Volume One (A To Devo), Volume 1]</ref> ସେ ହି ଅଭିମନ୍ୟୁଙ୍କ ଗୁରୁ ଥିଲେ । ମାତ୍ର ୯ ବର୍ଷ ବୟସରେ ସେ ପ୍ରଥମ ପଦ୍ୟ ରଚନା କରିଥିଲେ।
{{Break}}
କବିଙ୍କର ଜନ୍ମ ୧୭୬୦ ମସିହା ଫେବୃଆରୀ ୨୩ତାରିଖ ଦିନ [[ଯାଜପୁର ଜିଲ୍ଲା]]ର ବାଲିଆଠାରେ ହୋଇଥିଲା ।<ref>{{cite journal|title=EMINENT LITERARY LUMINARIES OF ORISSA|journal=ORISSA REFERENCE ANNUAL - 2004|year=2004|pages=୨୯୧|url=http://orissa.gov.in/e-magazine/orissaannualreference/ORA-2004/pdf/eminent_literacy_luminaries_of_orissa.pdf|accessdate= 6 February 2014}}</ref>ବାଲିଆ ଗ୍ରାମ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ଠାରୁ ଅନତିଦୁରରେ ଅବସ୍ଥିତ। ତାଙ୍କର ପିତା ଥିଲେ ଜଣେ ଅପୁତ୍ରିକ ଜମିଦାର ଇନ୍ଦ୍ରଜିତ ସାମନ୍ତ ସିଂହାର । [[ସଦାନନ୍ଦ|ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା]] ନାମରେ ଜଣେ ପଣ୍ଡିତଙ୍କ ଦେବପୂଜା ହେତୁ ଅଭିମନ୍ୟୁ ଜନ୍ମ ହେବାର ପ୍ରବାଦ ରହିଅଛି ।<ref>[http://books.google.co.in/books?id=ObFCT5_taSgC&lpg=PA572&ots=mVz-0zyXt8&dq=abhimanyu%20samanta%20sinhara&pg=PA572#v=onepage&q=abhimanyu%20samanta%20sinhara&f=false|The Encyclopaedia Of Indian Literature (Volume One (A To Devo), Volume 1]</ref>
ସେ ହି ଅଭିମନ୍ୟୁଙ୍କ ଗୁରୁ ଥିଲେ । ମାତ୍ର ୯ ବର୍ଷ ବୟସରେ ସେ ପ୍ରଥମ ପଦ୍ୟ ରଚନା କରିଥିଲେ।
 
{{Rquote|center|କରମଙ୍ଗା ଗଛ ଛାଇ ଗୋ,<br>
Line ୬୨ ⟶ ୬୦:
* ଚଢ଼େଇ ଗୀତ
* ବୋଲେ ହୁଁ
* ପ୍ରେମ (ପ୍ରୀତି) ଚିନ୍ତାମଣି
 
: