"ଅରୁଣ କୁମାର ପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେNo edit summary
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
 
{{ଛୋଟ|Arun Kumar Pati}}Kum
 
ar Pati}}
{{Infobox person
| name =
Line ୧୩ ⟶ ୧୬:
| death_cause =
| body_discovered =
| resting_place = bhadrak
| resting_place_coordinates =
| monuments =
| residence =
| nationality = ଭାରତୀୟ
| other_names = Manua behera
| ethnicity = [[ଓଡ଼ିଆ ଲୋକ|ଓଡ଼ିଆ]]
| citizenship =
Line ୪୮ ⟶ ୫୧:
}}
 
[[Www.haking.com|Google]]
 
ଅରୁଣ କୁମାର ପତି (Arun Kumar Pati) ଜଣେ ଭାରତୀୟ ପଦାର୍ଥ ବୈଜ୍ଞାନିକ ଅଟନ୍ତି । ସେ କ୍ୱାଣ୍ଟମ୍ ତଥ୍ୟ ଓ କ୍ୱାଣ୍ଟମ୍ କମ୍ପ୍ୟୁଟିଂରେ ଗବେଷଣା ସହିତ ଜଡିତ ।<ref>http://www.researchgate.net/profile/Arun_Pati</ref> ସେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ । ସେ ବମ୍ବେ ବିଶ୍ୱବିଦ୍ୟାଳୟରୁ ନିଜର ପିଏଚ୍.ଡି କରିଥିଲେ । ସେ "Quantum no-deleting theorem" ଓ"Quantum no-hiding theorem" ପାଇଁ ପରିଚିତ । ସେ ୨୦୦୯ରେ ଓଡ଼ିଶା ବିଜ୍ଞାନ ଆକାଡେମୀଦ୍ୱାରା ସାମନ୍ତ ଚନ୍ଦ୍ରଶେଖର ପୁରସ୍କାରରେ ସମ୍ମାନିତ ହୋଇଥିଲେ ।<ref>http://www.hbni.ac.in/faculty/HRI/hrial_phys_pati_arun.htm</ref>
୧୯୮୯ରୁ ୧୯୯୮ ପର୍ଯ୍ୟନ୍ତ ସେ ବମ୍ବେର BARCରେ ଥିଲେ । ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ସେ ୟୁକେର ୱେଲ୍ସ୍ ବିଶ୍ୱବିଦ୍ୟାଳୟରେ ଥିଲେ । ୨୦୦୧ରୁ ୨୦୧୦ ପର୍ଯ୍ୟନ୍ତ ସେ [[ଭୁବନେଶ୍ୱର]]ର [[ପଦାର୍ଥ ବିଜ୍ଞାନ ଅନୁଷ୍ଠାନ]]ରେ କାର୍ଯ୍ୟ କରୁଥିଲେ । ୨୦୧୦ ମସିହାରୁ, ସେ [[ଆଲାହାବାଦ]]ର ହରିଶ୍ଚନ୍ଦ୍ର ରିସର୍ଚ୍ଚ ଇନଷ୍ଟିଉଟରେ ପ୍ରଫେସର ଭାବରେ କାର୍ଯ୍ୟ କରୁଛନ୍ତି ।<ref>http://www.hri.res.in/~akpati/</ref> ସେ ୨୦୧୩-୨୦୧୫ ସମୟରେ ଚିନର Zhejiang ବିଶ୍ୱବିଦ୍ୟାଳୟରେ କେ.ପି. ଚେୟାର ପ୍ରଫେସର ରୁପେ ସମ୍ମାନିତ ହୋଇଥିଲେ ।