"ରାଜେନ୍ଦ୍ର କୁମାର ଛତ୍ରିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୩୮ କ ଧାଡ଼ି:
 
== ରାଜନୈତିକ ଜୀବନ ==
ରାଜେନ୍ଦ୍ର ଓଡ଼ିଶା ରାଜନୀତିରେ [[ଭାରତୀୟ ଜାତୀୟ କଂଗ୍ରେସ]]ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।<ref>{{cite news |last1=ମିଶ୍ର |first1=ଜ୍ଞାନରଂଜନ |author1=ଗଗନ ଶର୍ମା |title=କୁଚିଣ୍ଡା ନିର୍ବାଚନମଣ୍ଡଳୀ : ବିଜେଡି ପାଇଁ ଆହ୍ବାନ, ବିଜେପି ପାଇଁ ସମ୍ମାନ {{!}} Sambad |url=https://sambad.in/general-election-2019/kuchinda-vidhan-sabha-constituency-318284/ |accessdate=22 August 2020 |date=7 March 2019 |archiveurl=http://web.archive.org/web/20200822181518/https://sambad.in/general-election-2019/kuchinda-vidhan-sabha-constituency-318284/ |archivedate=22 August 2020|url-status=live}}</ref> ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।
<!--
୨୦୦୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ରାଜେନ୍ଦ୍ର ନାରାୟଣ ପାଣି ଭାରତୀୟ ଜାତୀୟ କଂଗ୍ରେସ (ଇ)ର ପ୍ରାର୍ଥୀ ଭାବରେ [[ଚୌଦ୍ୱାର-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଚୌଦ୍ୱାର-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୧,୧୧୪ ଖଣ୍ଡ ଭୋଟ ପାଇ ୧୪ଶଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।<ref name=":0">{{Cite web|url=https://eci.gov.in/files/file/3626-orissa-1990/|title=Orissa 1990|website=Election Commission of India|language=en-IN|access-date=2019-06-27}}</ref> ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ରାଜେନ୍ଦ୍ର ରାଜେନ୍ଦ୍ର ଦାଶଙ୍କୁ ୫୭୭୯ ଖଣ୍ଡ ଭୋଟରେ ପରାସ୍ତ କରି।<ref name=":0" /> ଏହି ବିଧାନ ସଭାରେ ସେ ୨୦୦୯ ମସିହାରୁ ୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।