"କୃଷ୍ଣପ୍ରସାଦ ବସୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
 
୧ କ ଧାଡ଼ି:
{{ଛୋଟ|Krushna Prasad Basu}}
==ଜୀବନୀ==
{{Infobox person
| name = କୃଷ୍ଣପ୍ରସାଦ ବସୁ‌
| image =
| imagesize =
| caption =
| birth_date = {{birth date|df=yes|1894|10|21}}
| birth_place = କୁଆଁସପୁର, [[ଯାଜପୁର ଜିଲ୍ଲା]]
| death_date = {{Death date and age|df=yes|1968|08|18|1894|10|21}}
| death_place =
| restingplace =
| restingplacecoordinates =
| othername =
| occupation =
| yearsactive =
| known for =
| spouse =
| domesticpartner =
| children =
| parents =
| website =
| awards =
}}
'''କୃଷ୍ଣପ୍ରସାଦ ବସୁ‌''' (୨୧ ଅକ୍ଟୋବର ୧୮୯୪ - ୧୮ ଅଗଷ୍ଟ ୧୯୬୮) ଜଣେ ଲେଖକ, ଗାୟକ ଓ ସଙ୍ଗୀତଜ୍ଞ ଥିଲେ ।<ref>{{cite web |title=ଆଜି ଜନ୍ମଦିନ |url=http://sambadepaper.com/imageview_157498_22226354_4_71_18-08-2020_11_i_1_sf.html |website=www.sambadepaper.com |publisher=ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି |accessdate=20 August 2020 |archiveurl=https://web.archive.org/web/20200818042811/http://sambadepaper.com/imageview_157498_22226354_4_71_18-08-2020_11_i_1_sf.html|archivedate=18 Aug 2020}}</ref>
ତାଙ୍କର ଜନ୍ମସ୍ଥାନ କୁଆଁସରପୁର, [[ଯାଜପୁର]] । ସେ କବିମଞ୍ଜୁଳ ଉପାଧିରେ ଭୂଷିତ ହୋଇଥିଲେ ।
 
==ଅବଦାନ==
ଯାତ୍ରା ନାଟକ, ଗୀତ, ପାଲା, ଉପଯୋଗୀ ଖଣ୍ଡକାବ୍ୟ,ଉପନ୍ୟାସ, ଗଳ୍ପ ଓ ଅନ୍ୟାନ୍ୟ ଗଦ୍ୟ ରଚନାରେ କବିମଞ୍ଜୁଳଙ୍କ ପାରଦର୍ଶିତା ରହିଥିଲା । ସେ ଥିଲେ ସଂଗୀତ ଶିଳ୍ପୀ, ନାଟ୍ୟ ଅଭିନେତା ତଥା ନିର୍ଦ୍ଦେଶକ ଏବଂ ନାଟ୍ୟ ସଂଗଠକ ମଧ୍ୟ । ଯାଜପୁରରେ 'ବିରଜା ଅପେରା’, ଭଦ୍ରକରେ ‘ ଶ୍ୟମସୁନ୍ଦର ଥିଏଟର', ବ୍ରହ୍ମପୁରରେ ' ନାଟ୍ୟମନ୍ଦିର’ ଓ ବସ୍ତାରେ ‘ ବାସନ୍ତୀ ଥିଏଟର’ର ପ୍ରତିଷ୍ଠାତା ଅଟନ୍ତି। ‘ସଂଗୀତ ଫୁଲହାର’, ‘ପ୍ରସାଦ ଗୀତାବଳୀ', 'ଅଳକାନନ୍ଦା’, ‘ପ୍ରସାଦ ପଦ୍ୟାବଳୀ’ ଓ ‘ପରିକଳ୍ପନା’ ଆଦି ଗୀତିଗ୍ରନୁର ରଚୟିତା । ସେ ପାଲା ଉପଯୋଗୀ ୩୭ଟି
ପୁସ୍ତକ ଲେଖିଛନ୍ତି । ନାଟକ ପାଇଁ ଗୀତ ରଚନା ସହିତ ଗ୍ରାମୋଫୋନ କମ୍ପାନି ପାଇଁ ମଧ୍ୟ ଗୀତରଚନା କରିଛନ୍ତି । ଗୀତିକବିତା ସଂଖ୍ୟା ପନ୍ଦରଶହରୁ ଉର୍ଦ୍ଧ । କବିମଞ୍ଜୁଳ ଏଚଏମଭି କମ୍ପାନିର ଓଡ଼ିଆ ବିଭାଗର ତାଲିମଦାତା ଥିଲେ । ଗୀତିକବିତା ରଚନା କ୍ଷେତ୍ରରେ କୃଷ୍ଣପ୍ରସାଦ ଅନେକ ପରୀକ୍ଷା ନିରୀକ୍ଷା କରିଛନ୍ତି । ‘କଲି’ ଶୈଳୀରେ ଓଡ଼ିଆ ଗୀତ ରଚନା କରିବାରେ ସେ ପ୍ରଥମ । [[ନିମାଇଁ ହରିଚନ୍ଦନଙ୍କଚରଣ ହରିଚନ୍ଦନ]]ଙ୍କ ଗୀତକୁଗୀତ ରେକର୍ଡରେ ‘ଓଡ଼ିଶୀ’ ଲେଖି ପ୍ରଥମେ 'ଓଡ଼ିଶୀ’ ନାମର ପ୍ରବର୍ତ୍ତନ କରିଥିଲେ । ସେ କେବଳ [[‘ଶ୍ରୀଶ୍ରୀ ଜଗନ୍ନାଥ (ଓଡ଼ିଆ କଥାଚିତ୍ର)|ଶ୍ରୀ ଜଗନ୍ନାଥ]]' (୧୯୫୦) ପାଇଁ ଚଳଚ୍ଚିତ୍ର ଗୀତ ରଚନା କରିଥିଲେ ।<ref>{{cite book|title=Encyclopedia of Indian Cinema|url=https://books.google.co.in/books?id=rF8ABAAAQBAJ&pg=RA1-PA1994-IA5&lpg=RA1-PA1994-IA5&dq=Rolls+28+%2B+oriya+film&source=bl&ots=UrhOsK27Vl&sig=t9iOrM4mazUbqmygJFMzalQAXzQ&hl=en&sa=X&ei=-iryVOjjDNeQuATbuYGYCg&ved=0CDAQ6AEwAw#v=onepage&q=Rolls%2028%20%2B%20oriya%20film&f=false}}</ref>
==ଆଧାର==
{{ଆଧାର}}
==ଅଧିକ ତଥ୍ୟ==
* {{IMDb title|3442310}}
*http://www.imdb.com/name/nm3442310/?ref_=nmbio_emt_1
* ତାଙ୍କର ଅନେକ ସଂଗ୍ରହ http://odiabookbazar.com/index.php?route=product/product&product_id=5831
{{Authority control}}
==ଆଧାର==
 
[[ଶ୍ରେଣୀ:ଗାୟକ]]
[[ଶ୍ରେଣୀ:କବି୧୮୯୪ ଜନ୍ମ]]
[[ଶ୍ରେଣୀ:୧୯୬୮ ମୃତ୍ୟୁ]]
[[ଶ୍ରେଣୀ:ଗାୟକଓଡ଼ିଆ କବି]]
[[ଶ୍ରେଣୀ:ଓଡ଼ିଆ ନାଟ୍ୟକାର]]