"ଇତିଶ୍ରୀ ହତ୍ୟାକାଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଫଳାଫଳ: ତଥ୍ୟ ଅଦ୍ୟତନ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Advanced mobile edit
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Advanced mobile edit
୮ କ ଧାଡ଼ି:
 
==ଫଳାଫଳ==
ହତ୍ୟା ମାମଲାର ତଦନ୍ତ ରାଜ୍ୟ ସରକାର କ୍ରାଇମ ବ୍ରାଞ୍ଚଙ୍କୁ ଦାୟିତ୍ୱ ଦେବା ପରେ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟ ଶୁଣାଣି [[ରାୟଗଡ଼ା ଜିଲ୍ଲା ଜଜ ଅଦାଲତ]]ରେ ଚାଲୁ ରହିଥିଲା । ତେବେ କ୍ରାଇମ ବ୍ରାଞ୍ଚ ପକ୍ଷରୁ ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରା ନ ଯାଇ ରିପୋର୍ଟ ଦାଖଲ କରାଯାଇଥିଲେ ମଧ୍ୟ ଏ ସଂପର୍କରେ ଅଭିଯୁକ୍ତ ଭାବେ ପୂର୍ବତନ ସ୍କୁଲ ଏସଆଇ ନେତ୍ରାନନ୍ଦ ଦଣ୍ଡସେନାକୁ ଗିରଫ କରାଯାଇଥିଲା ଏବଂ ସେ ରାୟଗଡ଼ା ଜେଲରେ ଥିଲେ । କ୍ରାଇମ ବ୍ରାଞ୍ଚଦ୍ୱାରା ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇନଥିବା ଅର୍ଥାତ ପ୍ରକୃତ ଦୋଷୀ ଚିହ୍ନଟ ହୋଇପାରିନଥିବା ଯୋଗୁଁ ଏହି ଘଟଣାର ତଦନ୍ତ ଭାର ଅନ୍ୟ ଏକ ଦରଖାସ୍ତ ବଳରେ ମାନ୍ୟବର ସୁପ୍ରିମ କୋର୍ଟ ଗତ ଜାନୁୟାରୀ ୨୦, ୨୦୧୫ ତାରିଖରେ ସିବିଆଇଦ୍ୱାରା ତଦନ୍ତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । <ref name="thehindu">{{cite web |last1=Reporter |first1=Staff |title=SC order on Itishree murder hailed |url=https://www.thehindu.com/todays-paper/tp-national/tp-otherstates/sc-order-on-itishree-murder-hailed/article6806529.ece |website=The Hindu |accessdate=7 August 2018 |language=en-IN |date=21 January 2015}}</ref> ତେବେ ଦୌରା ଜଜ ରାୟଗଡା ତା ୨୬.୦୪.୨୦୧୬ ଦିନ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ନିତ୍ୟାନନ୍ଦ ଦଣ୍ଡସେଣାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।<ref name="odishatv">{{cite web |title=Itishree murder: Ex SI Dandasena gets life term {{!}} OTV |url=http://odishatv.in/odisha/body-slider/itishree-murder-ex-si-dandasena-gets-life-term-138938 |website=odishatv.in |accessdate=7 August 2018}}</ref> କୋରାପୁଟ ଜେଲରେ ଆଜୀବନ ଦଣ୍ଡ କାଟୁଥିବା ନେତ୍ରାନନ୍ଦ ଦଣ୍ଡସେନା ୨୦୨୦ ଅଗଷ୍ଟ ୧୬ ରାତିରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୨୦୨୦ ଅଗଷ୍ଟ ୧୭ ସକାଳେ ତାଙ୍କର ମୃତ୍ୟୁ ହୋଇଥିବା କୋରାପୁଟ ଜେଲ୍ଜେଲ ଅଧୀକ୍ଷକ ସୂଚନା ଦେଇଛନ୍ତିଦେଇଥିଲେ । <ref>https://www.samajalive.in/netrananda-dandasena-the-main-accused-in-the-murder-of-itishree-pradhan/204780.html</ref>
 
==ଆଧାର==