"ଦେବେନ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Lead Section ଶେଷହେଲା ।
ଟିକେNo edit summary
୨୧ କ ଧାଡ଼ି:
}}
 
'''ଦେବେନ ମିଶ୍ର''', ଜଣେ [[ଓଡ଼ିଆ କଥାଚିତ୍ର ସମ୍ପାଦକ ଥିଲେ । ସେ ୧୯୮୬ ମସିହାରେ ଜଗତ|ଓଡ଼ିଆ କଥାଚିତ୍ର]] ଜଗତରେସମ୍ପାଦକ ଚଳଚ୍ଚିତ୍ର ସମ୍ପାଦନା କାର୍ଯ୍ୟ ଆରମ୍ଭ କରିଥିଲେଥିଲେ । ତାଙ୍କ ସମ୍ପାଦନାରେସମ୍ପାଦିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ଜୋର[[ଯୋର ଯା'ର ମୁଲକମୂଲକ ତା'ରତାର]] । ଏହାପରେ ସେ [[ପୁଅ ମୋର କଳାଠାକୁରକଳା ଠାକୁର]], [[ପରଦେଶୀ ଚଢ଼େଇ]], [[କାଶିଆ କପିଳା]], ଉଦଣ୍ଡି[[ଉଦଣ୍ଡୀ ସୀତା]], [[ରଣଭୂମି]] ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ରର ସମ୍ପାଦନା କରିଥିଲେ । ତାଙ୍କ ସମ୍ପାଦନାରେ ଶେଷ ଓଡ଼ିଆ କଥାଚିତ୍ର ଥିଲା [[ଜୀବନର ଚଲାପଥେ]], ଯାହାକି ଡିସେମ୍ବର ୨୦୧୮ରେ ମୁକ୍ତିଲାଭ କରିଥିଲା । ସେ ୧୫ ଅଗଷ୍ଟ ୨୦୨୦ରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ ।
 
== ଚଳଚ୍ଚିତ୍ର ସମ୍ପାଦନା ==
ଦେବନ ୧୯୮୬ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଚଳଚ୍ଚିତ୍ର ସମ୍ପାଦନା କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କ ସମ୍ପାଦିତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ଯୋର ଯା'ର ମୂଲକ ତାର । ଏହାପରେ ସେ ୧୯୮୭ ମସିହାର କଥାଚିତ୍ର [[ଚକା ଆଖି ସବୁ ଦେଖୁଛି]]<nowiki/>ର ସମ୍ପାଦନା କରିଥିଲେ ।
 
ପରବର୍ତ୍ତୀ ସମୟରେ ସେ ପୁଅ ମୋର କଳା ଠାକୁର, ରଜନୀଗନ୍ଧ, ଆସୁଛି ମୋ କାଳିଆ ସୁନା, ଦଇବ ଦଉଡ଼ି, ପରଦେଶୀ ଚଢ଼େଇ, ମା ମତେ ଶକ୍ତି ଦେ, ଚକାଡୋଳା କରୁଛି ଲୀଳା, ଉଦଣ୍ଡୀ ସୀତା ଆଦି କଥାଚିତ୍ରର ସମ୍ପାଦନା କରିଥିଲେ । ସେ ୮୦ଟିରୁ ଉର୍ଦ୍ଧ୍ୱ କଥାଚିତ୍ର ସମ୍ପାଦନା କରିଛନ୍ତି ।<ref name="ଦେବେନ ମିଶ୍ର" />
 
=== ସମ୍ପାଦିତ ଚଳଚ୍ଚିତ୍ର ===