"ବାରବାଟିଆ, ଭଦ୍ରକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Abhilash2001kar ପୃଷ୍ଠାଟିକୁ ବାରବାଟିଆରୁ ବାରବାଟିଆ, ଭଦ୍ରକକୁ ଘୁଞ୍ଚାଇଲେ
No edit summary
୧୦ କ ଧାଡ଼ି:
 
ବାରବାଟିଆ ହେଉଛି ଓଡ଼ିଶାର ଭଦ୍ରକ ଜିଲ୍ଲାର ଅବସ୍ଥିତ ଏକ ଗ୍ରାମ।
 
== ନାମୋତ୍ପତି ==
ଏହି ସ୍ଥାନର ନାମ ଦୁଇଟି ଓଡିଆ ଶବ୍ଦ ବାର ଓ ବାଟିର ମିଶ୍ରଣ ଅଟେ |  ଆକ୍ଷରିକ ଭାବରେ ସ୍ଥାନର ନାମ ହେଉଛି ୧୨ଟି ୨୦ ମାଣର ଜମି |
 
== ଭୁଗୋଳ ==
ଏହି ସ୍ଥାନଟି ଓଡିଶାର ଭଦ୍ରକ ଜିଲ୍ଲାର ତିହିଡି ବ୍ଲକରେ ଅବସ୍ଥିତ |  ଗ୍ରାମଟି ପିରହାଟ ଆରଆଇ ସର୍କଲ ଅନ୍ତର୍ଗତ |  ଗାଁର ଭୈଗଳିକ ଅବସ୍ଥିତି କୃଷି କାର୍ଯ୍ୟ ପାଇଁ ଉପଯୁକ୍ତ |