"ରାଜେନ୍ଦ୍ର କୁମାର ଛତ୍ରିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଆଧାର
୩୨ କ ଧାଡ଼ି:
}}
 
'''ରାଜେନ୍ଦ୍ର କୁମାର ଛତ୍ରିଆ''' (ଜନ୍ମ: ୫ ମଇ ୧୯୬୪) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ରାଜେନ୍ଦ୍ର [[ଓଡ଼ିଶା ବିଧାନ ସଭା]]<nowiki/>ରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ [[କୁଚିଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|କୁଚିଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[୧୪ଶ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref>{{cite news |title=Can BJD break into BJP bastion, Kuchinda? |url=https://www.newindianexpress.com/states/odisha/2019/mar/13/can-bjd-break-into-bjp-bastion-1950510.html |accessdate=22 August 2020 |work=The New Indian Express |date=13 March 2019}}</ref>
 
== ଜନ୍ମ, ଶିକ୍ଷା ଓ ପରିବାର ==